ଜାତୀୟ

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ...

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ ପରିବାର ସିବିଆଇ ସ୍କାନରରେ ଅଛନ୍ତି। ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀ...

ଘରେ ବସି ଭୋଟ ଦେଇପାରିବେ ୮୦ ବର୍ଷ ବୟସ୍କ ବ୍ୟକ୍ତି : ଇସି ଆରମ୍ଭ କଲେ ‘ଭୋଟ ଫର୍ମ ହୋମ୍‌’ ପ୍ରକ୍ରିୟା…

ବେଙ୍ଗାଲୁରୁ,୧୧।୩ : ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା...

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁଣେ...

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ ଏକ ମାଇକ୍ରୋସାଇଟ ‘ମା’ ଲଞ୍ଚ କରାଯାଇଛି। ଏହି ମାଇକ୍ରୋସାଇଟରେ ଚାରୋଟି ଭିନ୍ନ ବିଭାଗ...

ମୋ ପିତା କରିଥିଲେ ମୋର ଯୌନ ଶୋଷଣ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ…

ନୂଆଦିଲ୍ଲୀ,୧୧।୩ : ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବତୀ ମାଲିୱାଲ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ପିତାଙ୍କୁ ପିଲାଦିନେ ତାଙ୍କ ପ୍ରତି ଯୌନ ଶୋଷଣ କରିଥିବା ଅଭିଯୋଗ ସେ କରିଛନ୍ତି। ନ୍ୟୁଜ ଏଜେନ୍ସି...

ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ମାର୍ଗଦର୍ଶିକା ଜାରି କଲେ ସରକାର…

ନୂଆଦିଲ୍ଲୀ,୧୧।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ...

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହେବ। ମଣିକର୍ଣ୍ଣିକା ଘାଟ ଭାରତର ସବୁଠାରୁ ବଡ ଏବଂ ପବିତ୍ର ଶ୍ମଶାନ...

ତୁମେ ମୋତେ ପ୍ଲଟ ଦିଅ, ମୁଁ ତୁମକୁ ଚାକିରି ଦେବି ଥିଲା ଲାଲୁଙ୍କ ସ୍ଲୋଗାନ: ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୧।୩ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ କଟାକ୍ଷ କରିଛନ୍ତି। ଠାକୁର କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କର କେବଳ ଗୋଟିଏ ସ୍ଲୋଗାନ ଥିଲା ତାହା ହେଉଛି ତୁମେ...

ସବୁ ଦୁର୍ନୀତିଗ୍ରସ୍ତ ଧରାପଡ଼ିବେ: ଭାଜପା…

ନୂଆଦିଲ୍ଲୀ,୧୧।୩ : ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି ଏହାର ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଦୁର୍ନୀତି ସହ ଜଡିତ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ...

ପୁଲଓ୍ବାମା ଶହୀଦଙ୍କୁ ନେଇ ରାଜନୀତି: ଭାଜପା ପକ୍ଷରୁ ପ୍ରଦର୍ଶନ ଜାରି…

ଜୟପୁର,୧୧।୩ : ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସ୍ତ୍ରୀମାନଙ୍କୁ ବିରୋଧ ପ୍ରସଙ୍ଗରେ ଜୟପୁରରେ ଭାଜପା କର୍ମୀ ଓ ନେତାମାନେ ପ୍ରଦର୍ଶନ କରିଛନ୍ତି। ଏନେଇ ରାଜନୀତି ଉଷ୍ଣ ହେବାରରେ ଲାଗିଛି। ପ୍ରଦର୍ଶନକାରୀମାନେ ବ୍ୟାରିକେଡିଂ ମଧ୍ୟ ଭାଙ୍ଗି ଦେଇଛନ୍ତି।...

୫ ଶହ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri