ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ଫେସବୁକରେ ଲେଖିଲେ ଆପତ୍ତିଜନକ ଶବ୍ଦ

ଲକ୍ଷ୍ନୌ,୧୮।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ବଗାପତ ଜିଲାରେ ରହୁଥିବା ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଗୁଳି କରିବାକୁ ଧମକ ଦେଇଛନ୍ତି। କେତେଜଣ ୟୁଜର୍ସ ଏହି ପୋଷ୍ଟକୁ ମୁଖ୍ୟମନ୍ତ୍ରୀ, ଡିଜିପି...

ଆସନ୍ତା ୧୫ ଦିନରେ ଦିଲ୍ଲୀ-ମହାରାଷ୍ଟ୍ରରେ ହେବ ରାଜନୈତିକ ବିସ୍ଫୋରଣ: ସୁପ୍ରିୟା ସୁଲେ

ମୁମ୍ବାଇ,୧୮।୪ : ଦିଲ୍ଲୀ ମହାରାଷ୍ଟ୍ରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ଏମପି ସୁପ୍ରିୟା ସୁଲେ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବଡ଼...

ଅତିକ ଅହମଦଙ୍କ ଓକିଲ ବିଜୟ ମିଶ୍ରାଙ୍କ ଘର ନିକଟରେ ଫୁଟିଲା ବୋମା

ପ୍ରୟାଗରାଜ,୧୮।୪: ପ୍ରୟାଗରାଜରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆକ୍ରମଣକାରୀ ପୋଲିସ ଓ ମିଡିଆ ସାମ୍ନାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହି ହତ୍ୟାକାଣ୍ଡ ପରେ ସମଗ୍ର ଉତ୍ତର ପ୍ରଦେଶ ଦୋହଲି ଯାଇଛି। ଇତିମଧ୍ୟରେ...

କଂଗ୍ରେସ ନେତାଙ୍କୁ ଝଟକା, ନିର୍ବାଚନ ମଣ୍ଡଳି ଗସ୍ତ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କୁ ବଡ ଝଟକା ଲାଗିଛି। କର୍ନାଟକର ସ୍ପେଶାଲ କୋର୍ଟ କଂଗ୍ରେସର ଜଣେ ନେତାଙ୍କୁ ତାଙ୍କ ନିଜ ବିଧାନସଭା ମଣ୍ଡଳି ଗସ୍ତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରାର୍ଥୀଙ୍କ ଉପରେ ହତ୍ୟା...

ଶିକ୍ଷା ପ୍ରଣାଳୀରେ ତ୍ରୁଟି ଯୋଗୁ ବଢୁଛି ବେରୋଜଗାରୀ: ରିପୋର୍ଟ…

ନୂଆଦିଲ୍ଲୀ,୧୮।୪ : ଭାରତରେ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟି ଯୋଗୁ ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିନା କୌଶଳ ଡିଗ୍ରୀ ହାସଲ କରିବା ପରେ ଯୁବବର୍ଗ ବେକାର ରହୁଛନ୍ତି। ଫଳରେ ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଭାରତର...

ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ: ଜୟଶଙ୍କରଙ୍କୁ ଭେଟିଲେ ମଣ୍ଟୁରୋଭ…

ନୂଆଦିଲ୍ଲୀ,୧୮।୪ : ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀରେ ରୁଷିଆର ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କୁ ଭେଟିଛନ୍ତି। ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ ବୋଲି ସେ କହିଛନ୍ତି। ମଣ୍ଟୁରୋଭ ରୁଷିଆର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ...

ସମଲିଙ୍ଗି ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ବିବେକ

ମୁମ୍ବାଇ,୧୮।୪: ମୁଭି ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜର ବେବାକ ରାୟକୁ ନେଇ ଖୁବ ଚର୍ଚ୍ଚିତ। ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ଟୁଇଟ ତହଲକା ମଚାଇ ଥାଏ। ଏବେ ନିର୍ଦ୍ଦେଶକ ସମଲିଙ୍ଗି ବିବାହକୁ ନେଇ ଟୁଇଟ...

ଚାଇନାକୁ ଭାରତର କଡ଼ା ଜବାବ, ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ବୌଦ୍ଧ ନେତାଙ୍କ ବୈଠକ…

ତଓ୍ବାଙ୍ଗ,୧୮।୪ : କିଛି ଦିନ ତଳେ ଚାଇନା ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳର ନାମକରଣ କରିବାର ପ୍ରୟାସ କରିଥିଲା। ଏବେ ଭାରତ ଏହାର କଡ଼ା ଜବାବ ଦେଇଛି। ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ବୌଦ୍ଧ ନେତାଙ୍କର ଏକ...

୨୪ ଘଣ୍ଟା ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ଆଉ ଏକ ନୋଟିସ ପଠାଇଲା ସିବିଆଇ

କୋଲକାତା,୧୮।୪: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ମଙ୍ଗଳବାର ଏକ ନୂଆ ନୋଟିସ ପଠାଇଛି। ଏହା ପୂର୍ବରୁ ସୋମବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ଜାରି କରିଥିଲା। ଯାହାକୁ ନେଇ ଅଭିଷେକ ଅଭିଯୋଗ କରି...

ଅତିକଙ୍କ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠି: ବନ୍ଦ ଲଫାପାରେ ପଠାଯାଉଛି ସିଜେଆଇ-ଯୋଗୀଙ୍କ ପାଖକୁ…

ଲକ୍ଷ୍ନୌ,୧୮।୪ : ମାଫିଆ ଅତିକ ଅହମ୍ମଦଙ୍କ ମୃତ୍ୟୁ ପୂର୍ବର ଚିଠିକୁ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଔ୍ବାଇ. ଚନ୍ଦ୍ରଚୂଡ଼ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିକଟକୁ ପଠାଯାଉଛି। ଅତିକ ଅହମ୍ମଦଙ୍କ ଓକିଲ ବିଜୟ ମିଶ୍ର...

ଏନସିପିରେ ଅଛି ଆଉ ରହିବି ମଧ୍ୟ: ଅଜିତ ପାଓ୍ବାର…

ମୁମ୍ବାଇ,୧୮।୪ : ଏନସିପି ନେତା ଅଜିତ ପାୱାର ଭାଜପାରେ ଯୋଗଦେବା ନେଇ ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଅଜିତ ପାୱାର କହିଛନ୍ତି ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ମୋର ଏନସିପି ଛାଡିବା ଏକ...

ସକ୍ରିୟ ମାମଲା ୬୧ ହଜାର ଟପିଲା…

ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri