ଜାତୀୟ

୩୧ ମୃତବ୍ୟକ୍ତିଙ୍କ ନାଁରେ ୮୭ ବୀମା ପଲିସି

ରାଜକୋଟ, ୩୧ା୩:ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍‌ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା କମ୍ପାନୀରୁ ପାଖାପାଖି ୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୪ ଜଣଙ୍କୁ...

‘କଂଧାର, ତକ୍ଷଶିଳା, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଥିଲୁ ଆମେ, ବହୁତ ବଡ ଥିଲା ଭାରତ’: ରିଜିଜୁ

ନୂଆଦିଲ୍ଲୀ,୩୧ ।୩: କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଭାରତୀୟ ସଂସ୍କୃତିର ପ୍ରଭାବ ଦେଶର ବର୍ତ୍ତମାନ ଭୌଗୋଳିକ ସୀମାଠାରୁ ବହୁତ ବଡ । ଅନେକ ଲୋକ ଜାଣନ୍ତି ନାହିଁ, ଭାରତର ପ୍ରଭାବିତ କ୍ଷେତ୍ର ଆଜି ତୁଳନାରେ ବହୁତ ବଡ ଥିଲା...

ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ନ ପାରିବାରୁ ଓଡ଼ିଶା ସରକାର ଏହାର ସମୟସୀମା ବଢ଼ାଇଥିଲେ।...

ଏପ୍ରିଲ ୩ ପର୍ଯ୍ୟନ୍ତ ଜାରି ରହିବ ବର୍ଷା, ଉତ୍ତର ପ୍ରଦେଶରେ ଅରେଞ୍ଜ ଆଲର୍ଟ

ନୂଆଦିଲ୍ଲୀ,୩୧ ।୩: ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ସମାନ୍ୟ କମ ହୋଇଯାଇଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ ପର୍ଯ୍ୟନ୍ତ ବର୍ଷା ସହ...

ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର

ନୂଆଦିଲ୍ଲୀ, ୩୧ା୩:ଫୁଡ୍‌ ଡେଲିଭରି ଆପ୍‌ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଭାରତରେ ପ୍ରମୁଖ୍ୟ...

ମମତାଙ୍କ ପ୍ରଶ୍ନ: ଭାଜପା ଏମିତି କରିବାକୁ ସାହସ କେମିତି କଲା

କୋଲକାତା,୩୧।୩: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ବିଭିନ୍ନ ସ୍ଥାନରେ ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଛି। ପଶ୍ଚିମବଙ୍ଗର ହାଓ୍ବଡାରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷରେ ଭାଜପା ଉପରେ ବର୍ଷିଛନ୍ତି। ହାଓ୍ବଡାରେ ‘ରାମ ନବମୀ...

ଅତିକ ଏବେ କଏଦୀ ନମ୍ବର ୧୭୦୫୨

ପ୍ରୟାଗରାଜ,୩୧ ।୩: ସାବରମତି ଜେଲରେ ଅତିକ ଅହମଦ ଏବେ କଏଦୀ ନମ୍ବର ୧୭୦୫୨ ଭାବେ ପରିଚିତ ହେବେ । ସଜା ଭୋଗୁଥିବା କଏଦୀ ଭାବେ ଶୁକ୍ରବାର ଜେଲ ପ୍ରଶାସନ ଅତିକଙ୍କ ନମ୍ବର ଜାରି କରିଛନ୍ତି । ସେ ଏବେ କଏଦୀଙ୍କ...

ଗିରଫକୁ ଭୟ କରେନି: ଅମ୍ରିତପାଲ

ଚଣ୍ଡିଗଡ,୩୧।୩: ପଳାତକ ଅମ୍ରିତପାଲ ସିଂ ପଞ୍ଜାବ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ଆଉ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ଆସିବି। ମୁଁ ଗିରଫକୁ ଭୟ କରେ ନାହିଁ, ମୁଁ ବିଦେଶକୁ...

୨ ଝିଅଙ୍କୁ ଜାଳିଦେଲେ ନୃଶଂସ ବାପା

ହୋସିଆରପୁର,୩୦।୩: ପଞ୍ଜାବର ହୋସିଆରପୁର ଜିଲା ପେରିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ଦୁଇ ନାବାଳିକା ଝିଅଙ୍କୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ନାବାଳିକା ଦ୍ୱୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

ଦିଲ୍ଲୀରେ ଭୀଷଣ ବର୍ଷା: ଖରାପ ପାଗ ଯୋଗୁ ୧୭ବିମାନ ଡାଇଭର୍ଟ

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ଗୁରୁବାର ପୁଣି ଥରେ ବଜ୍ରପାତ ସହିତ ବର୍ଷା ହୋଇଛି। ବୁଧବାର ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିଲା। ବୁଧବାର ଦିଲ୍ଲୀରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବୋହିଥିଲା। ଆସନ୍ତା...

ଅମ୍ରିତପାଲ୍‌ଙ୍କୁ ଖୋଜୁଛି ଡ୍ରୋନ୍‌

ହୋସିଆରପୁର,୩୦।୩: ଫେସ୍‌ବୁକ୍‌ରେ ଭିଡିଓ ଜାରି କରି ଫେରାର୍‌ ଥିବା ଦାବି କରିବା ପରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍‌ଙ୍କୁ ଧରିବାରେ ପଞ୍ଜାବ ପୋଲିସ ଅଧିକ ତତ୍ପର ହୋଇଉଠିଛି। ଗୁରୁବାର ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ହୋସିଆରପୁର ଜିଲାର ବିଭିନ୍ନ ଗ୍ରାମରେ ପୋଲିସ...

ଗୋଷ୍ଠୀ ସଂଘର୍ଷରେ ପୋଡ଼ିଦେଲେ ୯ ପୋଲିସ ଗାଡ଼ି: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ା୩: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଅନ୍ତର୍ଗତ କିରାଦପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବାଇକ୍‌ରେ ଆସିଥିବା ଗୋଟିଏ ଗୋଷ୍ଠୀ ଆପତ୍ତିଜନକ ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri