ଜାତୀୟ

ଘୃଣା ମନ୍ତବ୍ୟ: କାଜଲ ହିନ୍ଦୁସ୍ତାନୀ ଗିରଫ

ନୂଆଦିଲ୍ଲୀ, ୧୦ା୪: ଗୁଜରାଟର ଉନା ସହରରେ ରାମନବମୀ ଅବସରରେ ଘୃଣିତ ଭାଷଣ ଦେଇଥିବା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ରବିବାର ଗିରଫ କରାଯାଇଛି। ତାଙ୍କର ଘୃଣିତ ମନ୍ତବ୍ୟକୁ ନେଇ ଏପ୍ରିଲ ୧ରେ ଉନା ସହରରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଥିଲା। ରବିବାର...

ସରକାର ବିରୋଧୀ ଗୀତ ପାଇଁ ରାପର ଗିରଫ

ମୁମ୍ବାଇ, ୧୦ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାପର ଉମେଶ ଖାଡ଼େଙ୍କ ଅଶ୍ଳୀଳ ଓ ଅପମାନଜନକ ଗୀତ ରାଜନେତା, କୃଷକ ଓ...

ପ୍ରକଳ୍ପ ବିଳମ୍ବିତ, ଖର୍ଚ୍ଚ ବଢ଼ୁଛି

ନୂଆଦିଲ୍ଲୀ,୧୦ା୪: ଦେଶର ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସର୍ବାଧିକ ବିଳମ୍ବିତ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ୭୧୭ ପ୍ରକଳ୍ପ ମଧ୍ୟରୁ ୪୦୭ ବିଳମ୍ବିତ...

ନାବାଳକଙ୍କୁ ଜିଭ ଚାଟିବାକୁ କହିଲେ ଦଲାଇ ଲାମା

ନୂଆଦିଲ୍ଲୀ,୧୦ା୪: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ଭାରତୀୟ ନାବାଳକ ପ୍ରଣାମ କରିବା ପାଇଁ ତଳକୁ ନଇଁ ପଡ଼ିଥିବାବେଳେ ୮୭ ବର୍ଷୀୟ ଦଲାଇ ଲାମା ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏପରି...

ଭାରତରେ ବାଘ ସଂଖ୍ୟା ବଢୁଛି

ମହୀଶୂର,୧୦ା୪: ୨୦୨୨ ଗଣନା ଅନୁସାରେ ଭାରତରେ ୩,୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ମହୀଶୂରରେ ଜାରି କରିଥିବା ଟାଇଗର ସେନ୍‌ସସ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟାନୁସାରେ ଦେଶରେ ବାଘସଂଖ୍ୟା ୨୦୦୬ରେ ୧,୪୧୧ ଥିଲା। ୨୦୧୦ରେ...

ଶ୍ରୀନଗରରେ ଜି୨୦ ବୈଠକ ଲାଗି ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ,୯ା୪: ଚାଇନା ଏବଂ ପାକିସ୍ତାନର ବିରୋଧ ସତ୍ତ୍ୱେ ଭାରତ ଶ୍ରୀନଗରରେ ଜି୨୦ ବୈଠକ କରିବା ଲାଗି ତାରିଖ ଘୋଷଣା କରିଛି। ଶ୍ରୀନଗରରେ ଜି୨୦ର ବୈଠକ ବନ୍ଦ କରିବା ଲାଗି ପାକିସ୍ତାନ ସରକାର ସାଉଦି ଆରବ, ତୁର୍କୀ ଓ ଚାଇନା ସହ...

କେରଳ ଟ୍ରେନ୍‌ ଯାତ୍ରୀ ପୋଡ଼ି ମାମଲାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୯ା୪: କେରଳ ଟ୍ରେନ୍‌ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)...

ସରକାର ବିରୋଧୀ ଗୀତ ଗାଇବା ରାପରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୯ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପର ଉମେଶ ଖାଡ଼େଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ରାପର ଉମେଶ ଅଶ୍ଳୀଳ ଓ ଅପମାନଜନକ ଗୀତ ଗାଇଥିଲେ। ଏହାଦ୍ୱରା ରାଜନେତା, କୃଷକ...

ନିକୋବରରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ..

ପୋର୍ଟବ୍ଲେୟର,୯।୪ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ରବିବାର ନିକୋବର ଦ୍ୱୀପପୁଞ୍ଜରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା, ଏହା ଅପରାହ୍ନରେ...

ଏଏପିର ଡିଗ୍ରୀ ଦେଖାଅ ଅଭିଯାନ: ଆତିଶୀ ଦେଖାଇଲେ ନିଜ ଡିଗ୍ରୀ…

ନୂଆଦିଲ୍ଲୀ,୯।୪ : ଡିଗ୍ରୀ ଦେଖାଅ ଅଭିଯାନ ରବିବାର ଆମ ଆଦମୀ ପାର୍ଟି(ଏଏପି) ଦ୍ୱାରା ଆରମ୍ଭ ହୋଇଛି। ଏକ ଖବରଦାତା ସମ୍ମିଳନୀ କରି ଏଏପି ନେତ୍ରୀ ଆତିଶୀ ଏହି ଅଭିଯାନ ଆରମ୍ଭ କରିଥିଲେ। ସେ କହିଛନ୍ତି ଆଜିଠାରୁ ଆମେ ଏକ ଅଭିଯାନ...

ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ, ୨ ଗିରଫ…

ଶ୍ରୀନଗର,୯।୪ : ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ପାରରୁ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଯବାନଙ୍କ ପକ୍ଷରୁ...

କ୍ଷମତା ଲୋଭରେ ବାଲା ସାହେବଙ୍କ ସିନ୍ଧାନ୍ତ ବିରୋଧରେ ଯାଇଥିଲେ ଉଦ୍ଧବ: ଶିନ୍ଦେ…

ଅଯୋଧ୍ୟା,୯।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରବିବାର ରାମଲାଲା ମନ୍ଦିରରେ ପୂଜା କରିଥିଲେ। ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କ ଆଶା। ସମସ୍ତେ ଏହି ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri