ଜାତୀୟ

ଦିଲ୍ଲୀରେ ପୁଣି ଭୂକମ୍ପ ଝଟ୍‌କା

ନୁଆଦିଲ୍ଲୀ,୨୨।୩: ରାଜଧାନୀ ଦିଲ୍ଲୀରେ ବୁଧବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରହିଛି। ଅପରାହ୍ନ ୪.୨୨ରେ ଏହି ଭୂକମ୍ପ ଝଟ୍‌କା ଲାଗିଥିଲା। ଏହାପୂର୍ବରୁ ମଙ୍ଗଳବାର ରାତିରେ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ...

‘ମହାଠକ’ଙ୍କ ମହାଦାନ

ନୂଆଦିଲ୍ଲୀ,୨୨।୩: ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଜନ୍ମଦିନ ଅବସରରେ ‘ମହାଦାନ’ କରିବା ପାଇଁ ଜେଲର ଡିଜିଙ୍କୁ ସେ ଏକ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଚାଲିଗଲା ୬ ଜୀବନ

ଚେନ୍ନାଇ,୨୨।୩: ତାମିଲନାଡୁର କାଞ୍ଚିପୁରମ ଜିଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ...

ଏପ୍ରିଲ ୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୨୨।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ବଡୁଆ ବଢିବାରେ ଲାଗିଛି। ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କୁ ଉପସ୍ଥାପନ...

୨୦୨୩ ମଧ୍ୟଭାଗରେ ଆରମ୍ଭ ହୋଇପାରେ ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୍‌-୧: ଇସ୍ରୋ…

ବେଙ୍ଗାଲୁରୁ,୨୨।୩ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଙ୍ଶନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଏବଂ ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆରମ୍ଭ ହୋଇପାରେ।...

ବଢ଼ିଲା କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୨୨।୩ : ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତୀୟ ବୈଠକ କରିବେ। ଏହି ସମୟରେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରାଯିବ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏହି ଉଚ୍ଚ ସ୍ତରୀୟ ବୈଠକକୁ...

ତାତି ଯୋଗୁ ୭ ବର୍ଷରେ ଚାକିରି ହରାଇବେ ୮ କୋଟି ଲୋକ, ଭାରତରେ ୩ କୋଟି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୩ : ଗତ ସପ୍ତାହରେ ବର୍ଷା ଯୋଗୁ ଏବଂ ଚଳିତ ସପ୍ତାହ ଆରମ୍ଭରେ, ପାଗ ବଦଳିବା ପୂର୍ବରୁ ହଠାତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏଥି ସହିତ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ...

ଭୂକମ୍ପରେ ଥରୁଥିଲା ଅପରେଶନ ଥିଏଟର, ଜନ୍ମ ନେଲେ ଶିଶୁ, ଭିଡ଼ିଓ ଭାଇରାଲ…

ଶ୍ରୀନଗର,୨୨।୩ : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ଭାରତରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଏହି ସମୟରେ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲାର ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ଶିଶୁପୁତ୍ରଙ୍କର ଜନ୍ମ ସଫଳତାର ସହିତ କରାଇଛନ୍ତି। ଶିଶୁଟି ଲୋୟର-ସେଗମେଣ୍ଟ ସିଜେରିୟାନ ମାଧ୍ୟମରେ...

ବିହାର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିଲା ହତ୍ୟା ଧମକ: ସୁରଟରୁ ଗିରଫ ହେଲେ ଅଭିଯୁକ୍ତ

ପାଟନା,୨୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ମିଳିବା ପରେ ବିହାର ପୋଲିସ ସୁରଟ କ୍ରାଇମ ଶାଖାରୁ ସାହାଯ୍ୟ ମାଗିଥିଲା। କ୍ରାଇମବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର...

୬ଜି ଭିଜନ୍‌ ଡକ୍ୟୁମେଣ୍ଟ ଉନ୍ମୋଚିତ, ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ ୟୁଜର: ମୋଦି

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅଭିନବ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତ ୬ଜି...

୭୮,୮୦୦ କୋଟିର ବଜେଟ ଉପସ୍ଥାପନ: ୨ ବର୍ଷରେ ହଟିବ ୩ ଆବର୍ଜନା ଗଦା …

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀ ବିଧାନସଭାରେ ୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ କୈଲାସ ଗେହଲୋଟ କହିଛନ୍ତି ଯେ ମାତା ରାନୀଙ୍କ ଅନୁଗ୍ରହରେ ଚଳିତ ଆର୍ଥିକ ବର୍ଷ ସମସ୍ତଙ୍କ ପାଇଁ ଅନେକ ଅଗ୍ରଗତି ଆଣିବାକୁ...

ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି: ଏଏପି…

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି ବୋଲି କହି ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ସମାଲୋଚନା କରିଛି। ଏଏପି ପକ୍ଷରୁ ଟୁଇଟ କରାଯାଇ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri