ଜାତୀୟ

ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସର ମେକ୍ସିକୋରୁ ଗିରଫ

ନୂଆଦିଲ୍ଲୀ, ୫ା୪ : ଦିଲ୍ଲୀର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସରଙ୍କୁ ମେକ୍ସିକୋରେ ଗିରଫ କରାଯାଇଛି ଓ ଆସନ୍ତା ସପ୍ତାହରେ ଭାରତ ଅଣାଯିବ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ସହାୟତାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌...

ଆମ୍ବୁଲାନ୍ସକୁ ଅବରୋଧ କଲା ଭାଜପା ନେତାଙ୍କ କାର୍‌

ଲକ୍ଷ୍ନୌ, ୫ା୪: ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଭାଜପା ନେତା ଉମେଶ ମିଶ୍ରାଙ୍କ କାର୍‌ ରାସ୍ତା ଅବରୋଧ କରିବାରୁ ଆମ୍ବୁଲାନ୍ସ ହସ୍ପିଟାଲ ଯାଇ ନ ପାରି ରୋଗୀଙ୍କ ମୃତ୍ୟୁ ଘଟିଛି। ନେତାଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର...

ନ୍ୟାୟ ପ୍ରଦାନରେ ଓଡ଼ିଶା ୧୦ମ: ଇଣ୍ଡିଆନ ଜଷ୍ଟିସ୍‌ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ୫ା୪(ବ୍ୟୁରୋ): ଦେଶରେ ନ୍ୟାୟ ପ୍ରଦାନ ତାଲିକାରେ ଓଡ଼ିଶା ୧୦ ନମ୍ବର ସ୍ଥାନରେ ରହିଛି। ୧୮ ରାଜ୍ୟକୁ ନେଇ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେଆର୍‌) ୨୦୨୨ରେ ଓଡ଼ିଶା ପୂର୍ବାପେକ୍ଷା ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୦ ରିପୋର୍ଟରେ ଏହା ୧୧ତମ ସ୍ଥାନରେ...

କାର୍ତ୍ତିଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ କୋର୍ଟ…

ନୂଆଦିଲ୍ଲୀ,୪।୪ : ସିବିଆଇ ଏବଂ ଇଡି ଦ୍ୱାରା ଦାଖଲ ହୋଇଥିବା ୪ ମାମଲାରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କୁ ଦିଲ୍ଲୀର ଏକ କୋର୍ଟ ବିଦେଶ ଯାତ୍ରା ଅନୁମତି ପ୍ରଦାନ କରିଛନ୍ତି। ପୂର୍ବ ରେକର୍ଡ ଆଧାରରେ କାର୍ତ୍ତିଙ୍କୁ ଏହି ଆଶ୍ୱସ୍ତି ମିଳିଛି।...

ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ବିରୋଧୀ ଶିବିର ଦୁଇଫାଳ…

ମୁମ୍ବାଇ,୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢ଼ା ଡିଗ୍ରୀ ନେଇ ଶିବସେନା ଉଦ୍ଧବ ଠାକରେ ଦଳ ଏବଂ ଏନସିପି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଆମ...

ଫଡ଼ନାଭିସ ଜଣେ ବେକାର ମନ୍ତ୍ରୀ: ଉଦ୍ଧବ…

ମୁମ୍ବାଇ,୪।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ କହିଛନ୍ତି ଫଡ଼ନାଭିସ ରାଜ୍ୟର ଜଣେ ବେକାର ଗୃହମନ୍ତ୍ରୀ। ସେ ନିଜ ପଦରୁ ଇସ୍ତଫା ଦେଇଦେବା ଆବଶ୍ୟକ। ଜଣେ ଦଳୀୟ...

କଂଗ୍ରେସ ଛାଡି ଭାଜପାରେ ମିଶିଲେ ପୂର୍ବତନ ବିଧାୟକ

ବେଙ୍ଗାଲୁରୁ,୪।୪: ମେ’୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ବିଧାୟକ ନନ୍ଦୀହଲି ହଲପ୍ପା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ,...

ମିଡ଼ିଆକୁ ରାହୁଲଙ୍କ ପ୍ରଶ୍ନ: ଭାଜପା କହୁଥିବା କଥା କାହିଁକି କହୁଛନ୍ତି…

ନୂଆଦିଲ୍ଲୀ,୪।୪ : କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ମିଡ଼ିଆକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଜଣେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ ଉତ୍ତେଜିତ ହୋଇ ଉଠିଥିଲେ।...

କେନ୍ଦ୍ର ମନ୍ତ୍ରୀ-ଏମ୍‌ପିଙ୍କୁ ସୁରକ୍ଷାରେ ନିଯୁକ୍ତ ଯବାନଙ୍କ ପାଇଁ ନାହିଁ ଶୌଚାଳୟ ସୁବିଧା, ଏବେ ମିଳିବ ଏସି ବସ୍‌…

ନୂଆଦିଲ୍ଲୀ,୪।୪ : କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଏମ୍‌ପି ତଥା ଅନ୍ୟାନ୍ୟ ଭିଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଦିଲ୍ଲୀ ପୋଲିସର ସୁରକ୍ଷା କର୍ମୀ (ପିଏସଓ) ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଅବସ୍ଥା ଏପରି ଯେ ସେମାନେ ଶୌଚାଳୟର...

ପଶ୍ଚିମବଙ୍ଗ ହିଂସାକୁ ନେଇ ୩ ଦିନ ମଧ୍ୟରେ ମମତା ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୪: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ରାମନବମୀରେ ହୋଇଥିବା ଦଙ୍ଗା ଓ ଖରାପ ଆଇନ ବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

୨୬/୧୧ ଦୋଷୀଙ୍କ ପ୍ରତି କଠୋର ଦଣ୍ଡାଦେଶ ଜରୁରୀ: ଇସ୍ରାଏଲ ବାଚସ୍ପତି…

ନୂଆଦିଲ୍ଲୀ,୪।୪ : ତାଙ୍କର ଚାରି ଦିନିଆ ଗସ୍ତରେ ଇସ୍ରାଏଲର ବାଚସ୍ପତି କେନ୍ସେଟ ଆମୀର ଓହାନା ଭାରତରେ ଅଛନ୍ତି। ମଙ୍ଗଳବାର ଓହାନା କହିଛନ୍ତି ଯେ ଯେଉଁମାନେ ମୁମ୍ବାଇରେ ୧୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେମାନେ ଆତଙ୍କବାଦୀଙ୍କୁ ପଠାଇ ଏଭଳି କାଣ୍ଡ ଭିଆଇ...

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ-୨୦୨୨ ପ୍ରକାଶିତ: ପୋଲିସରେ ମାତ୍ର ୧୧.୭୫ ପ୍ରତିଶତ ମହିଳା…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆ ଜଷ୍ଟିସ ରିପୋର୍ଟ -୨୦୨୨ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଜନସାଧାରଣଙ୍କ ନ୍ୟାୟ ପାଇବାକୁ ସ୍ଥିତିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ କର୍ନାଟକ ପ୍ରଥମ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ୩ଟି ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri