ଜାତୀୟ

ଅତିକ-ଅଶରଫ ହତ୍ୟା ମାମଲା: ଅସନ୍ତୁଷ୍ଟ ଭାଜପା ହାଇକମାଣ୍ଡ ଦେଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ଗୁଳି କରି ହତ୍ୟା କରାଯିବା ପରଠାରୁ ରାଜନୈତିକ ଜଗତରୁ ଲଗାତାର ପ୍ରତିକ୍ରିୟାମାନ ଆସୁଛି। ଶାସକ ଓ ବିରୋଧି ସମସ୍ତେ ଏହି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଭିନ୍ନ ବୟାନ...

କେଜରିଓ୍ବାଲଙ୍କୁ ସିବିଆଇର ପଚରା ଉଚରା ଜାରି, ଏଏପି ଡାକିଲା ଏମରଜେନ୍ସି ବୈଠକ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅବକାରି ନୀତି ଘୋଟାଲା ମାମଲାରେ ପଚରା ଉଚରା ପାଇଁ ରବିବାର ସିବିଆଇ ସାମ୍ନାରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଗାଡିରେ ସିବିଆଇ ଅଫିସ ପହଞ୍ଚିଛନ୍ତି। ତେବେ ଏହି ମାମଲାରେ କାଳେ ସିବିଆଇ କେଜରିଓ୍ବାଲଙ୍କୁ...

ଗଣମାଧ୍ୟମରେ ନିଜର ମତ ନ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ ରହିଛି। ସୂଚନାନୁୟାୟୀ, ଭାଜପା ହାଇକମାଣ୍ଡ ନିଜ ଦଳୀୟ ନେତାଙ୍କ ବୟାନରେ ଅସନ୍ତୁଷ୍ଟ ଅଛନ୍ତି।...

ବୁଲେଟ ଶାସନ -ଭିଡ଼ ହିଂସା ଶାସନ ଗଣତନ୍ତ୍ର ବିରୋଧୀ: ମଲ୍ଲିକାର୍ଜୁନ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦେଶର ସମ୍ବିଧାନ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା...

ଅତିକ-ଅଶ୍ରଫ ହତ୍ୟା ମାମଲା: ୩ ଜଣିଆ ନ୍ୟାୟିକ ଆୟୋଗ ଗଠନ କଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ନ୍ୟାୟିକ ଆୟୋଗ ଗଠନ କରାଯାଇଛି। ଏହି ତିନି ଜଣିଆ ନ୍ୟାୟିକ ଆୟୋଗ ଦୁଇ ମାସ ମଧ୍ୟରେ...

ରାଜନୈତିକ ଉଦ୍ଦେଶ୍ୟ ନେଇ ଆଇନ ସହିତ ଖେଳିବା ଗଣତନ୍ତ୍ର ପାଇଁ ବିପଜ୍ଜନକ: ପ୍ରିୟଙ୍କା ଗାନ୍ଧୀ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଦେଶର ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋର...

ଗୋଆରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ପାଣାଜୀ, ୧୬।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଗୋଆରେ ପହଞ୍ଚିଛନ୍ତି। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏବଂ ଅନ୍ୟ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଅମିତ ଶାହା ଦଳ କାର୍ଯ୍ୟକର୍ତ୍ତାଙ୍କ...

୩୨ ବିଧାୟକ-୭୦ କାଉନସିଲରଙ୍କୁ ଗିରଫ କରିଛି ପୋଲିସ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୧୬।୪ : ଏକ୍ସାଇଜ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ମାମଲାରେ ସିବିଆଇର ପଚରାଉଚରା ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି। ଏହାପୂର୍ବରୁ ସିବିଆଇ ପ୍ରଶ୍ନ ପଚରାଯିବା ସହ...

ସତ୍ୟପାଲ ମଲ୍ଲିକଙ୍କ ଠାରୁ ନଜର ହଟାଇବା ପାଇଁଁ ସରକାରଙ୍କ ଚତୁର ରଣନୀତି: ମେହବୁବା

ଶ୍ରୀନଗର, ୧୬।୪:ମାଫିଆ ରାଜନେତା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପିଡିପି ପ୍ରମୁଖ ମେହବୁବା ସିଧାସଳଖ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶରେ ଅରାଜକତା ଦେଖାଦେଇଛି। ଜୟ ଶ୍ରୀରାମ...

ହତ୍ୟାକାରୀ ଦୁଇଭାଇଙ୍କୁ ମାରି ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ହେବାକୁ ଚାହୁଁଥିଲେ: ୟୁପି ପୋଲିସ

ନୂଆଦିଲ୍ଲୀ, ୧୬।୪: ଅତିକ ଅହମ୍ମଦ ଓ ଅଶରଫଙ୍କ ୩ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ୟୁପି ପୋଲିସ ପଚରାଉଚରା କରିଛି। ତେବେ ୟୁପି ପୋଲିସ କହିବାନୁସାରେ, ହତ୍ୟାକାରୀ ପପୁଲାର୍‌ ଗ୍ୟାଙ୍ଗଷ୍ଟର୍‌ ହେବା ପାଇଁ ଦୁଇଭାଇଙ୍କୁ ହତ୍ୟା କରିଛନ୍ତି। ଯେତେବେଳେ ୟୁପି...

ଅତିକଙ୍କୁ ହତ୍ୟା ଲଜ୍ଜାଜନକ ଘଟଣା: ଗର୍ଜିଲେ ମମତା ଦିଦି…

କୋଲକାତା,୧୬।୪ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ-ରାଜନେତା ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ୟୁପ ଭାଜପା ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଅଖିଳେଶ ଯାଦବଙ୍କ...

ପୁଅ ଅସଦଙ୍କ ପାଖରେ ଅତିକ ଅହମ୍ମଦଙ୍କୁ ଦିଆଯିବ ସମାଧି

ଲକ୍ଷ୍ନୌ,୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ଉତ୍ତରପ୍ରଦ୍ରେଶର ପ୍ରୟାଗରାଜରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ତିନି ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ତେବେ ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବର୍ତ୍ତମାନ ଉଭୟଙ୍କ ଅନ୍ତିମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri