ଜାତୀୟ

ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୧୦ା୪: ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି। ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ...

ପିଠିରେ ଛୁରା ଭୁଷିଥିବା ଲୋକେ ବାଲାସାହେବଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ: ଶିନ୍ଦେଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୧୦।୪ : ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ। ଶିବସେନା...

କରୋନା ସ୍ଥିତି ଅସମ୍ଭାଳ: ସକ୍ରିୟ ମାମଲା ୪୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ଆଜିଠାରୁ ଭାରତ-ଆମେରିକା ମିଳିତ ସମରାଭ୍ୟାସ…

କୋଲକାତା,୧୦।୪ : ଚାଇନା ସହିତ  ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଏବଂ ଭାରତର ସ୍ବତନ୍ତ୍ର ବାହିନୀ ସୋମବାର ଠାରୁ ଫରଓ୍ବାର୍ଡପାଷ୍ଟଅଞ୍ଚଳରେ ଯୁଦ୍ଧ ବିମାନ ଚଳାଚଳ ପାଇଁ ତାଲିମ କେନ୍ଦ୍ରରେ ମିଳିତ ସମରାଭ୍ୟାସଆରମ୍ଭ କରିବେ। ତଥାପି, କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର...

କରୋନା ମୁକାବିଲା: ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୧୦।୪ : ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ୧୦ ଏବଂ ୧୧ ଏପ୍ରିଲରେ ଜାତୀୟ ସ୍ତରରେ ଏକ ମକ ଡ୍ରିଲ ଆୟୋଜନ କରାଯାଇ  ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ନଜର ରଖାଯିବ। ମକ ଡ୍ରିଲରେ ଆଇସିୟୁ ଶଯ୍ୟା,...

ରାହୁଲ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟନ୍ତି: ଗୁଲାମ ନବୀ…

ନୂଆଦିଲ୍ଲୀ,୧୦।୪ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟିଛନ୍ତି। ଯଦିଓ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। କିନ୍ତୁ ଗୁଲାମ ନବୀଙ୍କ ଦାବି...

କେନ୍ଦ୍ର ବିରୋଧରେ ୧ କୋଟି ପତ୍ର ଅଭିଯାନ ଆରମ୍ଭ କରିବ ଟିଏମ୍‌ସି

ନୂଆଦିଲ୍ଲୀ, ୧୦ା୪ : ପଶ୍ଚିମବଙ୍ଗକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପାଣ୍ଠି ଯୋଗାଉ ନ ଥିବାରୁ ଏହାର ପ୍ରତିବାଦରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନୂଆ ଅଭିଯାନ ଘୋଷଣା କରିଛି। କେନ୍ଦ୍ରୀୟ ପାଣ୍ଠିରୁ ପଶ୍ଚିମବଙ୍ଗ ଭାଗ ଦାବି କରି ରାଜ୍ୟର...

ବି.ଏନ୍‌. ଚନ୍ଦ୍ରାପ୍ପା କର୍ନାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ, ୧୦ା୪ : ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍‌ପି ବି.ଏନ୍‌. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ପୂର୍ବତନ ଏମ୍‌ପି ଧ୍ରୁବନାରାୟଣଙ୍କ ପରଲୋକ ପରେ ସେଠାରେ କାର୍ଯ୍ୟକାରୀ ସଭାପତି ପଦ...

ଆଦାନୀ ଗ୍ରୁପ୍‌କୁ ବନ୍ଦର ଚଳାଇବା ଅନୁମତି ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ, ୧୦ା୪(ପି.ଟି.): ଚାଇନା ସହ ସମ୍ପୃକ୍ତି ଥିବା ଆଦାନୀ ଗ୍ରୁପ୍‌କୁ ଭାରତରେ ବନ୍ଦର ପରିଚାଳନା ଅନୁମତି ଦିଆଯାଇଥିବାରୁ ଏହା ଉପରେ କଂଗ୍ରେସ ରବିବାର ପ୍ରଶ୍ନ ଉଠାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଗଣମାଧ୍ୟମ ରିପୋର୍ଟ ଦେଖାଇ କେନ୍ଦ୍ର...

ଡିଗ୍ରୀ ବିବାଦକୁ ପାଓ୍ବାରଙ୍କ ସମାଲୋଚନା

ମୁମ୍ବାଇ, ୧୦ା୪ : ନେତାମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏହା ପରିବର୍ତ୍ତେ ଡିଗ୍ରୀ ପ୍ରସଙ୍ଗ...

ଅଯୋଧ୍ୟାରୁ ନୂଆ ଶକ୍ତି ନେଇ ମହାରାଷ୍ଟ୍ର ଫେରିବୁ: ଶିନ୍ଦେ

ଅଯୋଧ୍ୟା,୧୦ା୪: ଶିବସେନା ଏବଂ ଭାଜପାର ଚିନ୍ତାଧାରା ସମାନ। ଆସନ୍ତା ବର୍ଷ ସମଗ୍ର ମହାରାଷ୍ଟ୍ରରେ ଦୁଇ ଦଳର ଗୈରିକ ପତାକା ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଅଯୋଧ୍ୟାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ହେବା ପରେ...

ଅକ୍ଷରା ଥିଏଟର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କ ପରଲୋକ

ନୂଆଦିଲ୍ଲୀ, ୧୦ା୪: କିମ୍ବଦନ୍ତୀ ଥିଏଟର ଅଭିନେତ୍ରୀ ତଥା ଦିଲ୍ଲୀର ଖ୍ୟାତନାମା ଅକ୍ଷରା ଥିଏଟରର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନରେ ଜନ୍ମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri