ଜାତୀୟ

ବଙ୍ଗଳା ଖାଲି କରିବାକୁ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ରାହୁଲ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ନିର୍ଦ୍ଦେଶକୁ ପାଳନ କରିବେ। ଏଥିସହ ଲୋକ ସଭାର...

ଶୁଣାଣି ପାଇଁ ଆଉ କିଛି ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୩: ଉତ୍ତରପ୍ରଦେଶରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅତିକ ଅହମ୍ମଦଙ୍କ ଆବେଦନର ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଜୁରାଟ ଜେଲରୁ ଉତ୍ତରପ୍ରଦେଶକୁ ଅଣାଯାଇଥିବା ଅତିିକ ନିଜ ସୁରକ୍ଷା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ...

୧୧ଟି ଭାଷାରେ ‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ପ୍ରକାଶ କଲା ଏଏପି

ନୂଆଦିଲ୍ଲୀ,୨୮।୩: ଆମ ଆଦମୀ ପାର୍ଟି(ଏଏପି) ‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ୧୧ଟି ଭାଷାରେ ପ୍ରକାଶ କରିଛି। ତେବେ ୩୦ ମାର୍ଚ୍ଚ ସୁଦ୍ଧା ‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ସାରା ଦେଶରେ ଲଗାଇବାକୁ ଏଏପି ଯୋଜନା ପ୍ରସ୍ତୁତ କରିଛି।...

ରାହୁଲ ଗାନ୍ଧୀ ବିଦେଶରେ, ଦେଶରେ, ସଂସଦରେ ମିଛ କହିଛନ୍ତି, ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ…

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ରାହୁଲ...

ଯଦି ରାହୁଲ ଚାହାଁନ୍ତି,ମୋ ବଙ୍ଗଳା ଖାଲି କରିଦେବି: ଖାର୍ଗେ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ସୋମବାର ନୋଟିସ ଜାରି କରିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ...

ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା...

ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ...

ଭାରତ-ଚାଇନା ମଧ୍ୟରେ ସୀମା ତିକ୍ତତା: ସେନା ମୁଖ୍ୟ କହିଲେ, ଭାରତ ପାଇଁ ଚିନ୍ତାର ବିଷୟ

ନୂଆଦିଲ୍ଲୀ,୨୮।୩: ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ...

ନେପାଳରେ ବି ୱାଣ୍ଟେଡ ଘୋଷିତ ହେଲେ ଅମୃତପାଲ ସିଂ

କାଠମାଣ୍ଡୁ,୨୮ ।୩: ନେପାଳ ସରକାର ପଳାତକ ଅମୃତପାଲ ସିଂଙ୍କୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି । ଏହାପରେ ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ...

ବିଏସପି ଏମପି ଅତୁଲ ରାୟଙ୍କୁ ବଡ ଝଟକା, ଗ୍ୟାଙ୍ଗଷ୍ଟର ମାମଲାରେ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ,୨୮ ।୩: ଆଲ୍ଲାହାବାଦ ହାଇ କୋର୍ଟ ଲଙ୍କା ପୋଲିସ ଷ୍ଟେଶନରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ, ଅପରାଧିକ ମାମଲାରେ ବିଏସପି ଏମପି ଅତୁଲ ରାୟଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅତୁଲ ରାୟ ଘୋସି ଲୋକ ସଭା ଆସନରୁ...

ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ୩ ମାସ ସମୟ ମାଗିଛନ୍ତି।...

୧୦,୦୦୦ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୨୮।୩: ଦେଶରେ ମହାମାରୀ କରୋନା ସଂକ୍ରମଣ କ୍ରମାଗତ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ସକ୍ରିୟ ମାମଲା ୧୦,୩୦୦ରେ ପହଞ୍ଚିଥିବାବେଳେ ୧୩୪ଦିନରେ ସର୍ବାଧିକ କୋଭିଡ୍‌ ଆକ୍ଟିଭ୍‌ ମାମଲା ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧,୮୦୫ ଚିହ୍ନଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri