ଜାତୀୟ

ମମତା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି କିଭଳି…

କୋଲକାତା,୫।୪ : ରିସଡା ଏବଂ ଶିବପୁରରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି...

ଓ୍ବାନ ମିଡ଼ିଆ ପ୍ରସାରଣ ଉପରୁ ହଟିଲା ପ୍ରତିବନ୍ଧକ: ସମାଜ ପାଇଁ ଏକ ସ୍ବତନ୍ତ୍ର ପ୍ରେସ୍‌ ଜରୁରୀ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୪ : ମାଲାୟାଲମ ନ୍ୟୁଜ ଚ୍ୟାନେଲ ଓ୍ବାନମିଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରସାରଣ ନିଷେଧ ବିରୋଧରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁରକ୍ଷା ମଞ୍ଜୁର ଅଭାବରୁ ମିଡିଆ ଓ ଚ୍ୟାନେଲର ପ୍ରସାରଣ ଲାଇସେନ୍ସ ନବୀକରଣ କରିବାକୁ ମନା କରି...

ଶାହା-ମଦାନି ଭେଟ: ୧୪ ପ୍ରସଙ୍ଗ ଉପରେ ଆଲୋଚନା…

ନୂଆଦିଲ୍ଲୀ,୫।୪ : ମୁସଲମାନ ସମାଜ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଅନ୍ତର୍ଗତ ମୁସଲିମ ସମ୍ପ୍ରଦାୟର ୧୬ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ...

ଅଣାୟତ୍ତ ମୁହାଁ କରୋନା ସ୍ଥିତି: ଦୈନିକ ସଂକ୍ରମଣ ୪ ହଜାର ଟପିଲା, ୨୩ ହଜାର ଉପରେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ପ୍ରଥମ ଶ୍ରେଣୀ ନାଗରିକ ବନାମ ତୃତୀୟ ଶ୍ରେଣୀ ନାଗରିକ: କଂଗ୍ରେସରେ ଆଉ ଆଦର୍ଶ ନାହିଁ, ରାହୁଲଙ୍କ ଉଦ୍ଦେଶ୍ୟରେ କହିଲେ ସିନ୍ଧିଆ…

ନୂଆଦିଲ୍ଲୀ,୫।୪ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଏବଂ କଂଗ୍ରେସ ଦଳ ସେମାନଙ୍କର ବ୍ୟକ୍ତିଗତ ସଂଗ୍ରାମକୁ ଗଣତନ୍ତ୍ର ପାଇଁ ଲଢ଼େଇରେ ପରିଣତ କରିଛନ୍ତି। ରାଜନୈତିକ ଦୃଷ୍ଟିରୁ...

କଂଗ୍ରେସ ସହିତ ମିଶି ଲଢ଼ିବୁନି ନିର୍ବାଚନ: ଦେବ ଗୌଡା…

ବେଙ୍ଗାଲୁରୁ,୫।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଧର୍ମନିରପେକ୍ଷ) ସୁପ୍ରିମୋ ଏଚଡି ଦେବ ଗୌଡା କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ...

ଆଇଏନଏସ ବିକ୍ରମାଦିତ୍ୟରେ ପ୍ରଥମ ବ୍ୟାଚ ମହିଳା ଅଗ୍ନିବୀର…

ବେଙ୍ଗାଲୁରୁ,୫।୪ : ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ଆଇଏନଏସ ବିକ୍ରମାଦିତ୍ୟରେ ପହଞ୍ଚିଛନ୍ତି। ମଙ୍ଗଳବାର କର୍ନାଟକର କରୱାଡର ଆଇଏନଏସ ବିକ୍ରମାଦିତ୍ୟରେ ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ପହଞ୍ଚିଥିଲେ। ଆଇଏନଏସ ବିକ୍ରମୀଦିତ୍ୟର ଟୁଇଟର ହ୍ୟାଣ୍ଡେଲରେ କରୱାଡ ରେଳ ଷ୍ଟେଶନରେ ମହିଳା ଅଗ୍ନିଶମ ବାହିନୀଙ୍କର...

କାୟୋଜେନିକ ଇଞ୍ଜିନର ପରୀକ୍ଷା କଲା ସ୍କାଏରୁଟ …

ହାଇଦ୍ରାବାଦ,୫।୪ : ଘରୋଇ ସ୍ପେସ ଟେକ ଷ୍ଟାର୍ଟଅପ ସ୍କଇରୁଟ ଏରୋସ୍ପେସ ସଫଳତାର ସହିତ ଏହାର ସମ୍ପୂର୍ଣ୍ଣ ଥ୍ରୀଡି- ମୁଦ୍ରିତ କ୍ରାୟୋଜେନିକ ଇଞ୍ଜିନ ‘ଧୱନ-୨’ କୁ ୨୦୦ ସେକେଣ୍ଡ ପାଇଁ ପରୀକ୍ଷଣ କରିଛି। ଏନେଇ କମ୍ପାନୀ ଏହି ସୂଚନା ଦେଇଛି। ହାଇଦ୍ରାବାଦ...

କରୋନାରୀ ଷ୍ଟେଣ୍ଟ ୪ ହଜାର ମହଙ୍ଗା: ୬ ବର୍ଷରେ ବଢ଼ିଛି ୧୦ ହଜାରରୁ ଅଧିକ…

ନୂଆଦିଲ୍ଲୀ,୫।୪ : ହୋଲସେଲ ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ ଯୋଗୁ ହୃଦୟ ଅବରୋଧ ଖୋଲିବା ପାଇଁ କରୋନାରୀ ଷ୍ଟେଣ୍ଟଗୁଡିକ ଲଗାଇବା ପାଇଁ ବର୍ତ୍ତମାନ ଅଧିକ ଖର୍ଚ୍ଚ ହେବ। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) କରୋନାରୀ ଷ୍ଟେଣ୍ଟର ନୂତନ ମୂଲ୍ୟ ସମ୍ପର୍କରେ...

ବୁଲେଟପ୍ରୁଫ ହେଲମେଟ ପିନ୍ଧି କୋର୍ଟରେ ପହଞ୍ଚିଲେ ଇମ୍ରାନ ଖାନ, ଭାଜପା ନେତା କଲେ ମଜାଳିଆ ଟୁଇଟ…

ନୂଆଦିଲ୍ଲୀ,୫।୪ : ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ସେଠାରେ ଗୁରୁତର ହେବାରେ ଲାଗିଛି। ସମ୍ପ୍ରତି ଭାଜପା ନେତା ଖୁସବୁ ସୁନ୍ଦର ଇମ୍ରାନ ଖାନଙ୍କ ଏକ ଭିଡିଓ ଶେୟାର...

କର୍ନାଟକରେ ଭାଜପା ବୁଡ଼ିଯାଉଥିବା ଜାହାଜ: କଂଗ୍ରେସ

ନୂଆଦିଲ୍ଲୀ, ୫ା୪ (ପି.ଟି.): କର୍ନାଟକରେ ଭାଜପା ଏକ ବୁଡ଼ିଯାଉଥିବା ଜାହାଜ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ରକ୍ଷା କରିପାରିବେ ନାହିଁ ବୋଲି କଂଗ୍ରେସ ନେତା ମଙ୍ଗଳବାର କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଏକ ମିଳିତ...

ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସର ମେକ୍ସିକୋରୁ ଗିରଫ

ନୂଆଦିଲ୍ଲୀ, ୫ା୪ : ଦିଲ୍ଲୀର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସରଙ୍କୁ ମେକ୍ସିକୋରେ ଗିରଫ କରାଯାଇଛି ଓ ଆସନ୍ତା ସପ୍ତାହରେ ଭାରତ ଅଣାଯିବ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ସହାୟତାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri