ଜାତୀୟ

୯ ବର୍ଷରେ ଦଳ ଛାଡିଛନ୍ତି ୨୩ ନେତା, ସମସ୍ତଙ୍କର ଗୋଟିଏ କାରଣ- ରାହୁଲ ଶୁଣୁ ନାହାନ୍ତି

ନୂଆଦିଲ୍ଲୀ,୭।୪: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ ବହ ଅଡୁଆରେ ପଡିଛି କଂଗ୍ରେସ। ଗତ ୨ ଦିନ ହେବ ଦଳକୁ ଆହୁରି ଝଟକା ଲାଗିଛି। ଗୁରୁବାର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଭାରତୀୟ...

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ କଠୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି କି ଦେବଭୂମି...

ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ...

‘ମୁଁ କେବେ ଭାବି ନ ଥିଲି କଂଗ୍ରେସ ଛାଡିବି ହେଲେ…’ ଭାଜପାରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଲେ କିରଣ କୁମାର

ଅମରାବତି,୭।୪: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ସେ କଂଗ୍ରେସ କାହିଁକି ଛାଡିଲେ। କଂଗ୍ରେସର ପୂର୍ବତନ ନେତା...

ଦକ୍ଷିଣ ଭାରତରେ ମିଶନାରୀଙ୍କ ଅପେକ୍ଷା ଅଧିକ ସେବା କରିଛନ୍ତି ହିନ୍ଦୁ ଧର୍ମଗୁରୁ: ଭାଗବତ

ଜୟପୁର,୭।୪: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଅରଏସଏସ)ର ସହସଂଘଚାଳକ ଡା. ମୋହନ ଭାଗବତ ଶୁକ୍ରବାର ଜୟପୁରର ଜାମଡୋଲାରେ କେଶବ ବିଦ୍ୟାପୀଠରେ ରାଷ୍ଟ୍ରୀୟ ସେବା ଭାରତିର ସେବା ସଙ୍ଗମର ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦକ୍ଷିଣ ଭାରତରେ...

କରୋନାର ନୂଆ ଲହର ଆଶଙ୍କା କରି ହେଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କହିଲେ, ୧୦-୧୧ ଏପ୍ରିଲରେ ହେବ ମକ ଡ୍ରିଲ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଦେଶରେ ବଢି ଚାଲିଥିବା କରୋନା...

ଲୋକତନ୍ତ୍ର ନୁହେଁ, ଗାନ୍ଧୀ ପରିବାର ବିପଦରେ; ବିରୋଧୀ ଯେତେ କାଦୁଅ ଫିଙ୍ଗିଲେ ପଦ୍ମ ସେତେ ଫୁଟିଲା

ଲକ୍ଷ୍ନୌ,୭।୪: ଗଙ୍ଗା ଓ ଯମୁନାର ଦୋଆବାରେ ଥିବା କଡା ଧାମରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୌଶଂବି ସହ ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ପରିଦର୍ଶନ କରିଛନ୍ତି। ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ସେ ଜନତାଙ୍କୁ ଭାରତୀୟ ଜନତା...

ଗୁଡ୍‌ ଫ୍ରାଇଡେ’ରେ ଯିଶୁଖ୍ରୀଷ୍ଟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଡ୍‌ ଫ୍ରାଇଡେ’ ଅବସରରେ ଯିଶୁ ଖ୍ରୀଷ୍ଟଙ୍କୁ ମନେପକାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଗୁଡ୍‌ ଫ୍ରାଇଡେ’ରେ ଯିଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଉଛୁ। ସେ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ, ତଥାପି...

୧୫୫ ଦେଶର ପବିତ୍ର ନଦୀ ଜଳରେ ରାମଲାଲାଙ୍କ ହେବ ଜଳାଭିଷେକ

ଲକ୍ଷ୍ନୌ,୭।୪: ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ପାକିସ୍ଥାନ, ଚାଇନା, ଇରାନ, ଆରବ ଦେଶ, ଆମେରିକା...

ଭାଜପାରେ ସାମିଲ ହେଲେ କିରଣ ରେଡ୍ଡୀ

ନୂଆଦିଲ୍ଲୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହି...

ରାହୁଲ-ପ୍ରିୟଙ୍କାଙ୍କ ପରେ ଖାର୍ଗେଙ୍କୁ ଭେଟିଲେ ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୭।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁ କଂଗ୍ରେସ ନେତାଙ୍କ ସହ ଭେଟିବାର ପ୍ରକ୍ରିୟା ଜାରି ରଖିଛନ୍ତି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିବା ବେଳେ ଶୁକ୍ରବାର ଦିଲ୍ଲୀେରେ...

ଭାଜପାରେ ସାମିଲ ହୋଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅମରାବତୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି , ରେଡ୍ଡୀ ଗତ କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri