ଜାତୀୟ

ଜାମିଆ ହିଂସା ମାମଲାରେ ଶର୍ଜିଲଙ୍କ ସମେତ ୯ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୨୮।୩: ୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ, ସଫୁରା ଜାରଗାର ଏବଂ ଆସିଫ ଇକବାଲ ତନ୍‌ହାଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ଏକ ବଡ଼ ଝଟ୍‌କା ଲାଗିଛି। ଆଉ ୨ଜଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହାପୂର୍ବରୁ ସାକେତ କୋର୍ଟ...

ରାହୁଲଙ୍କୁ ବଙ୍ଗଳା ଖାଲି କରିବା ନୋଟିସ: ସିବଲ କହିଲେ ଛୋଟ ଲୋକଙ୍କ ଛୋଟ ରାଜନୀତି…

ନୂଆଦିଲ୍ଲୀ,୨୮।୩ : ବଙ୍ଗଳା ଖାଲି କରିବାକୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଯାହା କୁହାଯାଇଛି ତାହା ପୂରଣ କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ...

କେନ୍ଦ୍ର ରାଜ୍ୟମନ୍ତ୍ରୀ ନିସିଥଙ୍କ କନ୍‌ଭେ ଉପରେ ଆକ୍ରମଣ ଘଟଣାର ହେବ ସିବିଆଇ ଯାଞ୍ଚ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୨୮।୩: ପଶ୍ଚିମବଙ୍ଗର କେନ୍ଦ୍ର ରାଜ୍ୟ ଗୃହ ଏବଂ କ୍ରୀଡ଼ା ମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ କନ୍‌ଭେ ଉପରେ ହୋଇଥିବା ଆକ୍ରମଣର ସିବିଆଇ ଯାଞ୍ଚ ହେବ। ମଙ୍ଗଳବାର କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଗତ ଫେବୃଆରୀରେ...

ପାନ୍‌-ଆଧାର ଲିଙ୍କ୍‌ ଅବଧି ଜୁନ୍‌ ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୮।୩: ପାନ୍‌ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍‌ କରିବାର ସମୟସୀମାକୁ ଆସନ୍ତା ଜୁନ୍‌ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି...

ସାବରିମାଲା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ୬୦ ଆହତ…

ଥିରୁଭାନନ୍ତପୁରମ୍‌,୨୮।୩ : କେରଳରେ ଏକ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୁହାଯାଉଛି ଯେ ତାମିଲନାଡୁରୁ ପ୍ରାୟ ୬୦ ଜଣ ସାବରିମାଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ପଠାନମଥିଟ୍ଟା ଜିଲାର ଏକ ଗଭୀର ଖାଲରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ...

ବେଲୁର ମଠରେ ରାଷ୍ଟ୍ରପତି…

କୋଲକାତା,୨୮।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବେଲୁର ମଠ ପରିଦର୍ଶନ କରିଛନ୍ତି। ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସ ଏବଂ ମା ଶାରଦା ଦେବୀଙ୍କର ଦର୍ଶନ କରିଥିଲେ। ରାଷ୍ଟ୍ରପତି ମଠର ମୁଖ୍ୟ ମନ୍ଦିର ସହିତ ସ୍ବାମୀ ବିବେକାନନ୍ଦଙ୍କ କୋଠରୀ...

ବୁଲା କୁକୁରଙ୍କ ପ୍ରତି କ୍ରୁରତା ଗ୍ରହଣଯୋଗ୍ୟ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୩ : ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଏକ ସଭ୍ୟ ସମାଜରେ ବୁଲା କୁକୁରମାନଙ୍କ ପ୍ରତି ନିର୍ଦ୍ଦୟଭାବ, କ୍ରୁରତା ତଥା ଘୃଣାଭାବ କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏକ ହାଉସିଂ ସୋସାଇଟିକୁ...

କୋର୍ଟଙ୍କ ରାୟ ପରେ ସାମ୍ନାକୁ ଆସିଲା ଭାଜପା ନେତାଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୮।୩: ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ୧୭ ବର୍ଷ ପୁରୁଣା ମାମଲାରେ ଅତିକ ଅହମ୍ମଦଙ୍କ ସମେତ ୩ଜଣଙ୍କୁ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅତିକଙ୍କ ଭାଇ ଅଶରଫଙ୍କ ସମେତ...

ଅମ୍ରିତ୍‌ପାଲଙ୍କ ସହ ପୂର୍ବତନ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ପୁଅ ସହିତ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୨୮।୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସମର୍ଥନରେ ବିଦେଶରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳିସ୍ଥିତିରେ ଅମ୍ରିତ୍‌ପାଲଙ୍କ ସହ ପାକିସ୍ତାନ ପୂର୍ବତନ ଆର୍ମି ମୁଖ୍ୟ କମର ଜାଭେଦ ବାଜଓ୍ବାଙ୍କ ପୁଅ ସହିତ...

୧୧ ହଜାର ମୁହାଁ ସକ୍ରିୟ ମାମଲା, ୩୨ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

ଅତିକଙ୍କୁ ଆଜୀବନ ଜେଲ

ପ୍ରୟାଗରାଜ,୨୮।୩: ଉତ୍ତରପ୍ରଦେଶ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଉମେଶ ପାଲଙ୍କ ଅପହରଣ ଏବଂ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ବାହୁବଳୀ ଅତିକ ଅହମ୍ମଦଙ୍କ ସମେତ ୩ଜଣ ଅଭିଯୁକ୍ତ ହନିଫ, ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା...

ମହାରାଷ୍ଟ୍ରରେ ବଢୁଛି କୋଭିଡ୍‌ ସଂକ୍ରମଣ

ମୁମ୍ବାଇ, ୨୮ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲାଯାଇଛି। ଏପରିକି ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ କୋଭିଡ୍‌ ପରୀକ୍ଷା ବଢ଼ାଇ ଦିଆଯାଇଛି। ଶନିବାର ମହାରାଷ୍ଟ୍ରରେ ୪୩୭ ସଂକ୍ରମିତ ଚିହ୍ନଟ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri