ଜାତୀୟ

ମାତୃତ୍ୱ ଅବକାଶ ଆଇନକୁ ଏସସିରେ ଚ୍ୟାଲେଞ୍ଜ: ପୋଷ୍ୟ ସନ୍ତାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଭିଯୋଗ…

ନୂଆଦିଲ୍ଲୀ,୧୨।୪ : ସୁପ୍ରିମକୋର୍ଟରେ ମାତୃତ୍ୱ ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ପୋଷ୍ୟ ସନ୍ତାନମାନଙ୍କ ପାଇଁ ମାତୃତ୍ୱ ଅବକାଶ ନିୟମ ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରାଯାଇଛି। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।...

ଡିଫେନ୍ସ କଲୋନୀ ସ୍କୁଲରେ ବୋମା ଆତଙ୍କ: ଇ-ମେଲରେ ଧମକ ମିଳିବା ପରେ ପହଞ୍ଚିଲା ବମ୍‌ ସ୍କ୍ବାଡ୍‌…

ନୂଆଦିଲ୍ଲୀ,୧୨।୪ : ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଭିଭାବକ ଏବଂ ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ଭିତରେ ଏକ ବୋମା ଲଗାଯାଇଥିବା ଧମକ...

ପିତାଙ୍କ ଉପନାମ ଥିବା ଲୋକଙ୍କୁ ମିଳିବନି ଆଦିବାସୀ ପ୍ରମାଣପତ୍ର…

ଶିଲଂ,୧୨।୪ : ମେଘାଳୟର ଏକ ଜିଲା ପରିଷଦ ମାତୃକେନ୍ଦ୍ରିକ ବ୍ୟବସ୍ଥାକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପାରମ୍ପାରିକ ଖାସି ଗ୍ରାମ ମୁଖିଆମାନଙ୍କୁ କେବଳ ସେମାନଙ୍କ ମାତାଙ୍କର ଉପନାମ ବ୍ୟବହାର କରୁଥିବା ଲୋକଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିବାକୁ...

ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…

କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି କିଏ...

ରାମ ମନ୍ଦିର ନିର୍ମାଣ କେନ୍ଦ୍ର ସରକାରଙ୍କ ଯୋଗୁ ନୁହେଁ ସୁପ୍ରିମ୍‌କୋର୍ଟଙ୍କ ଯୋଗୁ ସମ୍ଭବ ହୋଇଛି: ଆଦିତ୍ୟ ଠାକରେ…

ହାଇଦ୍ରାବାଦର ,୧୨।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଶାସକ ଶିବସେନାର ସହଯୋଗୀ ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ନେତା କହିଛନ୍ତି...

କର୍ନାଟକ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବା ପରେ ଭାଜପାକୁ ଦ୍ୱିତୀୟ ଝଟକା, ଦଳ ଛାଡିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ ସମୟ ରହିଛି। କର୍ନାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦିଙ୍କୁ ଅଥାନି ନିର୍ବାଚନ ମଣ୍ଡଳୀରୁ ଟିକେଟ ନ ମିଳିବାରୁ ସେ ନାରାଜ ଥିବା ବେଳେ, ଏବେ ସେ ବିଧାନ...

କେଶବ ମହିନ୍ଦ୍ରାଙ୍କ ପରଲୋକ…

ନୂଆଦିଲ୍ଲୀ,୧୨।୪ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ଦେଶର ସର୍ବ ପୁରାତନ ବିଲିୟନେୟାର କେଶବ ମହିନ୍ଦ୍ରାଙ୍କର ବୁଧବାର ୯୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୬୨ ରୁ ୨୦୧୨ ପର୍ଯ୍ୟନ୍ତ ୪୮ ବର୍ଷ ଧରି...

କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…

ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ପାଇଲଟମାନେ ସୋମବାର ଷ୍ଟ୍ରାଇକ କରିଥିଲେ ଯାହା...

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି। କିସି କା ଭାଇ କିସି...

କରୋନା ସ୍ଥିତି ସଙ୍କଟ ଜନକ : ୮ ହଜାର ମୁହାଁ ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ଅଖିଳେଶ, ମାୟାବତୀଙ୍କୁ ବଡ ଝଟକା ଦେଲେ ଓମ ପ୍ରକାଶ ରାଜଭର

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଝଡ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଭାସପା ମୁଖ୍ୟ ଓମପ୍ରକାଶ ରାଜଭର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ବଡ ଝଟକା ଦେଇଛନ୍ତି।...

‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ

ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ଭାଜପାକୁ ଶୁଫିଆନା ଷ୍ଟାଇଲେ ଅପମାନିତ କରାଯାଇଛି। ସମ୍ପାଦକୀୟରେ ଭାଜପାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri