ଜାତୀୟ

ବିଲ୍‌କିସ ବାନୋ ମାମଲା: ୨୭ରେ ନୂଆ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ,୨୫ା୩ (ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନର ଶୁଣାଣି ୨୭ ତାରିଖରେ...

ଇନ୍ଦିରା, ସୋନିଆ ବି ହରାଇଥିଲେ ସଦସ୍ୟତା

ନୂଆଦିଲ୍ଲୀ,୨୫ା୩: କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅତୀତରେ ଅନେକ ଆଇନପ୍ରଣେତା ଗୃହରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୯୭୭ର ଜରୁରିକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାହୁଲଙ୍କ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶୋଚନୀୟ ପରାଜୟର...

ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର୍‌ଙ୍କ ନାଁରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୫ା୩: ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସହଯୋଗୀ କାନାଡା ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ଚାର୍ଜଶିଟ୍‌ ଦାଖଲ କରିଛି। ଏମାନେ ବେଆଇନ ଖଲିସ୍ତାନୀ ସଂଗଠନ ବାବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ଏବଂ...

ଭାରତୀୟ ଦୂତାବାସରେ ଭଙ୍ଗାରୁଜା ଘଟଣାକୁ ନେଇ ଚେତାବନୀ ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୩: ଗତ କିଛିଦିନ ହେବ ବିଦେଶରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ଭାରତ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତ କହିଛି ଏହି ଘଟଣାରେ ସଂମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ...

ସର୍ବୋଚ୍ଚ ବଳିଦାନ ପାଇଁ ପ୍ରସ୍ତୁତ ହେବାକୁ ଶିଖ୍‌ଙ୍କୁ ପ୍ରବର୍ତ୍ତାଉଥିଲେ ଅମ୍ରିତ୍‌ପାଲ

ଚଣ୍ଡିଗଡ଼,୨୫ା୩: ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ପଞ୍ଜାବ ପୋଲିସ ହାବୁଡ଼ରୁ ଖସି ପଳାଇଯିବା ପୂର୍ବରୁ ୧୦ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଥିରେ ଉଦ୍‌ବୋଧନ ଦେଇ ସେ ଶିଖ୍‌ମାନଙ୍କୁ କଠୋରପନ୍ଥୀ ହେବା ଲାଗି ପରାମର୍ଶ ଦେଇଥିଲେ। ୮୦୦ରୁ ୧,୦୦୦ ଶିଖ୍‌ଙ୍କୁ...

ହିଣ୍ଡେନ୍‌ବର୍ଗ ରିପୋର୍ଟ ପରେ ଜାକ୍‌ ଡୋର୍ସିଙ୍କର ୫୨୬ ନିୟୁତ ଡଲାର କ୍ଷତି

ନୂଆଦିଲ୍ଲୀ, ୨୫ା୩: ଆମେରିକାର ତଦନ୍ତକାରୀ ଗ୍ରୁପ୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗୁରୁବାର ଜାକ୍‌ ଡୋର୍ସିଙ୍କ ମୋବାଇଲ୍‌ ପେମେଣ୍ଟ୍‌ସ ସଂସ୍ଥା ବ୍ଲକ୍‌ ବିରୋଧରେ ଅନିୟମିତତା ଅଭିଯୋଗ ଆଣିଥିଲା। ଏହାର କିଛି ଘଣ୍ଟା ପରେ ଜାକ୍‌ ଶେୟାର ବଜାରରେ ୫୨୬ ନିୟୁତ ଡଲାର କ୍ଷତି...

ଅର୍ଥ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୫ା୩: ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ଜାଲିଆତି ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବା ଦାବିରେ ବିରୋଧୀ ଦଳଗୁଡ଼ିକ ଲୋକ ସଭାରେ ହଟ୍ଟଗୋଳ ଜାରି ରଖିଥିବାବେଳେ ୨୦୨୩-୨୪ ବର୍ଷ ଲାଗି ଅର୍ଥ ବିଲ୍‌ ୪୫ରୁ ଊର୍ଦ୍ଧ୍ୱ...

ଗୁଜରାଟର ୧୭ ଜେଲରେ ସାରା ରାତି ଚଢାଉ, କିଛି ମୋବାଇଲ ଫୋନ ଜବତ

ଗାନ୍ଧିନଗର,୨୫ ।୩: ସାବରମତି ସମେତ ଗୁଜରାଟର ୧୭ ଜେଲରେ ଶୁକ୍ରବାର-ଶନିବାର ମଧ୍ୟ ରାତିରେ ଚଢାଉ କରାଯାଇଛି । ଏସବୁ ଜିଲାରୁ କିଛି ମୋବାଇଲ ଫୋନ ଜବତ କରାଯାଇଛି । ଗୃହମନ୍ତ୍ରୀ ହର୍ଷ ସଂଘବି କଂଣ୍ଟ୍ରୋଲ ରୁମରୁ ଚଢାଉର ଲାଇଭ ମନିଟରିଂ...

ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଦିନକ ପରେ ଶୁକ୍ରବାର ଲୋକ ସଭା ସେକ୍ରେଟାରିଏଟ୍‌ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛି। ଏହି ଦଣ୍ଡାଦେଶ...

ସାମ୍ବିଧାନିକ ବୈଧତା ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ, ୨୫ା୩ (କୁଲ୍‌ଦୀପ ସିଂ): ଭୋଟର ପରିଚୟପତ୍ର (ଭୋଟର କାର୍ଡ)କୁ ଆଧାର ସହ ସ୍ବେଚ୍ଛାକୃତ ଭାବେ ସଂଯୋଗ କରିବାର ସମୟସୀମାକୁ କେନ୍ଦ୍ର ସରକାର ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ପୂର୍ବରୁ ଆଧାର-ଭୋଟର କାର୍ଡ ଲିଙ୍କ୍‌ ପାଇଁ ୨୦୨୩ ଏପ୍ରିଲ...

୧୪ ବିରୋଧୀ ଦଳ ଆବେଦନର ଶୁଣାଣି ୫ରେ

ନୂଆଦିଲ୍ଲୀ, ୨୫ା୩(ପି.ଟି.): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ୧୪ଟି ବିରୋଧୀ ଦଳ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଏପ୍ରିଲ ୫ରେ କରିବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଇବା ଲାଗି କେନ୍ଦ୍ର...

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ, ୨୫ା୩ : କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ୪୭.୫୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଉପକୃତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri