ଜାତୀୟ

ରାମନବମୀରେ ମନ୍ଦିରରେ ଲାଗିଲା ଭୀଷଣ ନିଆଁ

ହାଇଦ୍ରାବାଦ୍‌,୩୦।୩: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ ଲଗାଯାଇଥିଲା। ଏହି ସମୟରେ ସେଠାରେ ଶର୍ଟସର୍କିଟ ଯୋଗୁ ଏହି ପେଣ୍ଡାଲରେ ନିଆଁ ଲାଗିଯାଇଥିଲା।...

ରାମନବମୀରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ମନ୍ଦିର କୂଅ ଛାତ

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍ନେହା ନଗର ନିକଟସ୍ଥ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଛାତ ଭୁଶୁଡି ପଡିଛି। ଫଳରେ ୨୫ରୁ ଅଧିକ ଭକ୍ତ  କୂଅ ଭିତରେ ଫସି...

ଭାରତ-ଶ୍ରୀଲଙ୍କା ସୌରଶକ୍ତି ଚୁକ୍ତି: ସ୍ଥାପିତ ହେବ ୧୩୫ ମେଗାଓ୍ବାଟ ସୋଲାର ପ୍ଲାଣ୍ଟ…

ନୂଆଦିଲ୍ଲୀ,୩୦।୩ : ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୌୀଶକ୍ତି ଚୁକ୍ତି ହୋଇଛି। ଏହା ଅନ୍ତର୍ଗତ ଶ୍ରୀଲଙ୍କର ଉପକୂଳବର୍ତ୍ତୀ ପୂର୍ବ ଜିଲାର ଟ୍ରିନକୋମାଲିରେ ଦୁଇ ପର୍ଯ୍ୟାୟରେ ୧୩୫ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ...

ଭାଜପାକୁ ଚେତାବନୀ ଦେଲେ ମମତା

କୋଲ୍‌କାତା,୩୦।୩: ଚଳିତ ବର୍ଷ ପଶ୍ଚିମବଙ୍ଗରେ ରାମନବମୀକୁ ବଡ଼ ଉତ୍ସାହର ସହ ପାଳନ କରିବାକୁ ଭାଜପା ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଅନେକ ସ୍ଥାନରେ ବିଶାଳ ଶୋଭାଯାତ୍ରା ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ଭାଜପାକୁ ଚେତାବନୀ ଦେଇଛନ୍ତି।...

ଅନ୍‌ଲାଇନ କାରବାରକୁ ସାବଧାନ ! ହଜାରେ ଦିନରେ ୧୩ କୋଟି ଥର ସାଇବର କ୍ରାଇମ ପୋର୍ଟାଲର ସହାୟତା ନେଇଛନ୍ତି ଲୋକେ…

ନୂଆଦିଲ୍ଲୀ,୩୦।୩ : ବିଶ୍ୱସ୍ତରରେ, ଏହା ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ହେଉ, ସାଇବର ଅପରାଧ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହୋଇଛି । ଭାରତରେ ସାଇବର ଅପରାଧର ମୁକାବିଲା ତଥା ଏହାର ବିପଦ ବିଷୟରେ...

ୟେଦୁରପ୍ପାଙ୍କ ବଡ଼ ଘୋଷଣା: ଲଢ଼ିବିନି ନିର୍ବାଚନ…

ବେଙ୍ଗାଲୁରୁ,୩୦।୩ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୟେଦୁରୁପ୍ପା ତାଙ୍କ ବୟସ ଦର୍ଶାଇ...

ଦିଲ୍ଲୀ ପରେ ଏବେ ସାରା ଦେଶରେ ୧୧ ଭାଷାରେ ଲାଗିଲା ମୋଦି ବିରୋଧି ପୋଷ୍ଟର…

ନୂଆଦିଲ୍ଲୀ,୩୦।୩ : ଆମ ଆଦମୀ ପାର୍ଟି (ଏଏପି) ସାରା ଦେଶରେ ୧୧ ଟି ଭାଷାରେ ମୋଦି ହଟାଓ, ଦେଶ ବଚାଓ ପୋଷ୍ଟର ଲଗାଯାଇଛି। ମାର୍ଚ୍ଚ ୩୦ ରେ ଦେଶବ୍ୟାପୀ ଏଭଳି କରାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ମୁଖ୍ୟ ତଥା...

ଭାଇଜାନଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି…

ମୁମ୍ବାଇ,୩୦।୩ : ବଲିଉଡ ତାରକା ସଲମାନ ଖାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ଧେରୀ ମହାନଗର ନିଗମ ଦ୍ୱାରା ସଲମାନଙ୍କ ବିରୋଧରେ ଦିଆଯାଇଥିବା ସମନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ୨୦୧୯ରେ ସାଲମାନ ଖବରଦାତାଙ୍କୁ ଅସଦାଚରଣ ଏବଂ...

କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…

ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ ଔଷଧ ତିନି ବର୍ଷ ଧରି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ...

ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ଶିଖିଲା ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭଶୀଳତା ଜରୁରୀ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୩: ୟୁକ୍ରେନ୍‌ ଯୁଦ୍ଧ ପରେ ସମଗ୍ର ବିଶ୍ୱ ବୁଝିଛି, ଦେଶ ଯେତେ ବଡ଼ ଏବଂ ବିକଶିତ ହେଲେ ମଧ୍ୟ ଏହାର କୌଣସି ଫରକ ପଡ଼ିବ ନାହିଁ। ଯଦି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହେଁ, ତେବେ ଏହାର ବିକାଶରେ ବାଧା ସୃଷ୍ଟି...

ମୋଦିଙ୍କ ଫଟୋ ନିକଟରେ ହୃଦୟର କଥା କହିଲେ କୃଷକ

ବେଙ୍ଗାଲୁରୁ,୩୦।୩: କର୍ନାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ କୃଷକ ବସ୍‌ରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। କୃଷକ ଜଣଙ୍କ ମୋଦିଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ଫଟୋକୁ...

ୟୁପିଏ ସରକାର ଅମଳରେ ମୋଦିଙ୍କୁ ଫସାଇବାକୁ ସିବିଆଇ ପକାଇଥିଲା ଚାପ: ଅମିତ ଶାହା

ନୂଆଦିଲ୍ଲୀ,୩୦ା୩: କେନ୍ଦ୍ରର ମୋଦି ସରକାର ସିବିଆଇ ଏବଂ ଇଡିକୁ ହାତମୁଠାରେ ରଖିଥିବା ଅଭିଯୋଗ କରୁଛନ୍ତି ବିରୋଧୀ। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ନକଲି ଏନ୍‌କାଉଣ୍ଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri