ଜାତୀୟ

ମସଜିଦ୍‌ରେ କୱାଲି ଶୁଣୁଛନ୍ତି ହନୁମାନ ଚାଳିଶା ପାଠ କରୁଥିବା ଲୋକେ: ଉଦ୍ଧବ…

ମୁମ୍ବାଇ,୧୭।୪ : ଉଦ୍ଧବ ଠାକରେ ପୁଣି ଥରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ମୋର ଅଭିଯୋଗ ହେଉଛି ଯେ ମୁଁ କଂଗ୍ରେସ ସହିତ ଯାଇ ହିନ୍ଦୁତ୍ୱ ଛାଡିଥିଲି, କଂଗ୍ରେସରେ ହିନ୍ଦୁ ନାହାଁନ୍ତି କି?...

ପୁଣି କରୋନା ଆତଙ୍କ: ୬୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ମୋତେ ବିଶ୍ୱାସ କଲାନି ଭାଜପା: ଜଗଦୀଶ

ବେଙ୍ଗାଲୁରୁ,୧୭ା୪: ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ନ ମିଳିବାରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଜଗଦୀଶ ଶେଟ୍ଟାର ଦଳରୁ ଇସ୍ତଫା ଦେଇ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସରେ ଯୋଗଦେବା ପରେ ଜଗଦୀଶ ନିଜ ପ୍ରତିକ୍ରିୟା...

ଭାଜପାକୁ ଝଟକା: କଂଗ୍ରେସ ଶିବିରରେ ଜଗଦୀଶ ଶେଟାର..

ବେଙ୍ଗାଲୁରୁ,୧୭।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଶେଟାର ରବିବାର ଭାଜପାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଆଲୋଚନା ହେଉଥିଲା ଯେ ଶେଟାର...

ଶାହାଙ୍କ ସଭାରେ ୧୧ ମୃତ: କିଏ କରିବ ଏହାର ଯାଞ୍ଚ କହିଲେ ବିରୋଧୀ…

ମୁମ୍ବାଇ,୧୭।୪ : ରବିବାର ନଭି ମୁମ୍ବାଇର ଖାରଘର ଅଞ୍ଚଳରେ ଏକ ଖୋଲା ପଡ଼ିଆରେ ଆୟୋଜିତ ହୋଇଥିବା ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବରେ ସୂର୍ଯ୍ୟକିରଣ ଏବଂ ପ୍ରବଳ ଉତ୍ତାପ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ଏବେ...

ଦେଶରେ କରାଯାଉ ଜାତି ଭିତ୍ତିକ ଜନଗଣନା: ମୋଦିଙ୍କୁ ଚିଠି ଲେଖିଲେ ମଲ୍ଲକାର୍ଜୁନ…

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ସ୍ବତନ୍ତ୍ର ଦାବି କରିଛନ୍ତି। ସେ ସାରା ଦେଶରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଦାବି କରିଛନ୍ତି। ଖାର୍ଗେ ପ୍ରଧାନମନ୍ତ୍ରୀ ଙ୍କୁ ଏକ...

ନନ୍ଦିନୀଙ୍କୁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ ମଣିପୁରର ଥୋଉନାଓଜାମ୍‌ ଷ୍ଟ୍ରେଲା ଲୁଓ୍ବାଙ୍ଗ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି।...

ଆଦାନୀ ଦୁର୍ନୀତିର ପ୍ରତୀକ: ରାହୁଲ

କୋଲାର,୧୭ା୪ : କର୍ନାଟକର କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ଆଦାନୀ ‘ଦୁର୍ନୀତି’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋର୍‌ଦାର ସମାଲୋଚନା କରିଛନ୍ତି। ସେ କେନ୍ଦ୍ରର ଭାଜପା ସରକାରଙ୍କୁ...

ଶାହାଙ୍କ କାର୍ଯ୍ୟକ୍ରମରେ ଅଂଶୁଘାତ: ୮ ମୃତ

ନଭି ମୁମ୍ବାଇ, ୧୭ା୪ : ନଭି ମୁମ୍ବାଇରେ ରବିବାର ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ସ୍ବରାଷ୍ଟ୍ର...

ଇସି ଅରୁଣ ଗୋଏଲ୍‌ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ନିର୍ବାଚନ କମିଶନର ଆନୁଷ୍ଠାନିକ ଅଖଣ୍ଡତା ଓ ନିରପେକ୍ଷତାର ଉଲ୍ଲଂଘନ କରାଯାଇ ମନମୁଖି ଭାବେ ଗୋଏଲଙ୍କୁ ନିର୍ବାଚନ କମିଶନ...

୯ ଘଣ୍ଟାରେ ୫୬ ପ୍ରଶ୍ନ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି...

ପ୍ରୟାଗରାଜରେ ହାଇଆଲର୍ଟ

ପ୍ରୟାଗରାଜ/ଲକ୍ଷ୍ନୌ,୧୭ା୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ। ଅସଦ୍‌ଙ୍କୁ ପ୍ରୟାଗରାଜରେ ସମାଧି ଦିଆଯିବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri