ଜାତୀୟ

ବିଦେଶରେ ଚାଳୁଥିବା ଭାରତ ନିର୍ମିତ ଟ୍ରେନ୍‌ ବସିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍‌ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍‌ର ପରିବହନ ମନ୍ତ୍ରୀ ମାଟେଅସ୍‌ ମାଗାଲା ଏବଂ ଆଇଆଇଟିଇଏସ୍‌ର ସିଏମ୍‌ଡି ରାହୁଲ ମିତ୍ତଲ ମାପୁଟୋରୁ ଟ୍ରେନ୍‌ରେ...

ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଗୁଳିଚାଳନା ମାମଲା ମକଦ୍ଦମା ପାଇଁ ଅନୁମତି ଦେଲାନି କେନ୍ଦ୍ର

ଗୁଆହାଟୀ, ୧୪ା୪: ୨୦୨୧ ଡିସେମ୍ବରରେ ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଉଗ୍ରପନ୍ଥୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୪ ଜଣ ନିରୀହ ଯୁବକଙ୍କ ଜୀବନ ଯାଇଥିଲା। ଏହି ଅପରେଶନରେ ସମ୍ପୃକ୍ତ ୩୦ ଯବାନଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ଅନୁମତି ଦେବାକୁ...

କେଜରିଓ୍ବାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ ୧୧ଟାରେ ଡାକିଛନ୍ତି। ସିବିଆଇ ନୂଆ ମଦ ନୀତି ମାମଲାରେ କେଜରିଓ୍ବାଲଙ୍କୁ ପଚରା ଉଚରା...

ସରକାରୀ ଘର ଖାଲି କଲେ ରାହୁଲ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ସରକାରୀ ବାସଭବନକୁ ଖାଲି କରିବା ଆରମ୍ଭ କରିଛନ୍ତି। ତାଙ୍କ ଘର ସାମ୍ନାରୁ ଟ୍ରକ ଜିନିଷ ନେଇ ଯାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦି ସରନେମ ଟିପ୍ପଣି...

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ସରକାର ଓ ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ୨୦୨୫ରେ...

ଜମ୍ମୁ-କଶ୍ମୀର: ଉଧମପୁରରେ ଭାଙ୍ଗିଲା ଫୁଟ ଓଭରବ୍ରିଜ, ୨୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ,୧୪।୪: ଜମ୍ମୁ-କଶ୍ମୀରରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି। ଉଧମପୁରର ଚେନାନି ବ୍ଲକର ବେନ ଗାଁର ବେନି ସଙ୍ଗମରେ ବୈଶାଖି ଉତ୍ସବ ସମୟରେ ଫୁଟ ଓଭରବ୍ରିଜ ଭାଙ୍ଗି ଯାଇଛି। ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି।...

ଏଏପିର ବଡ ଘୋଷଣା, ଆଜିଠାରୁ ବନ୍ଦ ହୋଇଯିବ ସବସିଡି ବିଜୁଳି

ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି)ର ଦିଲ୍ଲୀ ସରକାର ଲୋକଙ୍କୁ ଦେଉଥିବା ଫ୍ରି ବିଜୁଳି ସବସିଡି ଉପରେ ରୋକ ଲଗାଇବାକୁ ଘୋଷଣା କରିଛି। ଶକ୍ତି ମନ୍ତ୍ରୀ ଆତିଶି ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି, ଆଜିଠାରୁ ଦିଲ୍ଲୀବାସୀଙ୍କୁ ଦିଆଯାଉଥିବା ସବସିଡି ବାଲା...

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କରୋନା ପଜିଟିଭ, ନିଜକୁ କଲେ ଆଇସୋଲେଟ

ଜୟପୁର,୧୪।୪: ରାଜସ୍ଥାନ ରାଜ୍ୟପାଳ କଲାରଜ ମିଶ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କୋଭିଡ ଟେଷ୍ଟ ପରେ ଶୁକ୍ରବାର ୧୪ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ସୂଚନା ରାଜ ଭବନ ପକ୍ଷରୁ ଦିଆଯାଇଛି। ଏହାସହ ରାଜଭବନ ପକ୍ଷରୁ...

ଦେଶକୁ ଆସିଗଲା ନୂଆ ରୋଗ! କଂଗ୍ରେସର ନାଁ ନ ନେଇ ବର୍ଷିଲେ ମୋଦି

ଗୁଆହାଟି,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଗୁଆହାଟିରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଦେଶକୁ ଏକ ନୂଆ ରୋଗ ଆସିଯାଇଛି। ମୁଁ ଯେତେବେଳେ ଆପଣଙ୍କୁ ମୋ କାମର ଗଣତି...

ପୁଣି ଆସିପାରେ କରୋନା ଭଳି ମହାମାରୀ, ପ୍ରତିଦିନ ହୋଇପାରେ ୧୫ ହଜାର ଲୋକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୪: ପ୍ରାୟ ୩ ବର୍ଷ ହେବ ବିଶ୍ୱରୁ କରୋନା ମହାମାରୀର ପ୍ରଭାବ ଯାଇ ନ ଥିବା ବେଳେ ଏବେ ଏକ ନୂଆ ରିପୋର୍ଟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏକ ସ୍ବାସ୍ଥ୍ୟ ବିଶ୍ଳେଷକ ଫାର୍ମ ତା’ର ରିପୋର୍ଟରେ ଦାବି କରିଛି...

ଆସାମକୁ ୧୪ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ, ଗୁଆହାଟୀ ଏମ୍ସର କଲେ ଉଦ୍‌ଘାଟନ

ଦିଶପୁର,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟକୁ ୧୪ ହଜାର ୩୦୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏଥିସହ ଉତ୍ତର-ପୂର୍ବ ଭାରତର ପ୍ରଥମ ଏମ୍ସ ଏବଂ ୩ଟି ମେଡିକାଲ କଲେଜର ଉଦ୍‌ଘାଟନ...

ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ ଉପରେ ପଡୁଥିବା ଦେଖାଯାଇଛି। ଭାରତରେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri