ଜାତୀୟ

ଜଳନ୍ଧର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଜଳନ୍ଧର,୬।୪: ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ପଞ୍ଜାବର ଜଲନ୍ଧର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଦ୍ରୋହୀ ମନୋଭାବ ଯୋଗୁ ପଞ୍ଜାବ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ଜଲନ୍ଧର ପଶ୍ଚିମ ବିଧାୟକ ସୁଶୀଲ କୁମାର...

୭ ହଜାର କୋଟି ବ୍ୟୟରେ ନିର୍ମାଣ ହେବ ଇ-କୋର୍ଟ, ବଦଳିଯିବ ଦେଶର ନ୍ୟାୟ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୬।୪: ଆଇନ ମନ୍ତ୍ରୀ କିରନ ରିଜିଜୁ ଗୁଆହାଟି ହାଇକୋର୍ଟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର କେନ୍ଦ୍ର ନ୍ୟାୟ ପାଳିକାକୁ ସ୍ବତନ୍ତ୍ର କରି ରଖିବାକୁ ଓ ଏହାପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ...

ସଂସଦକୁ ଅଚଳ କଲେ ସରକାର: ଖାର୍ଗେ

ନୂଆଦିଲ୍ଲୀ,୬।୪: ସଂସଦର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ବିଜୟ ଚୌକରୁ ଏକ ତ୍ରିରଙ୍ଗା ପଦଯାତ୍ରା ବାହାର କରିଥିଲେ। ଏହାପରେ ଖାର୍ଗେ ଏକ ଖବରଦାତା ସମ୍ମିଳନୀ କରି କେନ୍ଦ୍ର...

୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…

ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖବରଦାତାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣତନ୍ତ୍ର ବିଷୟରେ ଅନେକ କଥା...

ହିପ ହାଡ ଭାଙ୍ଗିଥିବା ବ୍ୟକ୍ତିଙ୍କ ହାର୍ଟ ଅପରେଶନ କଲେ ଡାକ୍ତର: ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ…

ନୋଏଡା,୬।୪ : ନୋଏଡାର ଫୋର୍ଟିସ ହସ୍ପିଟାଲର ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ରୋଗୀଙ୍କୁ ହିପ ହାଡ ଭାଙ୍ଗିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର...

ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଲାଲୁଙ୍କ ଝିଅ

ପାଟନା,୬।୪: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ବୁଧବାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୁଷଣରେ ସମ୍ମାନୀତ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ସେ ଦେଶର ପ୍ରତିରକ୍ଷା...

ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ

ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକ ସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।...

କବିତା କମ, ଇତିହାସ ଅଧିକ ପଢ଼ନ୍ତୁ: ଜୟରାମ ରମେଶଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରାମର୍ଶ…

ନୂଆଦିଲ୍ଲୀ,୬।୪ : ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦରୁ ଅଯୋଗ୍ୟ ହେବା ପରେ ଭାଜପା କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଏବଂ ସାମ୍ମୁଖ୍ୟରେ ପରସ୍ପରକୁ ଘେରିବାକୁ ଉଦ୍ୟମ କରୁଥିବାର ନଜର ଆସୁଛନ୍ତି। ଏହି କ୍ରମରେ ଭାଜପାନେତା ତଥା...

କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଦ୍ୱିତୀୟ ପ୍ରାର୍ଥି ତାଲିକା

ବେଙ୍ଗାଲୁରୁ,୬।୪: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏବେ ଯୋର ସୋରରେ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ କର୍ନାଟକ କଂଗ୍ରେସ ଗୁରୁବାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରି ଦେଇଛି। କେନ୍ଦ୍ରୀୟ ନିର୍ବାଚନ ସମିତି(ସିଇସି)ର ବୈଠକ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା...

ସତ୍ୟେନ୍ଦ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ସତ୍ୟେନ୍ଦ୍ରଙ୍କ...

ହନୁମାନ ରାକ୍ଷସଙ୍କ ସହ ଲଢିଥିଲେ, ଆମେ ଭ୍ରଷ୍ଟାଚାର ଆଉ ବଂଶବାଦ ରାଜନୀତି ସହ ଲଢିବୁ: ମୋଦି

ନୂଆଦିଲ୍ଲୀ,୬।୪: ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି ଦଳର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆଜି ଆମେ ଦେଶର କୋଣେ କୋଣେ ହନୁମାନଙ୍କ ଜୟନ୍ତି...

ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଚଳିତ ଥର ଆରବିଆଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri