ଜାତୀୟ

ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ…

କୋଲକାତା,୧।୪ : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। କୋଲକାତାରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତ...

ଗୁଜରାଟରେ କଂଗ୍ରେସ କରିବ ୩୦୦ରୁ ଅଧିକ ପ୍ରତିବାଦ ସଭା: ରାହୁଲଙ୍କୁ ପଠାଗଲା ଆମନ୍ତ୍ରଣ…

ନୂଆଦିଲ୍ଲୀ,୧।୪ : ଭାରତୀୟ ଜନତା ପାର୍ଟି ସରକାରଙ୍କ ବିଫଳତାକୁ ଦର୍ଶାଇ ଗୁଜରାଟ କଂଗ୍ରେସ ଚଳିତ ମାସରେ ସାରା ରାଜ୍ୟରେ ୩୦୦ରୁ ଅଧିକ ପ୍ରତିବାଦ ସଭା ଆୟୋଜନ କରିବ। ଦଳର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଖବରଦାତାମାନଙ୍କ ସହ...

ଗଣତାନ୍ତ୍ରିକ ଅନୁଷ୍ଠାନ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି କଂଗ୍ରେସ: ଭୂପେନ୍ଦ୍ର ଯାଦବ…

ନୂଆଦିଲ୍ଲୀ,୧।୪ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ସେମାନେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟା ଉପରେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛନ୍ତି। କଂଗ୍ରେସ ଏକ ଘୃଣ୍ୟ ପ୍ରକଳ୍ପରେ...

ଏବର୍ଷ ଅଧିକ ତାତି: ଆଇଏମଡି…

ନୂଆଦିଲ୍ଲୀ,୧।୪ : ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଅତ୍ୟଧିକ ତାତି ଅନୁଭୁତ ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସର୍ବାଧିକ ତାପମାତ୍ରା ଅନୁଭୁତ ହେବ। ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ।...

ଦିଲ୍ଲୀ ଏୟାରପୋର୍ଟରେ ଫୁଲ ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏୟାରପୋର୍ଟରେ ସମ୍ପୂର୍ଣ୍ଣ ଏମରଜେନ୍ସି ଘୋଷଣା କରାଯାଇଛି। ଏଥିପାଇଁ ବିମାନ ବନ୍ଦର ଭିତରକୁ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଆଦିକୁ ଡାକି ଦିଆଯାଇଛି। ବିମାନ ବନ୍ଦରରୁ ଏକ ବିମାନ ଟେକ ଅପ କରିବାର କିଛି ସମୟ ମଧ୍ୟରେ ଏକ ଚଢେଇ...

ହିଂସା ପାଇଁ ମମତା ସରକାର ଦାୟୀ? ହାଇକୋର୍ଟ ଗଲେ ଭାଜପା ନେତା

କୋଲକାତା,୧।୪: ପଶ୍ଚିମବଙ୍ଗର ହାଓ୍ବଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହି ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ରାଜ୍ୟର ମମତା ବାନାର୍ଜୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଭାରତୀୟ ଜନତା...

ସ୍ଥିତି ପୁଣି ଅଣାୟତ୍ତ: ସକ୍ରିୟ ମାମଲା ୧୬ ହଜାର ଟପିଲା…

ନୂଆଦିଲ୍ଲୀ, ୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

ରାମ ନବମୀ ହିଂସା ବିରୋଧରେ ଆକ୍ସନ ମୁଡରେ ମମତା ସରକାର: ସିଆଇଡିକୁ ଯାଞ୍ଚ ହସ୍ତାନ୍ତର

କୋଲକାତା,୧।୪: ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସା ପରେ ଏବେ ରାଜନୀତି ସରଗରମ ରହିିଛି। ଇତିମଧ୍ୟରେ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଦିନ ହୋଇଥିବା ହିଂସା ଘଟଣାର ଯାଞ୍ଚ କରିବ ସିଆଇଡି। ରାଜ୍ୟ...

ଭାଜପାରେ ସାମିଲ ହେବେ ଜେଡିଏସ୍‌ ବିଧାୟକ

ବେଙ୍ଗାଲୁରୁ,୧।୪: କର୍ନାଟକର ୨୨୪ ବିଧାନସଭା ଆସନ ପାଇଁ ମେ’ ୧୦ ରେ ଭୋଟ ଅନୁଷ୍ଠିତ ହେବ। ମେ’ ୧୩ରେ ନିର୍ବାଚନର ଫଳାଫଳ ଆସିବ। କିନ୍ତୁ ଏହା ପୂର୍ବରୁ ନେତାଙ୍କ ଦଳବଦଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତିମଧ୍ୟରେ କର୍ନାଟକର ଜେଡିଏସ୍‌ ବିଧାୟକ...

ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସାସାରାମ କାର୍ଯ୍ୟକ୍ରମ ବାତିଲ

ପାଟନା,୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମ ନବମୀ ଶୋଭାଯାତ୍ରର ସମୟରେ ସଂଘର୍ଷ ଘଟିଥିଲା। ଫଳରେ ସ୍ଥାନୀୟ ଦୁର୍ଘଟଣା ଯୋଗୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧାରା ୧୧...

ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ଭୋପାଳ,୧।୪: ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ପ୍ରଥମ ତଥା...

ବିମାନରେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ସ୍ବିଡେନ ନାଗରିକ ଗିରଫ

ମୁମ୍ବାଇ, ୧।୪: ବ୍ୟାଙ୍କକ୍‌-ମୁମ୍ବାଇ ଇଣ୍ଡିଗୋ ୬ଇ-୧୦୫୨ ବିମାନରେ ଜଣେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗୁରୁବାର ଜଣେ ସ୍ବିଡେନ ନାଗରିକଙ୍କୁ ଗିରଫ କରାଯାଇଛି। ସେ ହେଲେ କ୍ଲାସ ଏରିକ ହାରାଲ୍ଡ ଜୋନାସ(୬୨)। ଇଣ୍ଡିଗୋର ଅଭିଯୋଗ ଅନୁଯାୟୀ, ବ୍ୟକ୍ତି ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri