ଜାତୀୟ

ପୁଣି ଆତଙ୍କ: ଦୈନିକ ସଂକ୍ରମଣ ୩ ହଜାର ଟପିଲା, ସକ୍ରିୟ ମାମଲା ୧୫ ହଜାର ମୁହାଁ…

ନୂଆଦିଲ୍ଲୀ, ୩୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

ରାହୁଲଙ୍କ ସଦସ୍ୟତା ରଦ୍ଦ ମାମଲା: ପ୍ରତିକ୍ରିୟା ପ୍ରକାଶ କଲା ଜର୍ମାନୀ

ବର୍ଲିନ୍‌/ନୂଆଦିଲ୍ଲୀ,୩୦।୩: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ବାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ...

ରାମ ନବମୀର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୩ : ଗୁରୁବାର ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି...

ଭାଜପା ନେତା ଅମିତ ମାଲବିୟଙ୍କୁ ମିଳିଲା ଲିଗାଲ ନୋଟିସ, କଂଗ୍ରେସ ନେତାଙ୍କ ବିରୋଧରେ କରିଥିଲେ ଟୁଇଟ

ନୂଆଦିଲ୍ଲୀ,୩୦ ।୩: ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଭି ଶ୍ରୀନିବାସ ବୁଧବାର ଦେଇଥିବା ବିବାଦୀୟ ଟିପ୍ପଣିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଆଇଟି ସେଲ ମୁଖ୍ୟ ଅମିତ ମାଲବିୟଙ୍କୁ ଲିଗାଲ ନୋଟିସ ପଠାଯାଇଛି । ଏହି ନୋଟିସରେ ଅମିତ ମାଲବିୟଙ୍କ...

ଲୋକ ସଭା ସଦସ୍ୟତା ଫେରିପାଇଲେ ମହମ୍ମଦ ଫୈଜଲ

ନୂଆଦିଲ୍ଲୀ,୩୦ା୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ମହମ୍ମଦ ଫୈଜଲ ବୁଧବାର ନିଜ ଲୋକ ସଭା ସଦସ୍ୟତା ଫେରିପାଇଛନ୍ତି। ସୁପ୍ରିମକୋର୍ଟରେ ଫୈଜଲଙ୍କ ଆବେଦନ ଶୁଣାଣିର କିଛି ଘଣ୍ଟା ପୂର୍ବରୁ ଲୋକ ସଭା ସେକ୍ରେଟାରି ଜେନେରାଲ ଉତ୍ପଳ କୁମାର ସିଂ ଏକ...

ନିର୍ଣ୍ଣାୟକ ହେବ କର୍ନାଟକ ଲଢ଼େଇ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୩: କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ମେ’ ୧୦ରେ ଭୋଟ ଗ୍ରହଣ କରାଯିବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସିଇସି କୁମାର କହିଛନ୍ତି, ଭୋଟରମାନେ ସପ୍ତାହାନ୍ତ...

ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ସାହାରାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦ା୩ : ସୁପ୍ରିମକୋର୍ଟ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟିଜ ଆକାଉଣ୍ଟକୁ ୫,୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିବା ଲାଗି ବୁଧବାର ସାହାରା ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏମ୍‌.ଆର. ଶାହା ଏବଂ ସି.ଟି....

‘ସନାତନକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ’: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ,୩୦ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ବୁଧବାର ହରିଦ୍ୱାରରେ କହିଛନ୍ତି, ସନାତନ ଧର୍ମର ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ସମୟ ଅନୁସାରେ ପ୍ରମାଣିତ ହୋଇଛି । ସନ୍ୟାସ ଦିକ୍ଷାର ଏକ...

ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ହେଲାନି, ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୩୦ା୩ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମକୋର୍ଟ ୪ ନଭେମ୍ବର ୨୦୧୯ରେ ୨୨ଟି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କେତେ ଅନୁପାଳନ କରିଛନ୍ତି ସେନେଇ...

ଟୁଇଟରର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ କଲା ବ୍ଲକ

ନୂଆଦିଲ୍ଲୀ/ଇସଲାମାବାଦ,୩୦ ।୩: ଟୁଇଟର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ଲକ କରି ଦେଇଛି । ଟୁଇଟରରେ ଜାରି କରାଯାଇଥିବା ନୋଟିସ ଅନୁଯାୟୀ ଆଇନଗତ କାରଣ ଯୋଗୁ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ...

ମମତା ବାନାର୍ଜୀଙ୍କୁ ଝଟ୍‌କା

ମୁମ୍ବାଇ, ୨୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଙ୍ଗୀତକୁ ଅବମାନନା କରିବା ମାମଲା ରଦ୍ଦ କରିବା ପାଇଁ ବମ୍ବେ କୋର୍ଟରେ କରିଥିବା ଆବେଦନକୁ ବୁଧବାର ବିଚାରପତି ଅମିତ ବୋରକାର ଖାରଜ କରିଛନ୍ତି। ମାମଲାର ଯାଞ୍ଚ ମାଜିଷ୍ଟ୍ରେଟ୍‌ କୋର୍ଟରେ କରାଯିବ...

ରାହୁଲ ଗାନ୍ଧୀଙ୍କ ସମର୍ଥନ ବଦଳାଇ ଦେଇଥିଲା ମୋ ଜୀବନ: ରମ୍ୟା

ନୂଆଦିଲ୍ଲୀ,୨୯।୩: କନ୍ନଡ ଅଭିନେତ୍ରୀ ତଥା ପୂର୍ବତନ ରାଜନେତା ରମ୍ୟା ଏକ ଶୋ’ରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ୱିକେଣ୍ଡ ୱିଥ ରମେଶ ସିଜନ ୫ରେ ପ୍ରଥମ ଅତିଥି ଭାବେ ଯୋଗ ଦେବା ଅବସରରେ ରମ୍ୟା କହିଛନ୍ତି, ପିତା ଆରଟି ନାରାୟଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri