ଜାତୀୟ

ଡୋକଲାମ ନେଇ ଭୁଟାନର ମନ୍ତବ୍ୟ ଯୋଗୁ ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୮।୩ : ଡୋକଲାମ ଷ୍ଟାଣ୍ଡଅଫରେ ସଡକ ନିର୍ମାଣକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ଏକ ବଡ଼ ବିବାଦ ଲାଗି ରହିଛି। ଡୋକଲାମରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମୁହାଁମୁହିଁ ହେବାର ୬ ବର୍ଷ ପରେ ଭୁଟାନର ପ୍ରଧାନମନ୍ତ୍ରୀ ଏକ...

ସବୁ ଦୁର୍ନୀତିଗ୍ରସ୍ତ ହୋଇଛନ୍ତି ଏକଜୁଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୩ : ଯାଞ୍ଚ୍‌ ଏଜେନ୍ସି ଯୋଗୁ ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଦେଶର ସମସ୍ତ ଦୁର୍ନୀତିଗ୍ରସ୍ତ ଏକଜୁଟ ହୋଇ ଯାଇଛନ୍ତି। ଭାଜପା ମୁଖ୍ୟାଳୟରେ ନୂଆ ଆବାସିକ ପରିସରର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହି...

ପୁଣି କରୋନା ଆତଙ୍କ : ୧୧ ରାଜ୍ୟରେ ଏକ୍ସବିବି-୧.୧୬ ଭାରିଆଣ୍ଟର ୬୧୦ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୮।୩ : ଦେଶରେ ପୁଣି ଥରେ କରୋନା ଆତଙ୍କ ଦେଖାଦେଇଛି। ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରୁ କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇନସାକୋଗ...

ରାହୁଲଙ୍କ ଅଯୋଗ୍ୟତା ବିରୋଧରେ ମଶାଲ ଶୋଭାଯାତ୍ରା, ବହୁ ନେତା ଗିରଫ, ସତ୍ୟ-ସତ୍ୟାଗ୍ରହକୁ ଡରୁଛନ୍ତି ସରକାର କହିଲା କଂଗ୍ରେସ…

ନୂଆଦିଲ୍ଲୀ,୨୮।୩ : ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟତା ଘୋଷଣା କରିବା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲାଯାଇଛି। ଏପରିସ୍ଥଳେ କଂଗ୍ରେସ ମଙ୍ଗଳବାର ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକ ଠାରେ ଥିବା ଲାଲକିଲ୍ଲାଠାରୁ ଟାଉନ ହଲ ପର୍ଯ୍ୟନ୍ତ...

ଭାଜପା ବିଧାୟକଙ୍କୁ ଟିକଟ ଲୋଭ ଦେଖାଉଛି କଂଗ୍ରେସ: ବୋମ୍ମାଇ…

ବେଙ୍ଗାଲୁରୁ,୨୮।୩ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ରାଜ୍ୟର ଭୋଟରଙ୍କୁ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅପରପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ମଙ୍ଗଳବାର କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ...

ପରସିମନ ନେଇ ରାଜନୈତିକ ଦଳ-ସଂଗଠନଙ୍କ ସହିତ ଆଲୋଚନା ସଫଳ: ମୁଖ୍ୟ ନିର୍ବାଚନ କମିଶନର…

ନୂଆଦିଲ୍ଲୀ,୨୮।୩ : ଭାରତର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ମଙ୍ଗଳବାର କହିଛନ୍ତି ଯେ ଆସାମରେ ହେବାକୁ ଥିବା ନିର୍ବାଚନମଣ୍ଡଳୀଗୁଡିକର ପରସିମନକୁ ପ୍ରାୟ ସମସ୍ତ ରାଜନୈତିକ ଦଳ ଏବଂ ସଂଗଠନ ସମର୍ଥନ କରିଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ...

ୟୁକ୍ରେନ୍‌ରୁ ଫେରିଥିବା ମେଡିକାଲ ଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୮।୩: ୟୁକ୍ରେନରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ଭାରତରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବାର ସୀମିତ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରଙ୍କ ଏକ ଉତ୍ତର ପରେ ସୁପ୍ରିମକୋର୍ଟ ଏହାର ସମାଧାନ କରିଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ୱରେ ଏକ...

ପୁଣି ସାବରମତି ଜେଲ୍‌ ଫେରିଯିବେ ଅତିକ

ପ୍ରୟାଗରାଜ,୨୮।୩: ୪୪ ବର୍ଷ ଧରି ଅପରାଧ ଜଗତରେ ଆତଙ୍କ ଚଳାଇଥିବା ଅତିକ ଅହମ୍ମଦଙ୍କୁ ପ୍ରଥମ ଥର ପାଇଁ ଦଣ୍ଡିତ କରାଯାଇଛି। ୨୦୦୬ ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଅତିକ ଅହମ୍ମଦ, ହନିଫ ଏବଂ ଦିନେଶ ପାସିଙ୍କୁ...

୧୮ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୮।୩: ନକଲି ଏବଂ ନିମ୍ନ ମାନର ଔଷଧ ଉତ୍ପାଦନ ପାଇଁ ଭାରତ ସରକାର ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବାକୁ କୁହାଯାଇଛି। ନକଲି ଔଷଧ ଏବଂ ଖରାପ ଗୁଣାତ୍ମକ ଔଷଧ...

ଯେଉଁମାନେ ରାହୁଲଙ୍କ ସହ ନାହାନ୍ତି, ସେମାନଙ୍କର ଆବଶ୍ୟକତା ନାହିଁ…

ଜୟପୁର,୨୮।୩ : ସତ୍ୟାଗ୍ରହରେ ଜନସମାଗମ ନ କରି ପାରିବାରୁ ରାଜସ୍ଥାନ ପିସିସି ଅଧ୍ୟକ୍ଷ କ୍ରୋଧିତ ହୋଇ କହିଛନ୍ତି, ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ନାହାଁନ୍ତି, ସେମାନର ଆବଶ୍ୟକତା ନାହିଁ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ସତ୍ୟାଗ୍ରହ ଘୋଷଣା ହେବା...

ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୨୮।୩: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଗୃହରେ ପକ୍ଷପାତିତା ଯୋଗୁ...

ଜିଏସଟିକୁ ସମର୍ଥନ କରିବା ମୋର ବଡ଼ ଭୁଲ: ମମତା…

ନୂଆଦିଲ୍ଲୀ,୨୮।୩ : ପୁଣି ଥରେ କେନ୍ଦ୍ର ଉପରେ ଆକ୍ରମଣ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି, ରାଜ୍ୟର ଯୋଜନା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉନାହାଁନ୍ତି। କେନ୍ଦ୍ର ସରକାରଙ୍କ ଉପରେ ୭୦୦୦ କୋଟି ଟଙ୍କା ବାକି ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri