ଜାତୀୟ

ଏମ୍‌ପି ପଦ ଯିବା ପରେ ବି କର୍ନାଟକରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପ୍ରିଲ ୯ରେ କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ରାହୁଲ ଗାନ୍ଧୀ କୋଲାରରେ ଏକ ରାଲିରେ ସମ୍ବୋଧିତ କରିବେ। ଏହାପରେ ୧୧ ଏପ୍ରିଲରେ ୱାୟନାଡ ଯିବେ ବୋଲି ଜଣାପଡିଛି। କୁହାଯାଉଛି...

ସବୁଠୁ ଦାମୀ ଆପାର୍ଟମେଣ୍ଟ ବିକ୍ରି, ମୂଲ୍ୟ ଜାଣିଲେ..

ନୂଆଦିଲ୍ଲୀ, ୩୧ା୩: ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ ଭାବେ ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍‌ରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ ପରିଚିତ। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ୩୬୯ କୋଟି ଟଙ୍କାରେ ବିକ୍ରି ହୋଇଛି। ଶିଳ୍ପପତି ତଥା ଫେମି କେୟାରର ପ୍ରତିଷ୍ଠାତା ଜେ.ପି....

ରାମ ଭକ୍ତଙ୍କୁ ଆକ୍ରମଣ ବେଳେ ନୀରବଦ୍ରଷ୍ଟା ସାଜିଥିଲେ ରାଜ୍ୟ ସରକାର: ଅନୁରାଗ ଠାକୁର

କୋଲକାତା/ନୂଆଦିଲ୍ଲୀ,୩୧ା୩: ପଶ୍ଚିମବଙ୍ଗର ହାଓଡାର କାଜିପାରା ଅଞ୍ଚଳରେ ଗୁରୁବାର ରାମନବମୀ ଉତ୍ସବ ପାଳନ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଅନେକ ଯାନବାହନରେ ନିଅଁା ଲଗାଇ ଦିଆଯାଇଥିଲା। ଉପଦବ୍ରୀମାନେ ଦୋକାନଗୁଡ଼ିକରୁ ଲୁଟ୍‌ କରିବା ପରେ ଜାଳି ଦେଇଥିଲେ। ଶୁକ୍ରବାର ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୪ ମୃତ

ଲକ୍ଷ୍ନୌ, ୩୧।୩: ଉତ୍ତରପ୍ରଦେଶର ବୁଲନ୍ଦଶାହରର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି...

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅଙ୍କୁ ଖଲିସ୍ଥାନୀର ଧମକ

ଚଣ୍ଡିଗଡ,୩୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅଙ୍କୁ ଖଲିସ୍ଥାନୀ ସଂଗଠନ ପକ୍ଷରୁ ଧମକ ମିଳିଛି। ତେବେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ତାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।...

ମୋଦିଙ୍କ ଡିଗ୍ରୀ ମାଗିବା ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୩୧ ।୩: ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାଗିବା ମାମଲାର ରାୟ ଶୁକ୍ରବାର ଗୁଜରାଟ ହାଇକୋର୍ଟ ଦେଇଛନ୍ତି । କୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ର ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ଗୁଜରାଟ ୟୁନିଭର୍ସିଟିକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ...

ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ମନୀଷ ସିସୋଡିଆଙ୍କୁ ବଡ ଝଟକା। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ...

‘ହାୱଡାରେ ରାମନବମୀରେ ହୋଇଥିବା ହିଂସା ପଛରେ ହିନ୍ଦୁ ନୁହେଁ ବରଂ…,’ ମମତା ବାନାର୍ଜୀ

କୋଲକାତା,୩୧ ।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ଭାଜପା ଉପରେ ଆଙ୍ଗୁଠି ଉଠାଇଥିବା ନଜର ଆସିଛି । ଶୁକ୍ରବାର ମମତା...

ଶନିବାର ପଟିଆଲା ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ!

ଚଣ୍ଡିଗଡ,୩୧।୩: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଟିଆଲା ଜେଲରୁ ମୁକ୍ତ ହୋଇପାରନ୍ତି। ସିଦ୍ଧୁଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ଶେୟାର କରାଯାଇଛି। ତେବେ ପଞ୍ଜାବ ସରକାର ଏ ସମ୍ପର୍କରେ ଯଥାର୍ଥ ସୂଚନା ଦେଇ ନ...

କରୋନା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୩: ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି,...

ଆମକୁ ବିଦେଶ ସମର୍ଥନ ଦରକାର ନାହିଁ: କପିଲ ସିବଲ

ନୂଆଦିଲ୍ଲୀ,୩୧।୩: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଘଟଣାରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଟୁଇଟ୍‌କୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗ୍‌ବିଜୟ...

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ମନ୍ଦିର ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ଏ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ କ୍ରମାଗତ ଭାବରେ ଚାଲଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri