ଜାତୀୟ

ମୋର କିଛି ହେଲେ କେନ୍ଦ୍ର ଦାୟୀ: ସତ୍ୟପାଲ

ନୂଆଦିଲ୍ଲୀ,୧୫ା୩: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଜେଡ୍‌-ପ୍ଲସ୍‌ ସୁରକ୍ଷା ପ୍ରତ୍ୟାହାର ହୋଇଯିବା ପରେ ସେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସତ୍ୟପାଲ...

ସମଲିଙ୍ଗୀ ବିବାହକୁ ଆର୍‌ଏସ୍‌ଏସ୍‌ର ବିରୋଧ

ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା...

ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ

ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍‌ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ’ରେ ପ୍ରକାଶ ପାଇଛି। ୨୦୨୨ରେ ସବୁଠାରୁ ପ୍ରଦୂଷିତ ରାଷ୍ଟ୍ର ସୂଚୀର ଶୀର୍ଷ...

ଭାଜପାର ସୁଫି ଅଭିଯାନ ବୁଧବାରଠାରୁ: ୨୦୨୪ ନିର୍ବାଚନରେ ସଫଳ ହେବା ଯୋଜନା…

ନୂଆଦିଲ୍ଲୀ,୧୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେବା ସ୍ବପ୍ନକୁ ସାକାର କରିବା ପାଇଁ ସୁଫି ସନ୍ଥମାନେ ବର୍ତ୍ତମାନ କାର୍ଯ୍ୟ କରିବେ। ମାର୍ଚ୍ଚ ୧୫ ବୁଧବାରଠାରୁ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚା ସୁଫି ସମ୍ବାଦ ମହା ଅଭିଯାନ...

୨୦୨୩ରେ ବଢ଼ିବ ତାତି: ଆଇଏମଡି ପୂର୍ବାନୁମାନ…

ନୂଆଦିଲ୍ଲୀ,୧୪।୩ : ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଯେ ୨୦୨୩ରେ ସାଧାରଣ ଅପେକ୍ଷା ଅଧିକ ଗରମ ହେବ ବୋଲି ଆଶା କରାଯାଉଛି। ମାର୍ଚ୍ଚର ଶେଷ ସପ୍ତାହରେ ଗାଙ୍ଗେଟିକ ସମତଳ ଅଞ୍ଚଳ ଏବଂ...

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର ଫାଇଦା ନିଆଯାଉଛି । ନିକଟରେ...

ଏମ୍‌ ଜଗନ୍ନାଥ-ତବଲେଶ ପାଣ୍ଡେ ହେଲେ ଏଲ୍‌ଆଇସିର ନୂଆ ଏମ୍‌ଡି 

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ମଙ୍ଗଳବାର କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେ ଏବଂ ଏମ୍‌ ଜଗନ୍ନାଥଙ୍କୁ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ପଦୋନ୍ନତି ଦେଇଛି। ଉଭୟଙ୍କ ନିଯୁକ୍ତି ଏପ୍ରିଲ ୧, ୨୦୨୩ଠାରୁ କାର୍ଯ୍ୟକାରୀ ହେବ। ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ...

ପ୍ରକାଶ ପାଇଲା ଏନଇଇଟି ପିଜି-୨୦୨୩ ଫଳ…

ନୂଆଦିଲ୍ଲୀ,୧୪।୩ : ଛାତ୍ରୀଛାତ୍ରମାନଙ୍କର ଦୀର୍ଘ ପ୍ରତୀକ୍ଷାକୁ ଶେଷ କରି ନ୍ୟାଶନାଲ ବୋର୍ଡ ଅଫ ଏକ୍ସାମ ଇନ୍‌ ମେଡିକାଲ ସାଇନ୍ସ (ଏନବିଇଏମଏସ) ମଙ୍ଗଳବାର ନିଜ ଅଧିକାରୀକ ସାଇଟରେଏନଇଇଟି ପିଜି ୨୦୨୩ ର ଫଳାଫଳ ପ୍ରକାଶ କରିଛି। ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ...

ଭୋପାଳ ଗ୍ୟାସ ପୀଡ଼ିତଙ୍କୁ ଝଟ୍‌କା: ଅତିରିକ୍ତ କ୍ଷତିପୂରଣ ଦାବିକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : ଦେଶର ଭୟାବହ ଭୋପାଳ ଗ୍ୟାସ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ପୀଡିତାଙ୍କୁ ୟୁନିଅନ କାର୍ବାଇଡ କମ୍ପାନୀରୁ ୭୪୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ...

ନନ୍ଦିଗ୍ରାମ ଆନ୍ଦୋଳନ: ଶ୍ରେୟ ନେବାକୁ ଭାଜପା-ଟିଏମ୍‌ସି ପ୍ରତିଦ୍ୱନ୍ଦ୍ୱିତା…

କୋଲକାତା,୧୪।୩ : ମେଦିନୀପୁର ଜିଲାର ନନ୍ଦିଗ୍ରାମରେ ହୋଇଥିବା ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନକୁ ୧୬ ବର୍ଷ ପୂରଣ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ଏହି ଆନ୍ଦୋଳନର ଶ୍ରେୟ ନେବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ...

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପଞ୍ଜାବର ୯ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। ଏହି ମାମଲାରେ ବର୍ତ୍ତମାନ ୯ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିସ୍ତୃତ ଯାଞ୍ଚ ପରେ ଏହି...

ଲଖିମପୁର ମାମଲାର ଶୁଣାଣି ମନ୍ଥର ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଲଖିମପୁର ଖେରୀର ଟିକୁନିଆ ହିଂସା ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ବେଳେ କହିଛନ୍ତି ଯେ ଏହି ମାମଲାର ଶୁଣାଣି ମନ୍ଥର ନୁହେଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri