ଜାତୀୟ

ଭାଜପାକୁ ହଟାଇବାକୁ ସବୁ ଦଳ ଏକାଠି ହେବା ଆବଶ୍ୟକ: ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାରରୁ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ସାଧାରଣ ଜନତା ଏବଂ ଭାଜପା ମଧ୍ୟରେ ହେବ।...

ଶୁଭେନ୍ଦୁ ଅଧିକାରୀଙ୍କ ସଦସ୍ୟତା ରଦ୍ଦ ପାଇଁ ମାମଲା ଦାୟର କରିବ ଟିଏମ୍‌ସି

କୋଲକାତା,୨୯।୩: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁସୂଚିତ ଜନଜାତିଙ୍କ ଭାବନାକୁ...

ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୯।୩: ଆଦାନୀ ପ୍ରସଙ୍ଗରେ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ ପାଇଁ ବିରୋଧୀଙ୍କ ଦାବି ଉପରେ ସଂସଦର ଉଭୟ ଗୃହରେ ଚାଲିଥିବା ବିରୋଧ ପ୍ରଦର୍ଶନ ବୁଧବାର ଜାରି ରହିଛି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାରୁ ଉଭୟ ଲୋକ ସଭା ଓ...

ଭାରତ ଗଣତନ୍ତ୍ରର ଜନନୀ: ମୋଦି

ନୂଆଦିଲ୍ଲୀ,୨୯।୩: ଗଣତନ୍ତ୍ରର ଦୁର୍ବଳତା ବିରୋଧରେ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରକୃତରେ ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର କେବଳ ଏକ ଢାଞ୍ଚା ନୁହେଁ, ଏହା...

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର,୨୯।୩: ଜୟପୁର ବୋମା ବିସ୍ଫୋରଣ ମାମଲାରେ ସମସ୍ତ ଚାରି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ଚାରିଜଣଙ୍କ ମୃତ୍ୟୁଦଣ୍ଡକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପୂର୍ବରୁ ଚାରି ଅଭିଯୁକ୍ତଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୃତ୍ୟୁ ଦଣ୍ଡାଦେଶ ଶୁଣାଣିରେ ହାଇକୋର୍ଟ...

କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କଲେ,କଳା ଶର୍ଟ ପିନ୍ଧିବା ପରିବର୍ତ୍ତେ ଆମେ ଉପର ଅଦାଲତ ଯିବୁ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଏମ୍‌ପିମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ବୁଧବାର...

କର୍ନାଟକରେ ସବୁ ଆସନରେ ଲଢିବ ଏଏପି

ବେଙ୍ଗାଲୁରୁ,୨୯।୩: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପ୍ରଥମଥର ପାଇଁ କର୍ନାଟକ ବିଧାନସଭାର ସମସ୍ତ ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ଦେବ ବୋଲି ଦଳର ସଭାପତି ଅରବିନ୍ଦ କେଜ୍‌ରିୱାଲ ଘୋଷଣା କରିଛନ୍ତି। ଏଥର...

ନେହେରୁ-ବାଜପେୟୀଙ୍କ ଭାଷଣ ଶୁଣିବାକୁ ରୁଣ୍ଡ ହେଉଥିଲେ ଲୋକେ: ଘୃଣା ଭାଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ...

ରୋଡ ଶୋ’ରେ ୫୦୦ ଟଙ୍କିଆ ନୋଟ ଉଡାଇଲେ ବିଧାୟକ, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେ ୧୦ ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମେ ୧୩ ରେ ଭୋଟ ଗଣନା କରାଯିବ। ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିବାଦ ଘେରକୁ...

ପୁଣେ ଭାଜପା ଏମ୍‌ପି ଗିରିଶ ବାପଟଙ୍କ ପରଲୋକ…

ପୁଣେ,୨୯।୩ : ପୁଣେର ଲୋକସଭା ଏମ୍‌ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ବୁଧବାର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ଦେଢ଼ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ...

ଦେଶରେ ବଢ଼ିଲା ଚିତା ବଂଶ: ନାମିବ୍ୟା ଚିତା ବାଘୁଣୀ ଦେଲା ୪ ଶାବକଙ୍କୁ ଜନ୍ମ…

ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ...

କର୍ନାଟକର ୯୫ ପ୍ରତିଶତ ବିଧାୟକ କୋଟିପତି, ୭୫ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମେ ୧୦ରେ ନିର୍ବାଚନ ହେବା ସହିତ ମେ ୧୩ରେ ଏହାର ଫଳାଫଳ ଘୋଷଣା କରାଯିବ। ଏପରି ସ୍ଥଳେ, ଏଡିଆର ପକ୍ଷରୁ ସିଟିଂ ବିଧାୟକଙ୍କ ତଥ୍ୟ ପ୍ରକାଶ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri