ଜାତୀୟ

ଆଜି ତେଲଙ୍ଗାନା-ତାମିଲନାଡୁ ଗସ୍ତ କରିବେ ମୋଦି, ୨ଟି ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ଦିନିଆ ଦକ୍ଷିଣ ଭାରତର ତିନୋଟି ରାଜ୍ୟ ଗସ୍ତ କରିବେ। ଏହି ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନା ଏବଂ ତାମିଲନାଡୁ ଯିବେ ଏବଂ ଏହି ସମୟ ମଧ୍ୟରେ ସେ ରାଜ୍ୟମାନଙ୍କୁ ଅନେକ ଉପହାର...

‘ସପ୍ତ ମୋକ୍ଷ ପୁରୀ’ ମଧ୍ୟରେ ଓଡ଼ିଶାର ପୁରୀ

ନୂଆଦିଲ୍ଲୀ,୮ା୪: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଚାର ପ୍ରସାର କରାଯାଉଥିବା ଦେଶର ୭ ମୋକ୍ଷ କ୍ଷେତ୍ର (ସପ୍ତ ମୋକ୍ଷ ପୁରୀ) ମଧ୍ୟରେ ଓଡ଼ିଶାର ପୁରୀ ସ୍ଥାନ ପାଇଛି। ଅନ୍ୟ କ୍ଷେତ୍ରଗୁଡ଼ିକ ହେଲା ଅଯୋଧ୍ୟା, ମଥୁରା, ହରିଦ୍ୱାର, ବାରାଣସୀ, ଉଜ୍ଜୟିନୀ ଏବଂ...

ସରକାରୀ କର୍ମଚାରୀଙ୍କ ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କମିଟି ଗଠିତ

ନୂଆଦିଲ୍ଲୀ,୮ା୪: ଜାତୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀମାନଙ୍କୁ ମିଳୁଥିବା ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କେନ୍ଦ୍ର ସରକାର ଅର୍ଥ ସଚିବ ଟି.ଭି. ସୋମନାଥନ୍‌ଙ୍କ ନେତୃତ୍ୱରେ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ବ୍ୟବସ୍ଥାର ସମୀକ୍ଷା...

ଜର୍ଜିଆରେ ସର୍ଜରି କରିଥିଲେ ଅମ୍ରିତ୍‌ପାଲ

ନୂଆଦିଲ୍ଲୀ, ୮ା୪: ପଳାତକ ଖଲିସ୍ତାନୀ ଅମ୍ରିତ୍‌ପାଲ୍‌ ସିଂ ୨୦୨୨ରେ ଭାରତ ଫେରିବା ପୂର୍ବରୁ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ଭଳି ଦେଖାଯିବା ଲାଗି ଜର୍ଜିଆରେ କସ୍ମେଟିକ୍‌ ସର୍ଜରି କରାଇଥିଲେ। ଆସାମର ଦିବ୍ରୁଗଡ଼ ଜେଲ୍‌ରେ ଥିବା ଅମ୍ରିତ୍‌ପାଲଙ୍କ ସହଯୋଗୀ ଏହି ସୂଚନା ଦେଇଛନ୍ତି।...

ରୟାଲ କଲେଜ ଗ୍ଲାସ୍‌ଗୋର ଉପଦେଷ୍ଟା ହେଲେ ପି. ରଘୁରାମ

ହାଇଦ୍ରାବାଦ, ୮ା୪: ଜଣାଶୁଣା ଭାରତୀୟ ସର୍ଜନ ଡା. ପି. ରଘୁରାମ ଗ୍ଲାସ୍‌ଗୋର ରୟାଲ କଲେଜ ଅଫ୍‌ ଫିଜିସିଆନ୍ସ ଆଣ୍ଡ ସର୍ଜନ୍‌ସ (ଆର୍‌ସିପିଏସ୍‌ଜି)ର ଅନ୍ତର୍ଜାତୀୟ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ଏହା ବିଶ୍ୱର ସର୍ବପୁରାତନ ରୟାଲ କଲେଜ। ରଘୁରାମ ଏବେ ହାଇଦ୍ରାବାଦସ୍ଥିତ କେଆଇଏମ୍‌ଏସ୍‌-...

ନିଶାସକ୍ତ ଅବସ୍ଥାରେ ବିମାନରେ କଲେ ଏଭଳି କାମ, ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୮।୪: ଦିଲ୍ଲୀ-ବାଙ୍ଗାଲୋର ଅଭିମୁଖେ ଯାଉଥିବା ୬ଇ ୩୦୮ ଇଣ୍ଡିଗୋ ବିମାନରେ ୪୦ ବର୍ଷିୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିମାନର ଜରୁରୀକାଳୀନ କବାଟ ଫ୍ଲପ ଖୋଲିବାକୁ ଚେଷ୍ଟା କରୁଥିଲେ। ଏହି ଉଲ୍ଲଂଘନକୁ...

ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ...

ସତର୍କ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ,୮ା୪: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍‌ଡ୍ରିଲ୍‌ କରାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ୧୦ ଓ...

ବିବାଦରେ ଆଇଟି ନିୟମାବଳୀ ସଂଶୋଧନ

ନୂଆଦିଲ୍ଲୀ, ୮ା୪ (ପି.ଟି.): ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ କରାଯାଇଥିବା କଠୋର ସଂଶୋଧନ ସରକାରଙ୍କୁ ମିଛ ଖବର ନିର୍ଦ୍ଧାରଣ କରିବା ପାଇଁ ନିରଙ୍କୁଶ କ୍ଷମତା ଦେବ। ଏଭଳି ସଂଶୋଧନ ଅତ୍ୟନ୍ତ ଚିନ୍ତାଜନକ ବୋଲି ଏଡିଟର୍ସ ଗିଲ୍ଡ ଶୁକ୍ରବାର କହିଛି। ସରକାର...

ଟିଏମ୍‌ସି ନେତ୍ରୀ ନୀଳିମାଙ୍କ ସମେତ ପରିବାରର ୩ ଜଣଙ୍କୁ ହତ୍ୟା

କୋଲକାତା, ୭ା୪ ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲା ଅନ୍ତର୍ଗତ ସିତଲକୁଚିଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ନୀଳିମା ବର୍ମନ, ତାଙ୍କ ସ୍ବାମୀ ବିମଲ ବର୍ମନ ଓ ସେମାନଙ୍କ ଝିଅ ରୁନା ବର୍ମନଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ସେମାନଙ୍କର...

ରାଗରେ ମୋବାଇଲ୍‌ ଗିଳିଦେଲେ ନାବାଳିକା

ଗ୍ବାଲିଓର,୭।୪:  ରାଗରେ ଥିବା ଲୋକ କେତେବେଳେ କ’ଣ କରି ବସେ ତା’ର କିଛି ଠିକଣା ରୁହେନି। ମଧ୍ୟପ୍ରଦେଶ ଗ୍ବାଲିଓରରେ ଜଣେ ନାବାଳିକା ରାଗିଯାଇ ମୋବାଇଲ୍‌ ଗିଳିଦେଇଥିବା ଘଟଣା ସାମ୍ନାକୁ ଆସିଛି। ଭିନ୍ଦ ଜିଲା ଆମୟାନରେ ନାବାଳିକାଙ୍କ ଘର। ନାବାଳିକା ଜଣକ...

ମହାରାଷ୍ଟ୍ରରେ ବଢୁଛି କରୋନା: ଗୋଟିଏ ଦିନରେ ୯୦୦ରୁ ଅଧିକ ମାମଲା, ୩ ମୃତ

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪୪୮୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କରୋନାରେ ରାଜ୍ୟରେ ୩ ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri