ଜାତୀୟ

ଅସଦଙ୍କୁ ହତ୍ୟା କରିବାର କ’ଣ କାରଣ ଥିଲା: କପିଲ ସିବଲ…

ନୂଆଦିଲ୍ଲୀ,୧୬।୪ : ଅତିକ ଅହମ୍ମଦଙ୍କ ପୁଅ ଅସଦଙ୍କ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ଯେ ୧୯ ବର୍ଷ ବୟସର ଜଣେ ଯୁବକ କିପରି ଦେଶର ସୁରକ୍ଷା ପ୍ରତି ବିପଦ ହୋଇପାରେ? ଯଦି ଆପଣ...

ପୋଲିସ ଉପସ୍ଥିତିରେ ହେଉଛି ହତ୍ୟା, ଯୋଗୀଙ୍କ ଶାସନରେ ଆଇନ ଶୃଙ୍ଖଳା ନେଇ ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୧୬।୪ : ପୋଲିସର ଉପସ୍ଥିତିରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ବିଷୟରେ ଅନେକ କଥା କୁହାଯାଉଛି। ବିଭିନ୍ନ ରାଜନେତା ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ...

ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା ପୂର୍ବର ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୬।୪: ଗୁରୁବାର ରାତିରେ ପୋଲିସ ଘେରରେ ଥାଇ ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦୁଇଭାଇ ପୋଲିସ ଗାଡିରୁ ବାହାରୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ଅଶରଫ ପରେ...

ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ଖବରଦାତାଙ୍କ ସୁରକ୍ଷା ପାଇଁ ଏସ୍‌ଓପି ପ୍ରସ୍ତୁତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡରେ ଅଛନ୍ତି। ପୋଲିସ ହେପାଜତରେ ଅତିକ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଖବରଦାତା ପରିଚୟ ଦେଇ ସେଠାରେ ସାମିଲ...

ମାନହାନୀ ମାମଲାରେ କେଜରିଓ୍ବାଲ-ସଞ୍ଜୟ ସିଂଙ୍କୁ ସମନ…

ଅହମଦାବାଦ,୧୬।୪ : ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଏଏପି ନେତା ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି। ଏକ ମାନହାନି ମାମଲାରେ ଏହି ସମନ ଜାରି କରାଯାଇଛି। ବାସ୍ତବରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି, ପ୍ରଧାନମନ୍ତ୍ରୀ...

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦା ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ

ଅମରାବତୀ,୧୬।୪: ପୂର୍ବତନ ଏମ୍‌ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ (ଏସଆଇଟି) ଭାସ୍କର ରେଡ୍ଡୀଙ୍କୁଙ୍କୁ ଜିଲାର ପୁଲିବେନ୍ଦୁଲା...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ସକ୍ରିୟ ମାମଲା ୬୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍‌. ଜୟଶଙ୍କର

କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଖାର୍ତୁମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ମୃତ ଆଲବର୍ଟ ଅଗଷ୍ଟିନ ସୁଦାନର...

ଇସ୍ତଫା ଦେଲେ ପୂର୍ବତନ ମୂଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୬।୪: କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି, ଭବିଷ୍ୟତକୁ ସେ ନେଇ ସେ କ’ଣ ଯୋଜନା...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କର ବଢିଲା ସୁରକ୍ଷା, କାହାକୁ ସାକ୍ଷାତ୍‌ କରିବାକୁ ନାହିଁ ଅନୁମତି

ଲକ୍ଷ୍ନୌ,୧୬।୪: ଉମେଶ ପାଲ ହତ୍ୟା କାଣ୍ଡରେ ପୋଲିସ କଷ୍ଟଡି ରିମାଣ୍ଡରେ ଥିବା ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ କୋଲଓ୍ବିନ ହସ୍ପିଟାଲ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ...

ଭାଜପା ନିର୍ଦ୍ଦେଶରେ ଗିରଫ ହୋଇପାରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ରବିବାର ପଚରାଉଚରା କରିବେ। ତେବେ ଏହା ପୂର୍ବରୁ ସେ ନିଜ ବାସଭବନରେ ଦଳୀୟ କର୍ମୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସେଠାରେ ସେ...

ଭୁଲ୍‌ ଟୁଇଟ୍‌ ପାଇଁ କ୍ଷମା ମାଗିଲେ ହେମା

ମୁମ୍ବାଇ: ଆସାମର ସବୁଠୁ ବଡ଼ ପର୍ବ ହେଲା ‘ବିହୁ’। ଏହି ପର୍ବ ପ୍ରତିବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପଡିଥାଏ। ଫସଲ ଅମଳ ଆରମ୍ଭ ହେବା ସମୟକୁ ସେଠାକାର ଲୋକେ ଏହି ପର୍ବ ପାଳିଥାନ୍ତି। ତେବେ ଏହି ପର୍ବ ଉପଲକ୍ଷେ ଅଭିନେତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri