ଜାତୀୟ

ଶ୍ରୀନଗର-ଜମ୍ମୁ ରାଜପଥରେ ଭୂସ୍ଖଳନ

ଜମ୍ମୁକଶ୍ମୀର,୨।୪: ଜମ୍ମୁ-କଶ୍ମୀରର ରାମବାନ ଜିଲାରେ ରବିବାର ଭୂସ୍ଖଳନ ଘଟିଛି। ଏଥିଯୋଗୁ ଶ୍ରୀନଗର-ଜମ୍ମୁ ରାଜପଥ ବନ୍ଦ ରହିଛି। ଫଳରେ ରାଜପଥରେ ବହୁସଂଖ୍ୟକ ଗାଡ଼ି ଅଟକି ରହିଛି। ଆବର୍ଜନା ସଫା ହେବା ପରେ ରାଜପଥ ଖୋଲାଯିବ ବୋଲି ରାମବାନ ଏସ୍‌ଏସ୍‌ପି ମୋହିତା ଶର୍ମା...

ନୀତୀଶଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ: ଅମିତ ଶାହା

ପାଟନା,୨।୪: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ ହୋଇଯାଇଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ସମୟରେ କହିଛନ୍ତି। ନୱାଡାଠାରେ ଏକ ସାଧାରଣ ସଭାରେ ବିହାର...

ପୁଣି ଥରେ ଜେଜେ ହେବେ ମୁକେଶ ଅମ୍ବାନୀ

ମୁମ୍ବାଇ,୨।୪: ପୁଣି ଥରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରକୁ ଏକ କୁନି ଅତିଥି ଆସିବାକୁ ଯାଉଛି। ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ମୁକେଶଙ୍କ ବଡ଼ ବୋହୂ ଶ୍ଲୋକା ମେହେଟ୍ଟା। ଯଦିଓ ଅମ୍ବାନୀ...

କେତେ ପାଠ ପଢ଼ିଛନ୍ତି ପ୍ରଧାନମନ୍ତ୍ରୀ, କାହିଁ ଡିଗ୍ରୀ ପ୍ରମାଣ ପତ୍ର: ଏଏପିର ପ୍ରଶ୍ନ…

ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠ ପଢ଼ା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇ ଏଏପି ନେତା ସଞ୍ଜୟ ସିଂ କହିଛନ୍ତି ଯେ...

ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ୱଚାକୁ ରଖେ ସୁନ୍ଦର: ମେନକା ଗାନ୍ଧୀଙ୍କ ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨।୪ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି, ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ ସୁନ୍ଦର ରଖେ।...

ଭାଜପା ଜାରି କଲା କଂଗ୍ରେସ ଫାଇଲ୍ସ: ୪.୮୨ ଲକ୍ଷ କୋଟିର ଦୁର୍ନୀତି, ୨ଜିଠାରୁ କମନଓ୍ବେଲଥ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨।୪ : ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ଫାଇଲ୍ସ ଶୀର୍ଷକ ଏକ ସିରିଜ ଆରମ୍ଭ କରି କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଅଣାଯାଇଛି। ପ୍ରଥମ ସିରିଜରେ...

କାରଗିଲ ଯୁଦ୍ଧର ହିରୋ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ସଡ଼କ ଦୁର୍ଘଟଣାରେ ଶହୀଦ

ଶ୍ରୀନଗର,୨।୪: କାରଗିଲ ଯୁଦ୍ଧର ହିରୋ ବୀର ଚକ୍ରରେ ସମ୍ମାନିତ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ଲେହ ନିକଟରେ ଗତ ରାତିରେ ଅର୍ଥାତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି। ରବିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫାୟର...

ବିଗିଡିବା ଆଇନ ବ୍ୟବସ୍ଥାର ରୋଲ ମଡେଲ ହେଉଛନ୍ତି ମମତା ବାନାର୍ଜୀ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ମୃତ୍ୟୁ ପରେ ଲଗାତାର ଭାଜପା ତ୍ରୁଣମୂଳ କଂଗ୍ରେସ(ଟିଏମସି)କୁ ଟାର୍ଗେଟ କରୁଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହିଂସାକୁ ଉସକାଉଥିବା ଅଭିଯୋଗ ଆଣିଛନ୍ତି। ଅନୁରାଗ ଠାକୁର...

ଦଳର ନେତୃତ୍ୱରେ ଥିଲେ ଭାଜପା ବିରୋଧରେ ଛୋଟ ଦଳଙ୍କୁ ଏକଜୁଟ କରିଥାନ୍ତି: ଥରୁର…

ନୂଆଦିଲ୍ଲୀ,୨।୪ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ କଂଗ୍ରେସ ନେତା ତଥା ଲୋକସଭା ଏମପି ଶଶି ଥରୁର ବିରୋଧୀ ଏକତା ସମ୍ପର୍କରେ ଏକ...

ପ୍ରଥମେ ନିଜ ଘର ସଜାଡ଼: ବିରୋଧୀ ଏକତା ନେଇ କଂଗ୍ରେସକୁ ଦେବ ଗୌଡାଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଗଠନ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଜନତା ଦଳ (ସେକୁଲାର) ପୃଷ୍ଠପୋଷକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ରବିବାର କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ...

କିଏ ଆପଣଙ୍କ ଭାବମୂର୍ତ୍ତି କରୁଛି ମଳିନ ? ନାମ କୁହନ୍ତୁ ଆମେ ତାଙ୍କ ବିରୋଧରେ କରିବୁ ମାମଲା ରୁଜୁ: ପ୍ରଧାନମନ୍ତ୍ରୀଙ୍କୁ କହିଲେ ସିବଲ…

ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ ପରେ ଏମ୍‌ପି କପିଲ ସିବଲ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ସିବଲ କହିଛନ୍ତି ଯେ ତୁମେ ଏପରି ଲୋକ, ଅନୁଷ୍ଠାନ ଏବଂ...

୧୦ ବର୍ଷରୁ ଅଧିକ ବିଚାରାଧୀନ ମାମଲାକୁ ପ୍ରାଥମିକତା ଦେବାକୁ କ୍ୟାଟଙ୍କୁ ସଂସଦୀୟ କମିଟିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ପର୍ସନାଲ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ)ଙ୍କୁ ୧୦ ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବା ମାମଲାର ବିଚାରକୁ ପ୍ରାଥମିକତା ଦେବାକୁ କହିଛନ୍ତି। ସଂସଦୀୟ କମିଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri