ଜାତୀୟ

ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…

ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ବିରୋଧୀ ଦଳମାନଙ୍କୁ ଦୁର୍ନୀତିଗସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏହାର...

ଜେଡିୟୁ-ଶିବସେନା ପୂର୍ବରୁ ଥିଲେ ଭଲ, ଏବେ ହେଲେ ଦୁର୍ନୀତିଗ୍ରସ୍ତ: ମୋଦିଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୨୯।୩ : ରାଜ୍ୟସଭା ଏମପି କପିଲ ସିବଲ କ୍ରମାଗତ ଭାବେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଭାଜପା ମୁଖ୍ୟାଳୟରେ କରାଯାଇଥିବା ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରି...

ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ୨ ବର୍ଷରେ ଫଡନଭିସଙ୍କ ନେତୃତ୍ୱରେ ହୋଇଥିଲା ୧୦୦ରୁ ୧୫୦ ବୈଠକ: ଶିନ୍ଦେଙ୍କ ମନ୍ତ୍ରୀ…

ମୁମ୍ବାଇ,୨୯।୩ : ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତାନାଜୀ ସାୱନ୍ତ ଏକ ବଡ ବିବୃତ୍ତି ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତାଚ୍ୟୁତ କରାଯାଇଛି। ଜୁନ ୨୦୨୨ ରେ ଏକନାଥ...

ପଞ୍ଜାବୀ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟ ବ୍ୟାନ୍‌

ଚଣ୍ଡିଗଡ,୨୯।୩: ପଞ୍ଜାବର ପ୍ରସିଦ୍ଧ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ୟାନ୍‌ କରାଯାଇଛି। ମାନ୍‌ଙ୍କୁ କିଛି ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା, ଯାହା ପରେ ଆଇନଗତ ଦାବି ହେତୁ ଟୁଇଟର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ଟୁଇଟରରେ...

କର୍ନାଟକରେ ୧୦ ମେ’ ରେ ବିଧାନସଭା ନିର୍ବାଚନ…

ବେଙ୍ଗାଲୁରୁ,୨୯।୩ : କର୍ନାଟକର ୨୨୪ ବିଧାନସଭା ଆସନରେ ୧୦ ମେ’ ରେ ନିର୍ବାଚନ ହେବ। ମେ’ ୧୩ରେ ମତ ଗଣନା କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଘୋଷଣା କରିଛନ୍ତି। ଏନେଇ ମେ’ ୨୪ ପୂର୍ବରୁ...

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କେନ୍ଦ୍ରକୁ ଟାର୍ଗେଟ କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୩: ଚାଷୀ ନେତା ରାକେଶ ଟିକାୟତ କେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ହରିଆଣାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଦେଶରେ ଗଣତନ୍ତ୍ର ଏବେ ବିପଦରେ।...

ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼: ୧ ଏପ୍ରିଲରୁ ୯୦୦ ଔଷଧ ଦାମ୍‌ ବଢ଼ିବ…

ନୂଆଦିଲ୍ଲୀ,୨୯।୩ : ଏପ୍ରିଲ ୧ରୁ ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଲୋକଙ୍କୁ ବର୍ତ୍ତମାନ ଅନେକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧିର ସମ୍ମୁୂଖୀନ ହେବାକୁ ପଡ଼ିବ। ଏବେ ଔଷଧ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଏପ୍ରିଲ...

ସଙ୍କଟ ଘନେଇଲା: ଦୈନିକ ସଂକ୍ରମଣ ୨ ହଜାର ଟପିଲା, ସକ୍ରିୟ ମାମଲା ୧୧ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ହେବ ଘୋଷଣା

ନୂଆଦିଲ୍ଲୀ,୨୯।୩: ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ। ପୂର୍ବାହ୍ନ ୧୧.୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଏଥିସହ ନିର୍ବାଚନ ଫଳାଫଳ କେବେ ଆସିବ ସେନେଇ ମଧ୍ୟ ସୂଚନା ଦେବେ।...

ଆଜି ପୁଣି କୋର୍ଟରେ ହାଜର ହେବେ ଲାଲୁଙ୍କ ପରିବାର, ମାର୍ଚ୍ଚ ୧୫ରେ ମିଳିଥିଲା ଜାମିନ

ନୂଆଦିଲ୍ଲୀ,୨୯।୩: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରି ଦେବୀ, ଆରଜେଡି ଏମ୍‌ପି ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଜମି ବଦଳରେ ଚାକିରି ଦେବା ମାମଲାରେ ବୁଧବାର ପୁଣି ଦିଲ୍ଲୀର ରୌଜ୍‌ ଏଭିନ୍ୟୁ କୋର୍ଟରେ ଶୁଣାଣି ହେବ।...

ଇପିଏସ୍‌ ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ

ଚେନ୍ନାଇ, ୨୯ା୩(ପି.ଟି.): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ମଙ୍ଗଳବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଜୁଲାଇରେ ଦଳର ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ଦାଏର...

ରାଜନୀତି ଛାଡ଼ିବା ସଙ୍କେତ ଦେଲେ ଗଡ଼କରୀ

ନାଗପୁର, ୨୯ା୩: ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାଜପା ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବ୍ୟତୀତ ୨୦୨୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri