ଜାତୀୟ

ଆଜି ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ‘ରୋଜଗାର ମେଳା’ ଅଧୀନରେ ଗୁରୁବାର ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜାରିଆରେ ଯୁବତୀ ଯୁବକମାନଙ୍କୁ ସମ୍ବୋଧିତ କରିବେ। ପିଏମଓ ପକ୍ଷରୁ...

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ,୧୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢିଲା। ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି ସାବରକରଙ୍କ ନାତି। ବିଭିନ୍ନ ସାର୍ବଜନୀନ...

କରୋନା ଅଣାୟତ୍ତ : ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪୪ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୧୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ସମ୍ପୂର୍ଣ୍ଣ ରାୟ ନ ଲେଖି ଚୂଡ଼ାନ୍ତ ଭାଗ ଶୁଣାଇବା ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୪: ଜଣେ ବିଚାରପତି କୌଣସି ମାମଲାର ସମ୍ପୂର୍ଣ୍ଣ ରାୟ ପ୍ରସ୍ତୁତ ନ କରି କୋର୍ଟରେ ଚୂଡ଼ାନ୍ତ ଭାଗ ଶୁଣାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କର୍ନାଟକ ହାଇକୋର୍ଟ ଡିଭିଜନ୍‌ ବେଞ୍ଚର ଜଣେ ବିଚାରପତି ଶୁଣାଇଥିବା ଏକ ରାୟକୁ ରେଜିଷ୍ଟ୍ରାର ଜେନେରାଲ...

‘ସବୁ ମୋଦି ଚୋର’ ମନ୍ତବ୍ୟ: ରାହୁଲଙ୍କୁ ପାଟନା କୋର୍ଟ ନୋଟିସ

ପାଟନା,୧୩ା୪: ମୋଦି ଉପନାମଧାରୀ ସମସ୍ତ ବ୍ୟକ୍ତି ଚୋର ବୋଲି ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ନୋଟିସ କରିଛନ୍ତି। ଭାଜପାର ରାଜ୍ୟ ସଭା...

ନଦୀ ଭିତରେ ଗଡ଼ିଲା ମେଟ୍ରୋ

କୋଲକାତା, ୧୩।୪: କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଦେଶରେ ପ୍ରଥମଥର ଲାଗି ନଦୀ ତଳେ ନିର୍ମାଣ ଟନେଲ୍‌ରେ ମେଟ୍ରୋ ଟ୍ରେନ୍‌ ଗଡ଼ିଛି। ଏଥିରେ ବସି ବିଭାଗୀୟ ଅଫିସର ଏବଂ ଇଞ୍ଜିନିୟର ଜଗଳିରୁ କୋଲକାତା ହାଓଡା ଯାଇଥିଲେ। ମେଟ୍ରୋ ରେଳବାଇ...

ବେଦାନ୍ତ ବିଶ୍ୱବିଦ୍ୟାଳୟ ଭୂମି ଅଧିଗ୍ରହଣ ଅବୈଧ

ନୂଆଦିଲ୍ଲୀ,୧୩ା୪ : ଓଡ଼ିଶା ସରକାର ଓ ବେଦାନ୍ତ ଫାଉଣ୍ଡେଶନ୍‌କୁ ବୁଧବାର ବଡ଼ ଝଟକା ଲାଗିଛି। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ସମ୍ପୂର୍ଣ୍ଣ ଭୂମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ବୈଧ ନୁହେଁ ବୋଲି ଦର୍ଶାଇ ରଦ୍ଦ କରିଦେଇଥିଲେ। ଉକ୍ତ...

ବିରୋଧୀ ଦଳକୁ ଏକାଠି କରିବା ଅଭିଯାନରେ କେଜ୍‌ରିଓ୍ବାଲଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୧୨।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ନୀତୀଶ କୁମାର ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ...

୯୯ ପ୍ରତିଶତ ଜଗଦୀଶ ଶେଟ୍ଟାରଙ୍କୁ ମିଳିବ ଟିକେଟ୍‌: ୟେଦୁରପ୍ପା

ବେଙ୍ଗାଲୁରୁ,୧୨।୪: ଆସନ୍ତା ମେ’୧୦ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ଭାଜପା ୧୮୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ୫୨ଜଣ ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଏଥିରେ ୮ ଜଣ ମହିଳାଙ୍କୁ ସୁଯୋଗ...

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ହଜାରରୁ ଅଧିକ ସଂକ୍ରମଣ, ୯ ମୃତ

ମୁମ୍ବାଇ,୧୨।୪: ଦେଶର ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମହାରାଷ୍ଟ୍ରରେ କରୋନାକୁ ନେଇ ଚିନ୍ତା ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧,୧୧୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୯...

ଗେହଲଟ-ପାଇଲଟଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ

ଜୟପୁର,୧୨।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ନେତା ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ଥରେ ସାମ୍ନାକୁ ଆସିବା ପରେ ରାଜସ୍ଥାନରେ ଏକ ବଡ଼ ପରିବର୍ତ୍ତନ ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସୂଚନାନୁସାରେ, ଅଶୋକ ଗେହଲଟ ଏବଂ ସଚିନ...

ପ୍ରୟାଗରାଜରେ ପହଞ୍ଚିଲେ ଅତିକ ଅହମଦ, ଆଜି କୋର୍ଟରେ ହେବେନି ହାଜର

ଲକ୍ଷ୍ନୌ,୧୧।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅତିକ ଅହମଦଙ୍କୁ ୨୮ ଘଣ୍ଟା ମଧ୍ୟରେ ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଛି। ହେଲେ ଅତିକଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ ନାହିଁ। ଉତ୍ତରପ୍ରଦେଶ ପୋଲିସର ଏକ ଟିମ ଅତିକଙ୍କୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri