ଜାତୀୟ

ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ଡେରାଡୁନ,୩୦।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଯୋଗ ଗୁରୁ ରାମଦେବ ମଧ୍ୟ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ଗସ୍ତରେ ଆସିଥିବା...

ରାମ ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୩୦।୪: ସାରାଦେଶରେ ଗୁରୁବାର ରାମ ନବମୀ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଇତିମଧ୍ୟରେ ନବରାତ୍ରୀର ନବମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରୀତିନୀତିରେ କନ୍ୟା ପୂଜା ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକାଳୁ କନ୍ୟା ବା ଛୋଟ ଛୋଟ...

ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍‌’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ ସାକ୍ଷାତ ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି,...

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ...

ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି: ଶୋକ ପ୍ରକାଶ କଲେ ସ୍ବରାଷ୍ଟ୍ରମନ୍ତ୍ରୀ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ରାମ ନବମୀ ଅବସରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀ ବେଲେଶ୍ୱର ଝୁଲେଲାଲ ମନ୍ଦିରରେ କୂଅ ଛାତ ଭୁଷୁଡ଼ିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଲୋକ ୪୦ଫୁଟ ଗଭୀର ତଳଖୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ୧୩ଜଣଙ୍କ...

ଉସକାଇବା ଭଳି ବୟାନ ଦେବା ବନ୍ଦ କରନ୍ତୁ ନେତା: ଫଡନବିଶ

ମୁମ୍ବାଇ,୩୦ ।୩: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ସଂଭାଜି ନଗରରେ ଭିଡରେ ପୋଲିସ ଉପରେ ହୋଇଥିବା କଥିତ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ । ଉପମୁଖ୍ୟମନ୍ତ୍ରୀ ନେତାମାନଙ୍କୁ ଅପିଲ କରିଛନ୍ତି କି ଏହାକୁ ନେଇ ଉସକାଇବା ଭଳି ବୟାନ ଦିଆ ନ...

ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ଭାଜପା ବିଧାୟକ

ଅଗରତାଲା,୩୦।୩: ତ୍ରିପୁରା ବିଧାନସଭା ଅଧିବେଶନ ସମୟରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ବିଧାୟକ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସେହି ବିଧାୟକ ଜଣଙ୍କ ହେଉଛନ୍ତି ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର...

ତାମିଲନାଡୁରେ ‘ଦହି’କୁ ନେଇ ବିବାଦ, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରେ ଫାସି ଜାରି କଲା ବୟାନ

ଚେନ୍ନାଇ,୩୦ ।୩: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଏଆଇ) ପକ୍ଷରୁ ଦହିର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ତାମିଲନାଡୁରେ ହିନ୍ଦୀ ବ୍ୟବହାରକୁ ନେଇ ବିବାଦ ଉପୁଜିଛି । ଏଫଏସଏସଏଆଇର ନିର୍ଦ୍ଦେଶ ଅନୁସାରେ ‘କର୍ଡ’ ବା ତାୟିର(ତାମିଲ)କୁ...

ନାତୁଣୀଙ୍କ ନାମ ରଖିଲେ ଲାଲୁ

ପାଟନା,୩୦।୩: ପାଟନାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିକଟରେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଜଶ୍ରୀ ଯାଦବ ସୋମବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଜନ୍ମ ପରଠାରୁ ତେଜସ୍ବୀ ଝିଅର ନାମକୁ ନେଇ ଚର୍ଚ୍ଚା ଲାଗିରହିଥିଲା। ତେବେ ଗୁରୁବାର ତେଜସ୍ବୀ...

ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା: ୪ ମୃତ, ୧୯ ସୁରକ୍ଷିତ ଉଦ୍ଧାର

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ...

ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି...

ଏପ୍ରିଲ ୧୨ରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ନୋଟିସ

ପାଟନା,୩୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ଏକ ମାନହାନି ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri