ଜାତୀୟ

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର ସିଂଙ୍କୁ ଗାଜିଆବାଦର ନନ୍ଦଗ୍ରାମ ଥାନା ଅଞ୍ଚଳରୁ ଗୁରୁବାର ରାତିରେ ଗିରଫ କରିଛି। ଗାଜିଆବାଦ...

ଦେଶରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୫୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ଆସିଥିବା ସଂଖ୍ୟା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩...

ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷିତ ହେବା ଆବଶ୍ୟକ: ଜେଲରେ ଥାଇ ଚିଠି ଲେଖିଲେ ସିସୋଡିଆ

ନୂଆଦିଲ୍ଲୀ,୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢା ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତିହାର ଜେଲରେ ଥାଇ ସିସୋଡିଆ ଦେଶ ପାଇଁ ଏକ...

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅମିତ ଶାହା କୌଶମ୍ବି ଉତ୍ସବ-୨୦୨୩ର ଉଦ୍‌ଘାଟନ କରିବେ ଏବଂ ଆଜମଗଡ଼ରେ ୪,୫୬୭ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର...

ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଝାଡଖଣ୍ଡର ଫିଲ୍ମ ପ୍ରଡ୍ୟୁସର ଅଜୟ କୁମାର ସିଂ ଅମୀଷା...

୧୨ ମିନିଟ୍‌ରେ ୫୦ ଲକ୍ଷ କୋଟିର ବଜେଟ ଗୃହୀତ କରାଇନେଲେ: ଖାର୍ଗେ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗଣତାନ୍ତ୍ରିକ ନିୟମାନୁଯାୟୀ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସୁଯୋଗ ଦେଉ ନ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ବିରୋଧୀ ଗୃହକୁ ଅଚଳ କରି ରଖିଥିବା ଭାଜପା...

ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ହନୁମାନ ଜୟନ୍ତୀ

କୋଲକାତା,୭।୪: ପଶ୍ଚିମବଙ୍ଗରେ ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହୋଇଛି। ତେବେ ରାମ ନବମୀ ମହୋତ୍ସବରେ ଦେଖାଯାଇଥିବା ହିଂସାର ପୁନରାବୃତ୍ତି ନହେବା ପାଇଁ ସୁରକ୍ଷା ବାହିନୀ ପୂରା ରାଜ୍ୟରେ ନଜର ରଖିଥିଲେ। କୋଲକାତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ କେନ୍ଦ୍ରୀୟ...

ଉତ୍ପାଦନ ଶେୟାରିଂ ରାଜିନାମାକୁ ଅନୁମୋଦନ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି-ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ବେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍‌ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ...

ଅନ୍‌ଲାଇନ ଗେମିଂ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ର ସରକାର ଅନ୍‌ଲାଇନ ଗେମିଂ ପାଇଁ ଗୁରୁବାର ନୂଆ ନିୟମାବଳୀ ଜାରି କରିଛନ୍ତି। କୌଣସି ଗେମ୍‌ରେ ବେଟିଂ ଏବଂ ଜୁଆ ସମ୍ପୃକ୍ତ ଥିଲେ ତାହାକୁ ନିଷେଧ କରାଯିବ। ଏଥିପାଇଁ ଏକାଧିକ ଏସ୍‌ଆର୍‌ଓ (ସେଲ୍ଫ ରେଗୁଲେଟୋରି ଅର୍ଗାନାଇଜେଶନ) ରହିବ।...

ସିଏନ୍‌ଜି, ପିଏନ୍‌ଜି ଶସ୍ତା ହେବ

ନୂଆଦିଲ୍ଲୀ, ୭ା୪: ପ୍ରାକୃତିକ ବାଷ୍ପ ଦାମ୍‌ ନିର୍ଦ୍ଧାରଣ ଲାଗି ସରକାର ଏକ ନୂଆ ପଦ୍ଧତିକୁ ଅନୁମୋଦନ କରିଛନ୍ତି। ଉକ୍ତ ପଦ୍ଧତି ଅନୁଯାୟୀ ପୁରୁଣା ଗ୍ୟାସ୍‌ ଫିଲ୍ଡରୁ ଉତ୍ତୋଳନ ହେଉଥିବା ଏପିଏମ୍‌ ଗ୍ୟାସ୍‌ ଦର ଆମେରିକା, କାନାଡ଼ା, ରୁଷିଆ ଭଳି ବଳକା...

୨ ଭାରତୀୟ ଖବରଦାତାଙ୍କ ଭିଜା ସିଜ୍‌ କଲା ଚାଇନା

ନୂଆଦିଲ୍ଲୀ,୭ା୪: ଭାରତର ୨ ଜଣ ଖବରଦାତାଙ୍କ ଭିଜାକୁ ଚାଇନା ବାଜ୍ୟାପ୍ତ କରିଛି। ସେମାନେ ହେଲେ ‘ଦି ହିନ୍ଦୁ’ର ଅନନ୍ତ କ୍ରିଷ୍ଣନ୍‌ ଓ ପ୍ରସାର ଭାରତୀ ସାମ୍ବାଦିକ ଅଂଶୁମାନ ମିଶ୍ର। ଉଭୟେ ବର୍ତ୍ତମାନ ଭାରତରେ ଥିବାବେଳେ ଚାଇନାକୁ ଯିବା ପାଇଁ ଅନୁମତି...

ଗିରଫ ହେବାର ଗୋଟିଏ ଦିନ ପରେ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ,୭।୪: ତେଲଙ୍ଗାନା ଭାଜପା ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କୁ ଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ ଅଭିଯୋଗରେ ବୁଧବାର ରାତିରେ ଗିରଫ କରାଯାଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ଗୁରୁବାର ତାଙ୍କୁ ପ୍ରଦାନ କରାଯାଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri