ଜାତୀୟ

ପ୍ରିୟଙ୍କା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୯।୪: ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକ...

ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଲେ ନରେନ୍ଦ୍ର ମୋଦି, ଜାରି କରିବେ ବାଘଙ୍କ ସଂଖ୍ୟା ସମ୍ବନ୍ଧିତ ନୂଆ ସଂଖ୍ୟା

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ମୋଦି ସେଠାରେ ବାନ୍ଦିପୁର ନ୍ୟାଶନାଲ ପାର୍କରେ ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍‌ ଏଲାଏନ୍ସର ଶୁଭାରମ୍ଭ କରିବେ। ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍‌ ଏଲାଏନ୍ସ(ଆଇବିସିଏ) ବିଶ୍ୱର ୭ଟି ବଡ...

ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ, ୯।୪: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି ପ୍ରସ୍ତାବ ରଖିଛି। ୯ମରୁ ୧୨ଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ୮ଟି ସେମିଷ୍ଟର ବା...

ତେଜପୁରରୁ ସୁଖୋଇରେ ଉଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯।୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆସାମର ତେଜପୁର ବାୟୁସେନା ଷ୍ଟେଶନରୁ ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧବିମାନରେ ଉଡ଼ିଛନ୍ତି। ସେ ଏକ ମାଧ୍ୟାକର୍ଷଣ ନିରୋଧୀ ସୁଟ୍‌ ପିନ୍ଧିଥିବା ଦେଖାଯାଇଥିଲା। ଭାରତୀୟ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ପ୍ରାୟ ୩୦...

ଉତ୍ତରପୂର୍ବାଞ୍ଚଳରେ ଭାଜପା କେତେ ସଫଳ

ନୂଆଦିଲ୍ଲୀ, (କୁଲଦୀପ ସିଂ) ୯।୪ : କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଏପ୍ରିଲ ୬ ତାରିଖରେ ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କ୍ୟାଡରମାନଙ୍କୁ ସମ୍ବୋଧିତ କରି ଅତ୍ୟଧିକ...

ସିମ୍‌ କଓ୍ବୋଇସି ଯାଞ୍ଚ ଖୁବ୍‌ଶୀଘ୍ର

ଦେଶରେ ଫେକ୍‌ ସିମ୍‌ କାର୍ଡ ବ୍ୟବହାର କରି ସାଇବର ଅପରାଧ ଘଟାଯାଉଛି। ଗୋଟିଏ ପରିଚୟପତ୍ରରେ ଅନେକ ସିମ୍‌ ମିଳୁଥିବାରୁ ସାଇବର ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି। ସିମ୍‌ କାର୍ଡର ଏପରି ଦୁରୁପଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର ସିମ୍‌ ଆବେଦନର...

ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଦୁର୍ଘଟଣା ଗ୍ରସ୍ତ…

ନୂଆଦିଲ୍ଲୀ,୮।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଶନିବାର ଜମ୍ମୁ-କଶ୍ମୀରର ରାମବନ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୂଚନା ଅନୁଯାୟୀ, ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କେହି ଆହତ...

ଆସନ୍ତା ୫ ଦିନରେ ବଢ଼ିବ ତାତି:ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୪ : ଦେଶର ଅନେକ ସ୍ଥାନରେ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତାତି ଲହର ପ୍ରବାହିତ ହେବ।...

ଜେପିସି ଗଠନକୁ ବିରୋଧ କଲେ ଶରଦ ପାଓ୍ବାର…

ନୂଆଦିଲ୍ଲୀ,୮।୪ : ଆଦାନୀ ପ୍ରସଙ୍ଗରେ ଜେପିସି ଗଠନ କରାଯାଇ ଯାଞ୍ଚର ଦାବିକୁ ଏନସିପି ମୁଖ୍ୟ ଶରଦ ପାୱାର ଭୁଲ ବୋଲି କହିଥିଲେ। ଶନିବାର ଦିଲ୍ଲୀରେ ଖବରଦାତାଙ୍କୁ ସେ କହିଛନ୍ତି ବିରୋଧୀଙ୍କର ଏଭଳି ପଦକ୍ଷେପ ଏକ ଦୂରଦୃଷ୍ଟିହୀନ ଯୋଜନା। ପାୱାର କହିଛନ୍ତି,...

ପ୍ରିୟଙ୍କା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୮।୪ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ...

ଚନ୍ନି ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା…

ଚଣ୍ଡିଗଡ଼,୮।୪ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜେଲରୁ ବାହାରିବା ପରେ ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଭାଜପାରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।...

ବୋଫର୍ସ-ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ଟଙ୍କା କେଉଁଠି ଲୁଚାଯାଇଛି: ରାହୁଲଙ୍କୁ ହିମନ୍ତଙ୍କ ପ୍ରଶ୍ନ …

ଗୁଆହାଟୀ,୮।୪ : ଆଦାନୀ ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଶର୍ମା କହିଛନ୍ତି , ଏହା ଆମର ନମ୍ରତା ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri