ଜାତୀୟ

ଭାରତରୁ ଲୋପ ପାଇଲେଣି ୯୯% ଶାଗୁଣା

ମୁମ୍ବାଇ, ୨୬।୩: ଦେଶରେ ଶାଗୁଣା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଭାରତରେ କେବଳ ୪ କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚତ୍ଛି।...

ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ

ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। ଏମ୍‌ପି ପଦ ହରାଇବା ପରେ ରାହୁଲ ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧନ...

‘ଦିଲ୍ଲୀରେ ତ୍ରିରଙ୍ଗା ହଟାଇ ଲଗାଇଲେ ଖଲିସ୍ତାନୀ ପତାକା’, ଅଡିଓ ମେସେଜରେ ଧମକ ଦେଲେ ଖଲିସ୍ତାନ ସମର୍ଥକ

ନୂଆଦିଲ୍ଲୀ,୨୬ ।୩: ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ୍ତୀ ସମର୍ଥକ ଅମୃତପାଲ ସିଂଙ୍କୁ ଧରିବାକୁ ପଞ୍ଜାବ ପୋଲିସ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଖଲିସ୍ତାନ ସମର୍ଥକ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ତ୍ରିରଙ୍ଗାକୁ...

ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା

ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି ‘ଆର ଆର ଆର’ର ସୁପରହିଟ ସଙ୍ଗ ‘ନାଟୁ ନାଟୁ’କୁ ବେଷ୍ଟ ଅରିଜନାଲ ସଙ୍ଗ...

ବିବାହ ଏକ ସଂସ୍କାର, ଚୁକ୍ତି ନୁହେଁ: ହାଇକୋର୍ଟ…

ରାୟପୁର,୨୫।୩ : ବିବାହ ପୂର୍ବରୁ ଚୁକ୍ତିନାମା, ଯେଉଁଥିରେ ସର୍ତ୍ତ ରଖାଯାଇଛି ଯେ ସ୍ତ୍ରୀ ମାତୃତ୍ୱରୁ ବଞ୍ଚିତ ହେବେ । ଅର୍ଥାତ ନିଜର ସନ୍ତାନ ପ୍ରସବ କରିବେ ନାହିଁ। ଏପରି ସର୍ତ୍ତ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଅମାନବୀୟ। ହିନ୍ଦୁ ଆଇନରେ...

୩୦୦ ଟଙ୍କା ଲାଞ୍ଚ ମାମଲା : ୨୦ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୫।୩ : ୨୦ ବର୍ଷ ପୂର୍ବେ ୩୦୦ ଟଙ୍କା ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଲାଞ୍ଚ ଦାବି କରିବା ତଥା ଏହାକୁ ଜବତ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ...

ଖୋଲିଲା ପ୍ରଥମ କିନ୍ନର ସାଲୁନ…

ମୁମ୍ବାଇ,୨୫।୩ : କିନ୍ନରଙ୍କୁ ଏବେ ମଧ୍ୟ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କର ଅସ୍ତିତ୍ୱ ଏବଂ ସମାନ ଅଧିକାର ପାଇଁ କ୍ରମାଗତ ଭାବରେ ସଂଗ୍ରାମ କରିବା ପରେ ମଧ୍ୟ ସେମାନେ ସେମାନଙ୍କର ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ ହାସଲ କରିବାରେ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି ଅଘଟଣ ଘଟିଛି। ଯେତେବେଳେ ପିଏମ ମୋଦିଙ୍କ କାର ଦାଭାନଗେରେ ଯାଉଥିଲା, ଜଣେ ଯୁବକ...

ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୩ : ବିଶ୍ୱସ୍ତରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ବିଭିନ୍ନ ଆର୍ଥିକ ପାରାମିଟରଗୁଡିକର ମୂଲ୍ୟାଙ୍କନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଛନ୍ତି। ଶନିବାର ନୂଆଦିଲ୍ଲୀରେ ପବ୍ଲିକ...

କରୋନା ନେଇ କେନ୍ଦ୍ରର ଆଡଭାଇଜରୀ: ଏପ୍ରିଲ୍‌ ୧୦-୧୧ରେ ମକ ଡ୍ରିଲ୍‌ …

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନାଭାଇରସ ଏବଂ ଫ୍ଲୁ ସଂକ୍ରମଣ  ବୃଦ୍ଧି ମଧ୍ୟରେ କେନ୍ଦ୍ର ଦ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଉନ୍ତି। ଏଥିରେ କରୋନା ପାଇଁ ସ୍ଥିର ହୋଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।...

ରାହୁଲଙ୍କ ସଦସ୍ୟତା ରଦ୍ଦ ସହିତ ଆଦାନୀ ପ୍ରସଙ୍ଗର କିଛି ସମ୍ପର୍କ ନାହିଁ: ରବିଶଙ୍କର…

ନୂଆଦିଲ୍ଲୀ,୨୫।୩ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଛି କାରଣ ସେ ଆଦାନୀ ପ୍ରସଙ୍ଗରେ...

ସିଏଜି ରିପୋର୍ଟ: ବିଏମ୍‌ସିରେ ଦୁର୍ନୀତି ହୋଇଥିବା ଦାବି, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଶିନ୍ଦେ…

ମୁମ୍ବାଇ,୨୫।୩ : ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନର କାର୍ଯ୍ୟକାରିତା ଉପରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଶନିବାର ମହାରାଷ୍ଟ୍ର ବିଧାନସଭାରେ ଉପସ୍ଥାପନ କରାଯାଇଥିଲା। ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିବା ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri