ଜାତୀୟ

ଅପରାଧୀଙ୍କ ମୃତ୍ୟୁଦଣ୍ଡ କୋହଳ

ନାଗପୁର, ୨୨ା୩: ତାମିଲନାଡୁରେ ଜଣେ ୭ ବର୍ଷର ପିଲାକୁ ଅପହରଣ ପରେ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ମଙ୍ଗଳବାର ସୁପ୍ରିମକୋର୍ଟ କୋହଳ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ବିନା କ୍ଷମାରେ...

ଗଡ୍‌କରୀଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ନାଗପୁର, ୨୨ା୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀଙ୍କୁ ମଙ୍ଗଳବାର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଥାନାରେ ଅଭିଯୋଗ ପରେ ନାଗପୁରସ୍ଥିତ ମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଗଡ୍‌କରୀଙ୍କ ପିଆର୍‌ଓଙ୍କୁ...

ଓପିଏସ୍‌ ଦାବିରେ ବିକ୍ଷୋଭ କଲେ ପରିଣାମ ଭୋଗିବେ କର୍ମଚାରୀ: କେନ୍ଦ୍ର

ନୂଆଦିଲ୍ଲୀ, ୨୨ା୩: ପୁରୁଣା ପେନ୍‌ସନ ସ୍କିମ୍‌ (ଓପିଏସ୍‌) ଲାଗୁ ଦାବିରେ ବିଭିନ୍ନ ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ ବିକ୍ଷୋଭ କରାଯାଉଥିବାବେଳେ ଏଥିରୁ ଓହରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନଚେତ୍‌ ଏହାର ପରିଣାମ କର୍ମଚାରୀଙ୍କୁ ଭୋଗିବାକୁ ପଡ଼ିବ। ମଙ୍ଗଳବାର...

୧.୪୮ ଲକ୍ଷ କୋଟିର ଅତିରିକ୍ତ ବ୍ୟୟବରାଦକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨ା୩(ପି.ଟି.): ଆଦାନୀ ଗ୍ରୁପ୍‌ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ମଧ୍ୟରେ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି କେନ୍ଦ୍ର ସରକାରଙ୍କ ୧.୪୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଲୋକ ସଭାରେ ଗୃହୀତ ହୋଇଛି। ଗତ ୧୩...

ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ, ୨୨ା୩(ପି.ଟି.): ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ରାତି ୧୦ଟା ୨୦ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ହୋଇଥିବାବେଳେ ତୀବ୍ରତା ୬.୬ ଥିବା ଜଣାପଡ଼ିଛି। ପଞ୍ଜାବ, ହରିୟାଣା,...

ଅଚଳ ନୋଟ୍‌ ଗ୍ରହଣ ଆବେଦନର ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୩: ବିମୁଦ୍ରୀକରଣ ଯୋଗୁ ଅଚଳ ହୋଇଯାଇଥିବା ୧,୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ଦାଏର କେତେକ ପିଟିଶନ୍‌ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀ ଏଥିପାଇଁ ସରକାରଙ୍କ ପାଖକୁ...

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୨ା୩: ସ୍ୟାଟ୍‌ ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ଜାରି କରିଥିବା ବିଜ୍ଞପ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଛନ୍ତି। ସ୍ୟାଟ୍‌ ଉଚ୍ଛେଦ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏଶନ୍‌...

୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତ ସରକାର ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିଛନ୍ତି। ଏଥି ସହିତ ସରକାର ମଧ୍ୟ ଏକ ତାଲିକା ଜାରି କରିଛନ୍ତି, ଯେଉଁଥିରେ ଲଶ୍କର୍‌-ଇ-ତୋଏବା ମୁଖ୍ୟ ହାଫିଜ ସଇଦ, ମୋହିଉଦ୍ଦିନ...

କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ: ଅର୍ଥମନ୍ତ୍ରୀ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣ ପରେ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ପ୍ରବର୍ତ୍ତନ କରିଥିଲେ। କିନ୍ତୁ କିଛି ସମୟ ପରେ ୨୦୦୦ ଟଙ୍କା ନୋଟ...

ମୃତ୍ୟୁଦଣ୍ଡାଦେଶ ୨୦ ବର୍ଷ କାରାଦଣ୍ଡରେ ବଦଳିଲା…

ନୂଆଦିଲ୍ଲୀ,୨୧।୩ : ଜଣେ ସାତ ବର୍ଷର ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡର ଶୁଣାଣି ସୁପ୍ରିମକୋର୍ଟ ମଙ୍ଗଳବାର କରିଛନ୍ତି। ଏହି ଘଟଣା ୨୦୦୯ ମସିହାରେ ଘଟିଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ...

କ୍ଲିନିକ୍‌-ସ୍କୁଲ ନିର୍ମାଣରେ ବାଧା ଦେଲେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବ ନାହିଁ: ଭାଜପାକୁ କେଜରିଓ୍ବାଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ସମସ୍ୟା ହେଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ବାରମ୍ବାର ଜିତୁଛି...

ଉପରାଜ୍ୟପାଳଙ୍କର ଫାଇଲରେ ଲେଖିବାର ଅଧିକାର ନାହିଁ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୩ : ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ ଅଶିକ୍ଷିତ ଲୋକଙ୍କ ଗୋଷ୍ଠୀକୁ ଉପରୁ ତଳ ପର୍ଯ୍ୟନ୍ତ ସବୁ ପଦବୀରେ ରଖିଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri