ଜାତୀୟ

ଆମକୁ ବିଦେଶ ସମର୍ଥନ ଦରକାର ନାହିଁ: କପିଲ ସିବଲ

ନୂଆଦିଲ୍ଲୀ,୩୧।୩: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଘଟଣାରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଟୁଇଟ୍‌କୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗ୍‌ବିଜୟ...

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ମନ୍ଦିର ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ଏ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ କ୍ରମାଗତ ଭାବରେ ଚାଲଥିବା ବେଳେ...

ଖୁବ୍‌ଶୀଘ୍ର ଜେଲ୍‌ ଯିବେ କେଜ୍‌ରିୱାଲ: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦୁର୍ନୀତିଗ୍ରସ୍ତଙ୍କର ଜଣେ ବଡ଼ ନେତା। ଖୁବ ଶୀଘ୍ର ଜେଲ ଯିବେ। ଭଗବାନ ଶ୍ରୀରାମ ସର୍ବଦା ନ୍ୟାୟ କରନ୍ତି ବୋଲି ରାମ ନବମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ଏମ୍‌ପି ମନୋଜ ତିଓ୍ବାରୀ କହିଛନ୍ତି।...

ପ୍ରତିଷ୍ଠା ଦିବସ ପାଳନ କରିବାକୁ ଭାଜପାର ପ୍ରସ୍ତୁତି, ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୬ରେ ଭାଜପା ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଭାଜପା ପ୍ରସ୍ତୁତି ଆରମ୍ଭ...

ଘରେ ଲାଗିଗଲା ନିଆଁ: ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୬ ମୃତ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ଟା...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ୮ ଗିରଫ

ଅହମ୍ମଦାବାଦ,୩୧।୩: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ‘ମୋଦି ହାଟାଓ, ଦେଶ ବଞ୍ଚାଓ’ର ପୋଷ୍ଟର ଲଗାଯାଇଥିଲା। ତେବେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ...

ଏମ୍‌ପିଙ୍କ ପରାମର୍ଶ: ଅମ୍ରିତପାଲ ପାକିସ୍ତାନ ପଳାଇବା ଉଚିତ୍‌

ଚଣ୍ଡିଗଡ,୩୧।୩: ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍‌ପି ସିମରଞ୍ଜିତ ସିଂ ମାନ ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅମ୍ରିତପାଲ ଆତ୍ମସମର୍ପଣ କରିବା ଉଚିତ୍‌ ନୁହେଁ। ସେ ରବି ନଦୀ...

ରାଜନୀତିରୁ ଅବସର ଗୁଜବକୁ ପ୍ରତ୍ୟାଖାନ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, ୩୧।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜନୀତିରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ମନ୍ତ୍ରୀ ନିଜେ ପ୍ରତିକ୍ରିୟା ରଖିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି,...

ପୁଣି ବଢୁଛି କରୋନା ଭୟ: ଦେଶରେ ଆଜି ୩,୦୯୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୯୧ ନୂଆ କରୋନା ମାମଲା...

ମନ୍ଦିର କୂଅ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଏବଂ ବାଳିକା ଅଛନ୍ତି। କୂଅ ତଳେ ଅନେକ ଲୋକ ପୋତି...

ଦହି: ମୁଣ୍ଡ ନୁଆଇଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ/ଚେନ୍ନାଇ/ବେଙ୍ଗାଲୁରୁ,୩୧ା୩:ନିର୍ବାଚନମୁହଁା କର୍ନାଟକ ସମେତ ତାମିଲନାଡୁ ଓ କେରଳରେ ଆଞ୍ଚଳିକ ଭାଷାଭାଷୀ ଗୋଷ୍ଠୀ ଏବଂ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ପରେ ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଗୁରୁବାର ଏହାର ପୂର୍ବ ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଆଣିଛି।...

‘ରାହୁଲ ଗାନ୍ଧୀ’ଙ୍କ ସମାନ ନାଁକୁ ବି ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧ ।୩: ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri