ଜାତୀୟ

ଖାର୍ଗେଙ୍କ ଫୋନ ପରେ ଆକ୍ଟିଭ ହେଲେ ନୀତୀଶ!

ପାଟନା,୧୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିନରୁ ଶୁଣିବାକୁ ମିଳୁଥିଲା କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିପାରନ୍ତି। ପୁଣିଥରେ ସେ ସେଠାରେ ବିରୋଧୀ ଏକତାକୁ ଏକାଠି କରିବାକୁ ଚେଷ୍ଟା କରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ...

ସଫେଇ ଦେଲେ ଶିନ୍ଦେଙ୍କ ଶିକ୍ଷାମନ୍ତ୍ରୀ: ଭାଜପା ଅବା ଶିବସେନା କର୍ମୀ ନୁହେଁ, ବାବ୍ରି ଭାଙ୍ଗିଛନ୍ତି ହିନ୍ଦୁ…

ମୁମ୍ବାଇ,୧୧।୪ : ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିବୃତ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ସେ କହିଛନ୍ତି, ଯେଉଁମାନେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଛନ୍ତି...

କୋଓ୍ବିନ ପୋର୍ଟାଲରେ ବୁକ କରିପାରିବେ କୋଭୋଭ୍ୟାକ୍ସ ବୁଷ୍ଟର ଡୋଜ, ପୁନାଓ୍ବାଲା କହିଲେ ସବୁ ଭାରିଏଣ୍ଟ ପାଇଁ କରିବ କାମ

ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ ବୁଷ୍ଟର ଡୋଜ ଭାବେ କୋଓ୍ବିନ ପୋର୍ଟାଲରେ ସାମିଲ କରିବାକୁ ମଞ୍ଜୁରୀ ଦେଇଥିଲେ। ମଙ୍ଗଳବାର...

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର  ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ  ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି...

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ବାଧ୍ୟତାମୂଳକ ଚୁପ୍‌...

ପାଇଲଟଙ୍କ ଅନଶନ ଶେଷ

ଜୟପୁର,୧୧।୪: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଅନଶନ ଶେଷ ହୋଇଛି। ସମର୍ଥକମାନେ ମିଠାଇ ଖୁଆଇ ପାଇଲଟଙ୍କ ଅନଶନ ଭାଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ସଚ୍ଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ଅନଶନରେ ବସିଥିଲେ। ସଚ୍ଚିନଙ୍କ ଅନଶନକୁ...

ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ...

ଇସ୍ତଫା ଦିଅନ୍ତୁ ଶିନ୍ଦେ: ଉଦ୍ଧବ…

ମୁମ୍ବାଇ,୧୧।୪ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିନ୍ଦେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସେ ତାଙ୍କ...

ଚଳିତ ମୌସୁମୀ ରହିବ ସ୍ବାଭାବିକ: ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ,୧୧।୪ : ଦେଶରେ ତାତି ବୃଦ୍ଧି ନେଇ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଶ୍ୱସ୍ତି ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି , ଚଳିତ ମୌସୁମୀ ସ୍ବଭାବିକ ହେବ। ଆଇଏମଡି କହିଛି ଚଳିତ...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ...

୨୦୨୪ରେ ମୋଦି ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ, ଭାଜପା ଜିତିବ ୩୦୦ରୁ ଅଧିକ ଆସନ: ଶାହା…

ଗୁଆହାଟୀ,୧୧।୪ : ଆସାମର ଦିବ୍ରୁଗଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଆସାମର ୧୪ଟି ସିଟ ମଧ୍ୟରୁ ଭାଜପା ୧୨ଟି ଜିତିବ। ଏଥିସହ...

କଂଗ୍ରେସକୁ ଟାର୍ଗେଟ କଲେ ଶାହା, କହିଲେ ଏମିତି ରହିଲେ ସାରା ଦେଶରୁ ଲୋପ ହୋଇଯିବ ଦଳ

ଦିବ୍ରୁଗଡ଼,୧୧।୪: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଆସାମର ଦିବ୍ରୁଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଛନ୍ତି। ଏହି ସମୟରେ ଯେ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri