ଜାତୀୟ

ରାହୁଲ ୧୦ ଜନ୍ମରେ ବି ସାବରକର ହୋଇପାରିବେ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨।୪: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୀର ସାବରକରଙ୍କ ନେଇ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଅନୁରାଗ କହିଛନ୍ତି, ରାହୁଲ ଗାନ୍ଧୀ ୧୦ ଜନ୍ମରେ ମଧ୍ୟ ସାବରକର ହୋଇପାରିବେ ନାହିଁ।...

ଇସ୍ରୋକୁ ସଫଳତା: ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ…

ବେଙ୍ଗାଲୁରୁ,୨।୪ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଇସ୍ରୋ ବୈଜ୍ଞାନିକମାନେ ରବିବାର କର୍ନାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ରିୟୁଜେବୁଲ ଲଞ୍ଚ ଭେହିକିଲର...

ଋତୁସ୍ରାବ ସ୍ବଚ୍ଛତା ରାଜ୍ୟର ଦାୟିତ୍ୱ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨।୪ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା କିଶୋରୀ ବାଳିକାମାନଙ୍କ ପାଇଁ ମାସିକ ଋତୁସ୍ରାବର ସ୍ବଚ୍ଛତାକୁ ସୁଦୃଢ଼଼ କରିବା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ବାସ୍ଥ୍ୟ ସେବା ପ୍ରଦାନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ରହିଛି। କେନ୍ଦ୍ର...

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ ହ୍ବାଟସଆପ ୨୯ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ୨୦୨୨ ଡିସେମ୍ବରରେ ୩୬ ଲକ୍ଷ...

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶାହା...

ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…

ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି...

ମୋଦି ସରନେମ ମାମଲାରେ ସୋମବାର କୋର୍ଟ ଯାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ’ମୋଦି ସରନେମ’ ମାନହାନି ମାମଲାରେ ତାଙ୍କୁ ହୋଇଥିବା ୨ ବର୍ଷର ସଜା ବିରୋଧରେ ଏପ୍ରିଲ ୩ରେ ସେ ସୁରଟ କୋର୍ଟକୁ ଯାଇପାରନ୍ତି। ରାହୁଲଙ୍କୁ ନିକଟରେ ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ...

ମାର୍ଚ୍ଚରେ ୧.୬ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ପ୍ରତିଫଳିତ ହେଉଛି। ଏପରିକି ୨୦୨୩ ମାର୍ଚ୍ଚର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ଶନିବାର ଅର୍ଥ...

ଲୋକେ ଆତଙ୍କିତ: ଦୈନିକ ସଂକ୍ରମଣ ୪ ହଜାର ମୁହାଁ, ସକ୍ରିୟ ମାମଲା ଟପିଲା ୧୮ ହଜାର…

ନୂଆଦିଲ୍ଲୀ, ୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ଦୁଇଫାଳ! ସିଦ୍ଧରମୈୟାଙ୍କ ପୁଅ କହିଲେ ବାପା ହୁଅନ୍ତୁ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨।୪: କର୍ନାଟକରେ ଆସନ୍ତା ମାସରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। କଂଗ୍ରେସ ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତାମାନର ବିରୋଧି ଦଳ ନେତା ସିଦ୍ଧରମୈୟା ଚାହୁଁଛନ୍ତି ଯେ କାହା ପଛକୁ ରହିବେ...

ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା

ନୂଆଦିଲ୍ଲୀ, ୨।୪ (ଆଇଏଏନ୍‌ଏସ୍‌): ସବୁ ମୋଦି ଚୋର ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଦୋଷୀସାବ୍ୟସ୍ତ ହେବା ସହ ୨ ବର୍ଷ ଜେଲଦଣ୍ଡାଦେଶ ପାଇଛନ୍ତି। ଏଥିସହିତ ତାଙ୍କର ଲୋକ ସଭା ସଭ୍ୟପଦ ରଦ୍ଦ ହୋଇଛି। ଏବେ ରାହୁଲଙ୍କ ବିରୋଧରେ ଆଉ ଏକ...

ଏପ୍ରିଲରୁ ଜୁନ୍‌ ଅଧିକ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ, ୨।୪ (ପି.ଟି.): ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଏପ୍ରିଲରୁ ଜୁନ୍‌ ମଧ୍ୟରେ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶନିବାର କୁହାଯାଇଛି। ବିଶେଷ କରି କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପଶ୍ଚିମ ଭାରତର ଅଧିକାଂଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri