ଜାତୀୟ

‘ଆଦାନୀଙ୍କୁ ଆଗରେ ରଖି ପୁଞ୍ଜିନିବେଶ କରୁଥିଲେ ମୋଦି’

ନୂଆଦିଲ୍ଲୀ, ୨୯ା୩: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଏତେ ଉଦ୍ୟମ କରୁଛନ୍ତି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।...

୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି

ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ ଆଦାୟ କରିପାରିଛନ୍ତି। ରାଜ୍ୟ ସଭାରେ ଅର୍ଥ ମନ୍ତ୍ରଣାଳୟ ଉପସ୍ଥାପନ କରିଥିବା ତଥ୍ୟରୁ ଏହା...

ଭାଜପା ଯେତେ ଜିତିବ ସେତେ ବିରୋଧ ଦେଖିବ : ମୋଦି

ନୂଆଦିଲ୍ଲୀ, ୨୯ା୩: ଭାଜପା ଯେତେ ନିର୍ବାଚନ ଜିତିବ ସେତିକି ଅଧିକ ବିରୋଧୀମାନଙ୍କ ଆକ୍ରୋଶରେ ସମ୍ମୁଖୀନ ହେବ ବୋଲି ମଙ୍ଗଳବାର ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିବା ଲାଗି...

ମାନହାନି ମାମଲାରେ ଉଦ୍ଧବ, ସଞ୍ଜୟଙ୍କୁ ସମନ

ନୂଆଦିଲ୍ଲୀ, ୨୯ା୩ : ଏକ ମାନହାନି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ, ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ଶିବସେନାର...

ଦିଲ୍ଲୀରେ ମୁହଁ ଲୁଚାଇ ବୁଲୁଛନ୍ତି ଅମ୍ରିତପାଲ

ନୂଆଦିଲ୍ଲୀ, ୨୯ା୩: ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍‌ ସିଂ ପଞ୍ଜାବରୁ ଫେରାର୍‌ ହେବାର ୭ ଦିନରୁ ଅଧିକ ବିତିଯାଇଥିବାବେଳେ ପୋଲିସ ହାତ ଏବେ ସୁଦ୍ଧା ଖାଲି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରୁ ଅମ୍ରିତପାଲ୍‌ଙ୍କ ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ତାଙ୍କ ମୁଣ୍ଡରେ...

ଠକ କିରଣ ପଟେଲଙ୍କ ସ୍ତ୍ରୀ ଗିରଫ

ଅହମଦାବାଦ୍‌, ୨୯ା୩: ଅହମଦାବାଦର ଶିଲାଜ ଅଞ୍ଚଳରେ ଥିବା ଏକ ବଙ୍ଗଳା ହଡ଼ପ କରିବା ଅଭିଯୋଗରେ ଠକ କିରଣ ପଟେଲଙ୍କ ସ୍ତ୍ରୀ ମାଲିନୀ ପଟେଲଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। କିରଣ ନିଜକୁ ରିୟଲଇଷ୍ଟେଟ୍‌ ବିଜ୍‌ନେସ୍‌ମ୍ୟାନ୍‌ର ପରିଚୟ ଦେଇ ବଙ୍ଗଳା ମରାମତି...

ସାବରକର ମନ୍ତବ୍ୟ: ହସ୍ତକ୍ଷେପ କଲେ ପାଓ୍ବାର

ନୂଆଦିଲ୍ଲୀ, ୨୯ା୩(ପି.ଟି.): ବିନାୟକ ଦାମୋଦର ସାବରକରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନାକୁ ନେଇ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ଭାଙ୍ଗିବା ଆଶଙ୍କା ପ୍ରକାଶ ପାଇଥିଲା। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏଥିରେ ହସ୍ତକ୍ଷେପ କରିବା ସହ ଶିବସେନାର ଅସନ୍ତୋଷ...

ଧନ୍‌କର, ରିଜିଜୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ବମ୍ବେ ଓକିଲ ସଂଘ

ନୂଆଦିଲ୍ଲୀ, ୨୯ା୩(ପି.ଟି.): ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ଏବଂ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଦେଶର ନ୍ୟାୟପାଳିକା ଏବଂ ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ବମ୍ବେ ଓକିଲ ସଂଘ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

ଗ୍ରୀଷ୍ମରେ ଦୁର୍ବିଷହ ହେବ ଜୀବନ

ନୂଆଦିଲ୍ଲୀ, ୨୯l୩: ଗତ ଫେବୃୟାରୀର ତାପମାତ୍ରା ୧୯୦୧ରୁ ସବୁଠାରୁ ଉତ୍ତପ୍ତମାସ ଭାବେ ରେକର୍ଡ କରାଯାଇଛି। ତେବେ ଆସନ୍ତା ସପ୍ତାହରୁ ଦେଶରେ ଗ୍ରୀଷ୍ମ ଲହରି ଆରମ୍ଭ ହେବା ସହ ତାପମାତ୍ରା ୫୦ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନ...

ଇପିଏଫ୍‌ ସୁଧହାର ୮.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୩: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ଭବିଷ୍ୟ ନିଧି ଜମା ଉପରେ ସୁଧହାର ୮.୧୫ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ୨୦୨୧-୨୨ ବର୍ଷରେ ଏହି ସୁଧହାର ୮.୧ ପ୍ରତିଶତ ଥିଲା, ଯାହାକି ୪ ଦଶନ୍ଧି...

କୋଭିଡ୍‌ ଟିକା ନେଇ ଓଡ଼ିଶାରେ ୫୦ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୩: ମହାମାରୀ କୋଭିଡ୍‌ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର୍‌ ଦେଉଥିଲେ। କିନ୍ତୁ କୋଭିଡ୍‌-୧୯ ଟିକା ନେବା ପରେ ଭାରତରେ ୧୧୫୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ଓଡ଼ିଶାର। କେନ୍ଦ୍ର ସ୍ବାସ୍ଥ୍ୟ...

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୩ : ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ଘୃଣା ଭାଷଣ ବିରୋଧରେ ଏକ ପିଟିଶନର ଶୁଣାଣି କରୁଥିବାବେଳେ ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri