ଜାତୀୟ

କେଜରିଓ୍ବାଲଙ୍କ କାର୍ଯ୍ୟର ଶ୍ରେୟ ନେଉଛନ୍ତି ଉପରାଜ୍ୟପାଳ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୯।୪ : ଆମ ଆଦମୀ ପାର୍ଟି ଦିଲ୍ଲୀର ଉପରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି , ଆପଣ ଗତ କିଛି ଦିନ ଧରି ଦେଖୁଥିବେ ଉପରାଜ୍ୟପାଳ ବିନୟ କୁମାର...

ରାଜସ୍ଥାନର ଗେହଲୋଟ ସରକାରଙ୍କ ବିରୋଧରେ ପାଇଲଟଙ୍କ ହଙ୍ଗର ଷ୍ଟ୍ରାଇକ…

ଜୟପୁର,୯।୪ : ରାଜସ୍ଥାନ କଂଗ୍ରେସରେ ପୁଣି ଏକ ନୂଆ ଝଡ଼ ସୃଷ୍ଟି ହେବାକୁ ଯାଉଛି। କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ଉପପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏପ୍ରିଲ ୧୧ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ହଙ୍ଗର...

ଥରିଲା ଆଣ୍ଡାମାନ ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୋର୍ଟ ବ୍ଲେୟାର,୯।୪: ନିକୋବର ଦ୍ୱିପରେ ରବିବାର ଦିନ ପ୍ରାୟ ୨ଟା ୫୯ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା...

୨୦୨୪ ନିର୍ବାଚନୀ ମେଣ୍ଟରେ କଂଗ୍ରେସ ଆଗରେ ରହିବା ଜରୁରୀ: ସିବଲ…

ନୂଆଦିଲ୍ଲୀ,୯।୪ : ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର...

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ...

ରାଜଧାନୀ ଏକ୍ସପ୍ରେସରୁ ହଠାତ୍‌ ବାହାରିଲା ଧୂଆଁ

ନୂଆଦିଲ୍ଲୀ,୯।୪: ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଆଁ କାରଣରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୁର ଜିଲାରେ ରବିବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଟ୍ରେନର ବି-୫ ଡବାରେ ଚକ ନିକଟରେ ଧୂଆଁ ବାହାରିଥିଲା। ଏହାକୁ ଦେଖିବା...

ପୁଣି ଟଳିଲା ରାହୁଲଙ୍କ କୋଲାର ରାଲି

ନୂଆଦିଲ୍ଲୀ,୯।୪: କର୍ନାଟକରେ ୧୦ ମେ’ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଲି ପୁଣି ଥରେ ସ୍ଥଗିତ ହୋଇଯାଇଛି। ଏଥର ରାହୁଲଙ୍କ ରାଲି ୧୬...

କରୋନା ମୁକାବିଲା: ଏପ୍ରିଲ୍‌ ୧୦-୧୧ରେ ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୯।୪ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶର ୩୨ରୁ ଅଧିକ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଥିବାବେଳେ ୬୩ରୁ ଅଧିକ ଜିଲାରେ ଏହା ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ,...

ବାଘଙ୍କ ସଂଖ୍ୟା ୩ ହଜାର ଟପିଲା, ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଖ୍ୟା ଜାରି କଲେ ମୋଦି

ନୂଆଦିଲ୍ଲୀ,୯।୪: ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି...

ଅଣାୟତ୍ତ କରୋନା ସ୍ଥିତି: ସକ୍ରିୟ ମାମଲା ୩୫ ହଜାର ମୁହାଁ…

ନୂଆଦିଲ୍ଲୀ, ୯।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ସଞ୍ଜୟ ରାଉତ କହିଲେ ‘ସ୍ପନସର୍ଡ’

ମୁମ୍ବାଇ,୯।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ରବିବାର ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି। ଉଭୟ ନେତା ସେଠାରେ ଥିବା ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟା ଯିବା ପୂର୍ବରୁ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ମୁଁ ଅଯୋଧ୍ୟା...

ପିଏମ୍‌ଏମ୍‌ଓ୍ବାଇରେ ୨୩.୨ ଲକ୍ଷ କୋଟି ମଞ୍ଜୁର

ନୂଆଦିଲ୍ଲୀ,୯।୪: ଗତ ୮ ବର୍ଷ ମଧ୍ୟରେ ଦେଶର ଲକ୍ଷାଧିକ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଉଦ୍ୟୋଗୀମାନେ ଉନ୍ନତି କରିଥିବା ବେଳେ ଦେଶର ଅର୍ଥନୀତିରେ ମଧ୍ୟ ପ୍ରମୁଖ ଯୋଗଦାନ ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମତପ୍ରକାଶ କରିଛନ୍ତି। ବିଶେଷକରି ଉକ୍ତ ଯୋଜନାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri