ଜାତୀୟ

ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୧ ।୩: ଦୁଇ ଦିନ ପୂର୍ବରୁ ମୁମ୍ବାଇ ସମୁଦ୍ର କୂଳରେ ଦୁର୍ଘଟଣା ହେବା ପରେ ଭାରତୀୟ ସେନା ଧ୍ରୁବ ହେଲିକପ୍ଟରର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଏବେ ଜାରି ରହିବ ଯେପର୍ଯ୍ୟନ୍ତ ହେଲିକପ୍ଟର ଦୁର୍ଘଟଣାର କାରଣ ଜଣାପଡିନାହିଁ...

ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ରାଗିଲେ ଖାର୍ଗେ

ନୂଆଦିଲ୍ଲୀ,୧୧ ।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କିଛି ପରିସରରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଏବେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ମୋଦି...

ଭାରତରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା

ନୂଆଦିଲ୍ଲୀ, ୧୧ା୩: ଇନ୍‌ଫ୍ଲୁଏଞ୍ଜାର ଏଚ୍‌୩ଏନ୍‌୨ ଉପପ୍ରଜାତି ଭୂତାଣୁ ସଂକ୍ରମଣରେ ଭାରତରେ ପ୍ରଥମ ମୃତ୍ୟୁ ଘଟିଛି। କର୍ନାଟକ ଓ ହରିୟାଣାରେ ଜଣେ ଲେଖାଏ ଏହି ରୋଗରେ ପ୍ରାଣ ହରାଇଛନ୍ତି। କର୍ନାଟକର ୮୨ ବର୍ଷୀୟ ହିରେ ଗୌଡ଼ା ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣରେ ମାର୍ଚ୍ଚ...

ପ୍ରାଣଘାତି ହେଲା ଏଚ୩ଏନ୨ ଭାଇରସ: ଦେଶରେ ୨ ମୃତ, କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୧ ।୩: ଦେଶରେ ଏଚ୩ଏନ୨ ଇନପ୍ଲୁଏଞ୍ଜା ସଂକ୍ରମଣ ପ୍ରାଣଘାତି ହୋଇଛି । ହରିୟାଣା ଓ କର୍ନାଟକରେ ଜଣେ ଜଣେ ରୋଗିଙ୍କ ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ଏଚ୩ଏନ୨ ସମେତ ବିଭିନ୍ନ ଫ୍ଲୁରେ ସଂକ୍ରମିତ ୩ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ...

ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ହେଲେ ସୋମନାଥ ଭାରତୀ

ନୂଆଦିଲ୍ଲୀ,୧୦।୩: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜ ମନ୍ତ୍ରୀ ହେବା ପରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜଙ୍କ ପୂର୍ବରୁ ରାଘବ ଚଡ୍ଡା...

୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ...

ମାର୍ଚ୍ଚ ୧୧ରେ ସର୍ବଦଳୀୟ ବୈଠକ ଡକାଇଲେ ଫାରୁକ ଅବଦ୍ଦୁଲା

ଶ୍ରୀନଗର,୧୦।୩: ସଂସଦର ସଦସ୍ୟ ତଥା ନ୍ୟାସନାଲ କନ୍‌ଫରେନ୍ସର ଅଧ୍ୟକ୍ଷ ଡକ୍ଟର ଫାରୁକ ଅବଦ୍ଦୁଲା ଜମ୍ମୁ-କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ରାଜ୍ୟ ସମ୍ମୁଖୀନ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ବୈଠକ...

ସିସୋଡିଆଙ୍କୁ ମିଳିଲାନି ଜାମିନ: ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଦ୍ୱିପ୍ରହର ୨ଟାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ହାଜର କରିଯାଇଥିଲା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ...

ଜମି ବଦଳରେ ଚାକିରି ଦେବା ମାମଲା: ତେଜସ୍ବୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଚଢ଼ାଉ କରିଛି। ରାଜଧାନୀର ନ୍ୟୁ ଫ୍ରେଣ୍ଡସ୍‌ କଲୋନୀରେ ଥିବା ଆରଜେଡି ନେତାଙ୍କ...

ପାର୍କିଂରେ ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ

ବେଙ୍ଗାଲୁରୁ,୧୦।୩: ବେଙ୍ଗାଲୁରୁରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସରକାରୀ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ବେଙ୍ଗାଲୁରୁର ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (ବିଏମ୍‌ଟିସି) ବସ୍‌ଷ୍ଟାଣ୍ଡରେ...

ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା ବେଳେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ...

ଡିଫେନ୍ସ କୋପରେଶନ, ସୋଲାର ଏନର୍ଜି ସମେତ ଅନେକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୧୦ ।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲ୍ମନିଜ ଏବେ ଭାରତ ଗସ୍ତରେ ଅଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ପ୍ରତିରକ୍ଷା ସମ୍ପର୍କକୁ ମଜଭୁତ କରିବା । ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମିଳିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri