ଜାତୀୟ

ନିଜକୁ ବଳି ଦେଲେ ସ୍ତ୍ରୀ-ସ୍ବାମୀ: କଟାମୁଣ୍ଡ ଯଜ୍ଞବେଦୀରେ ପଡ଼ିଲା…

ରାଜକୋଟ,୧୭।୪ : ଗୁଜରାଟର ରାଜକୋଟରୁ ଏକ ହୃଦୟ ବିଦାରକ ଖବର ଆସିଛି। ଭିଞ୍ଛିଆ ଗ୍ରାମରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ନିଜ ଚାଷ ଜମିରେ ଗିଲୋଟିନ ସାହାଯ୍ୟରେ ମୁଣ୍ଡ କାଟି ନିଜକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ...

ଆସିଲା ଅତିକ, ଅଶ୍ରଫ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ

ପ୍ରୟାଗରାଜ,୧୭।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମଦ ଏବଂ ଭାଇ ଅଶ୍ରଫ୍‌ଙ୍କୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ୍‌ ଓ ଅଶ୍ରଫ୍‌ଙ୍କ ମୃତ୍ୟୁ ଘଟିଥିଲା।...

ଶାହା ବଡ଼ ପଦବୀ ଦେବାର ପ୍ରତିଶ୍ରୁତି ଦେଇଥିଲେ, ଶେଟାର କଂଗ୍ରେସରେ ଯୋଗଦେବା ନେଇ କହିଲେ ବୋମ୍ମାଇ…

ବେଙ୍ଗାଲୁରୁ,୧୭।୪ : କର୍ନାଟକ ବିଧାନସଭା ର୍ନିବାଚନ ପୂର୍ବରୁ ହୁବଲି-ଧରୱାଡ ସେଣ୍ଟ୍ରାଲର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ତାଙ୍କ ନିଷ୍ପତ୍ତି ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ...

ଦିଲ୍ଲୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ଭାଜପା କରିଛି ଷଡ଼ଯନ୍ତ୍ର…

ମୁମ୍ବାଇ,୧୭।୪ : ସୋମବାର ଦିଲ୍ଲୀ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏକ୍ସାଇଜ ନୀତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରାଯିବାର ଗୋଟିଏ ଦିନ ପରେ ଏହି ସ୍ବତନ୍ତ୍ର ଅଧିବେଶନକୁ ଡକାଯାଇଛି। ଏହି ଅଧିବେଶନ ଆରମ୍ଭରେ,...

ଶାହରୁଖଙ୍କ ଉପରେ ଲାଗିଲା ୟୁଏପିଏ ଆକ୍ଟ

ନୂଆଦିଲ୍ଲୀ, ୧୭।୪, କେରଳର କୋଝିକୋଡ୍‌ରେ ଟ୍ରେନ୍‌ରେ ନିଆଁ ଲଗାଇବା ଘଟଣାରେ ଦୋଷୀ ଶାହରୁଖ ସୈଫ୍‌ଙ୍କ ଉପରେ ୟୁଏପିଏ ଆକ୍ଟ ଲଗାଯାଇଛି। ତାଙ୍କୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି । ସୂଚନାଥାଉ କି, ଏପ୍ରିଲ ୨ ରାତିରେ କୋଝିକୋଡ୍‌ ଜିଲାର ଏଲାଥୁର...

ଅଭିଷେକ ବାନାର୍ଜୀଙ୍କୁ ଇଡ଼ି-ସିବିଆଇ ପଚରାଉଚରା ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୪ : ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଯେଉଁଥିରେ ଅନୁସନ୍ଧାନକାରୀ ସଂସ୍ଥା ଇଡ଼ି-ସିବିଆଇ ଦ୍ୱାରା ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।...

ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଟିଏମ୍‌ସି ବିଧାୟକ ଜୀବନକୃଷ୍ଣ ଗିରଫ

ନୂଆଦିଲ୍ଲୀ/କୋଲକାତା,୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ସୋମବାର ସିବିଆଇ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ବୁରୱାନ ବିଧାୟକ ଜୀବନକୃଷ୍ଣଙ୍କୁ ସିବିଆଇ ଶୁକ୍ରବାରଠାରୁ ମାରାଥନ ଜେରା କରିଥିଲା। ଦୀର୍ଘ ସମୟ ଜେରା...

୨୦୨୪ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଆସନ ଜିତିବ: ଚୌବେ…

ମୁମ୍ବାଇ,୧୭।୪ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ। ଏହା ସହିତ ସେ ଝାଡଖଣ୍ଡ...

ମନ୍‌ କୀ ବାତ୍‌: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନର କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବକ୍ତା, ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜନଗଣଙ୍କ ସହିତ ତତ୍କାଳ ସମ୍ପର୍କ ସ୍ଥାପନ କରିବାର ଏକ ଅଦ୍ଭୁତ କଳା ତାଙ୍କ ପାଖରେ ରହିଛି। ଜଣେ ଓଜସ୍ବୀ ବକ୍ତା ଭାବେ ତାଙ୍କର...

କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୧୭।୪, କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କର ହତ୍ୟା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ ଦେଖାଦେଇଛନ୍ତି। ସେ ରାଜ୍ୟର ନୂଆ ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଛନ୍ତି। ତାଲିକାରେ ଅଛନ୍ତି...

ସହରୀ ଆଭିଜାତ୍ୟ ବର୍ଗଙ୍କର ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଦିବା ଉଚିତ ନୁହେଁ: ସମଲିଙ୍ଗୀ ବିବାହ ନେଇ କହିଲେ ସରକାର…

ନୂଆଦିଲ୍ଲୀ,୧୭।୪ : ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର...

କରୋନା ପରେ ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବୟସ୍କଙ୍କ ତୁଳନାରେ ୨ ଗୁଣା ଅଧିକ ଆଣ୍ଟିବଡି: ରିପୋର୍ଟ…

ନୂଆଦିଲ୍ଲୀ,୧୭।୪ : ପ୍ରଥମ ଥର ପାଇଁ କରୋନା ସମ୍ବନ୍ଧରେ ଶିଶୁ ଏବଂ ବୟସ୍କଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ଏହା ଅନୁଯାୟୀ, କରୋନା ପରେ ପିଲାମାନଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଦୁଇଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri