ଜାତୀୟ

ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ

ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ...

ପିଲାଙ୍କ ମୋବାଇଲ ନିଶା: ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ,୧୯।୪: ଆଧୁନିକ ଯୁଗରେ ମୋବାଇଲ୍‌ର ଉପଯୋଗିତା ବଢ଼ିଚାଲିଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍‌ ବୁକ୍‌ କରି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଏବେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ। ବହୁ ଜଟିଳ...

ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୪: ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ ବ୍ୟତୀତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ହେବ। କାର୍ମିକ ଓ ପ୍ରଶିକ୍ଷଣ...

କରୋନା ମହାମାରୀର ପରିବର୍ତ୍ତନ ଚକ୍ରକୁ ଭାଙ୍ଗିବା ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୪ : ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗୋଷ୍ଠୀର ଦ୍ୱିତୀୟ ବୈଠକର ଶେଷ ଅଧିବେଶନରେ ମଙ୍ଗଳବାର ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନାଭାଇରସ ପରିସ୍ଥିତି ବିରୋଧରେ ଦେଶର ଉଦ୍ୟମକୁ ହ୍ରାସ ନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ଅଭିଭାଷଣରେ ସେ...

ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…

ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ କର୍ମୀଙ୍କ ନେଟୱାର୍କକୁ ସକ୍ରିୟ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଏହା ସହିତ...

ମୋରବି ଝୁଲାପୋଲ ମାମଲା: ୧୪.୬୨ କୋଟି କ୍ଷତିପୂରଣ ଜମା କଲା ଓରେଭା ଗ୍ରୁପ୍‌…

ଅହମଦାବାଦ,୧୮।୪ : ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି। ଓରେଭା ମଙ୍ଗଳବାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏ.ଜେ ଦେଶାଇ ଏବଂ ଜଷ୍ଟିସ ବିରେନ ବୈଷ୍ଣବଙ୍କ ଏକ ବେଞ୍ଚକୁ...

ସଙ୍କଟରେ ବିରେନଙ୍କ ସରକାର: ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ ଭାଜପା ବିଧାୟକ…

ଇମ୍ଫାଲ,୧୮।୪ : ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି। ସେମାନେ ଭାଜପାର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ପାଇଁ ଡେରା...

ଦୃଢ଼ ରାଜନୈତିକ ଇଛାଶକ୍ତି ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ କରାଯାଇ ପାରିବ ବାୟୁସେନାର ଉପଯୋଗ…

ନୂଆଦିଲ୍ଲୀ,୧୮।୪ : ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଅପରେଶନ ନେଇ ଭାରତୀୟ ବାୟୁସେନାର ଶକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି , ବାଲାକୋଟ ଷ୍ଟ୍ରାଇକ ଦର୍ଶାଇଛି , ରାଜନୈତିକ...

ସେଓକୁ କମଳା ସହିତ ଅବା ନରସଂହାରକୁ ହତ୍ୟା ସହ ତୁଳନା କରାଯାଇ ପାରିବ ନାହିଁ: ବିଲକିସ ବାନୋ ମାମଲାରେ କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୮।୪ : ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ଖଲାସ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ମେ ୨ ତାରିଖରେ ଶୁଣାଣି କରିବେ। ମଙ୍ଗଳବାର କୋର୍ଟରେ ଗୁଜରାଟ ସରକାର ଦୋଷୀଙ୍କ ରିଲିଜ ସହ ଜଡିତ ଫାଇଲ ଦେଖାଇବାକୁ...

ଅତିକଙ୍କ ପରେ ଏବେ ମୁଖତାରଙ୍କ ପାଳି ନେଇ ଚର୍ଚ୍ଚା: ଆଫଜଲ ଅନସାରୀ କହିଲେ, ୩ ନୁହେଁ ଥିଲେ ୫ ଶୁଟର…

ଲକ୍ଷ୍ନୌ,୧୮।୪ : ଅତିକ ଅହମ୍ମଦ ଏବଂ ଆଶ୍ରଫ୍‌ଙ୍କ ମୃତ୍ୟୁ ପରେ ରାଜ୍ୟର ରାଜନୀତି ଚଳଚଞ୍ଚଳ ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଗାଜିପୁରର ବିଏସପି ଏମପି ଆଫଜଲ ଅନସାରୀ ଅଟିକଙ୍କ...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ଫେସବୁକରେ ଲେଖିଲେ ଆପତ୍ତିଜନକ ଶବ୍ଦ

ଲକ୍ଷ୍ନୌ,୧୮।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ବଗାପତ ଜିଲାରେ ରହୁଥିବା ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଗୁଳି କରିବାକୁ ଧମକ ଦେଇଛନ୍ତି। କେତେଜଣ ୟୁଜର୍ସ ଏହି ପୋଷ୍ଟକୁ ମୁଖ୍ୟମନ୍ତ୍ରୀ, ଡିଜିପି...

ଆସନ୍ତା ୧୫ ଦିନରେ ଦିଲ୍ଲୀ-ମହାରାଷ୍ଟ୍ରରେ ହେବ ରାଜନୈତିକ ବିସ୍ଫୋରଣ: ସୁପ୍ରିୟା ସୁଲେ

ମୁମ୍ବାଇ,୧୮।୪ : ଦିଲ୍ଲୀ ମହାରାଷ୍ଟ୍ରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ଏମପି ସୁପ୍ରିୟା ସୁଲେ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri