ଜାତୀୟ

ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ଟୁଇଟ କରି ଦେଲେ ସୂଚନା…

ରାଜସ୍ଥାନ,୪।୪ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଭୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଟୁଇଟ କରି ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ ଆସିଥିବା...

ମୋଦିଙ୍କୁ ଭେଟିଲେ ଭୁଟାନର ରାଜା

ନୂଆଦିଲ୍ଲୀ,୪।୪: ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ଓ୍ବାଂଗଚୁକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ରକ୍ଷା କରି ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୋମବାର ସେ ଭାରତରେ...

ଚାଷୀ ଆନ୍ଦୋଳନ ପରେ ୧୧୩ ସଂଗଠନ ଦ୍ୱାରା ଗଠନ ହେଲା ମିଳିତ ଯୁବ ମୋର୍ଚ୍ଚା…

ନୂଆଦିଲ୍ଲୀ,୪।୪ : କୃଷକଙ୍କ ଆନ୍ଦୋଳନ ପରେ ବର୍ତ୍ତମାନ ଦେଶବ୍ୟାପୀ ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ୧୧୩ ସଂଗଠନ ଏକତ୍ରିତ ହୋଇ ‘ୟୁନାଇଟେଡ ୟୁଥ ଫ୍ରଣ୍ଟ’ (ମିଳିତ ଯୁବ ମୋର୍ଚ୍ଚା )ଗଠନ କରିଛନ୍ତି। ମଙ୍ଗଳବାର ଏନେଇ ଖବରଦାତାଙ୍କୁ...

ମୋଦିଙ୍କ ଚୁପର ପରିଣାମ ଭୋଗୁଛି ଦେଶ: କଂଗ୍ରେସ

ନୂଆଦିଲ୍ଲୀ,୪।୪: ଚାଇନା ଦ୍ୱାରା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ରଖାଯିବା ପରେ ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ କହିଛି କି ଚାଇନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କ୍ଲିନ ଚିଟ ଦିଆଯାଇଥିଲା।...

ନାଥୁଲାରେ ହିମସ୍ଖଳନ: ୬ ପର୍ଯ୍ୟଟକ ମୃତ, ୮୦ରୁ ଅଧିକ ରହିଛନ୍ତି ଅଟକି…

ଗାଙ୍ଗଟକ,୪।୪ : ମଙ୍ଗଳବାର ସିକ୍କିମର ନାଥୁଲା ଅଞ୍ଚଳରେ ହୋଇଥିବା ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏଥି ସହିତ ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ପୋଲିସ ଅଧିକାରୀମାନେ ଏହି...

ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..

ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍‌ପି ତଥା ଡୋମୋକ୍ରାଟିକ୍‌ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପିଏମ ମୋଦିଙ୍କୁ ଉଦାରବାଦୀ ବୋଲି କହିଛନ୍ତି। ଏଥି ସହିତ ସେ କଂଗ୍ରେସର ଜି-୨୩...

ପ୍ରେମିକାଙ୍କୁ ବିବାହ କରିବା ପାଇଁ ହତ୍ୟାକାରୀଙ୍କୁୁ ହାଇକୋର୍ଟଙ୍କ ୧୫ ଦିନିଆ ପାରୋଲ…

ବେଙ୍ଗାଲୁରୁ,୪।୪ : କର୍ନାଟକ ହାଇକୋର୍ଟ ଜଣେ ହତ୍ୟାକାରୀଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିବେ। ହତ୍ୟା ମାମଲାରେ ଦୋଷୀ ଆନନ୍ଦଙ୍କୁ ୧୦ ବର୍ଷ...

ଏନସିଇଆରଟି ଭେଦଭାବ କରେନାହିଁ, ସମସ୍ତ ସିଲାବସ୍‌ ଆମେ କମ୍‌ କରିଛୁ: ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୪।୪ : ଏନସିଇଆରଟି ସିଲାବସ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନ୍ୟୁଜ ଏଜେନ୍ସି ସହିତ ସାକ୍ଷାତକାରରେ ଏନସିିଇଆରଟି ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ କହିଛନ୍ତି, ଆମେ ସିଲାବସରେ ଏହି ପରିବର୍ତ୍ତନ କରିଛୁ। ଗତ ବର୍ଷ ଆମେ ଏକ ବିଶେଷଜ୍ଞ...

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ମମତା କହିଛନ୍ତି ଭାଜପା ଯେ କୌଣସି ସମୟରେ କେଉଁଠି ନା କେଉଁଠି ଦଙ୍ଗା କରିପାରେ।...

କରୋନା ହାର୍ଟ ଆଟାକ ମଧ୍ୟରେ ଅଛି କି ସମ୍ପର୍କ: ୨-୩ ମାସରେ ଆସିବ ରିପୋର୍ଟ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ …

ନୂଆଦିଲ୍ଲୀ,୪।୪ : କୋଭିଡ ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ଅଛି କି? କରୋନା ଅବଧି ପରେ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏହି ପ୍ରଶ୍ନର ଉତ୍ତର ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନ୍ୟୁଜ ଏଜେନ୍ସି ସହ...

ଏପ୍ରିଲ ୬-୧୪ ତାରିଖ ଯାଏ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୪।୪: ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇତି ମଧ୍ୟରେ ଭାଜପା ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଏପ୍ରିଲ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌: ୨୨ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri