ଜାତୀୟ

କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ: ଅର୍ଥମନ୍ତ୍ରୀ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣ ପରେ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ପ୍ରବର୍ତ୍ତନ କରିଥିଲେ। କିନ୍ତୁ କିଛି ସମୟ ପରେ ୨୦୦୦ ଟଙ୍କା ନୋଟ...

ମୃତ୍ୟୁଦଣ୍ଡାଦେଶ ୨୦ ବର୍ଷ କାରାଦଣ୍ଡରେ ବଦଳିଲା…

ନୂଆଦିଲ୍ଲୀ,୨୧।୩ : ଜଣେ ସାତ ବର୍ଷର ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡର ଶୁଣାଣି ସୁପ୍ରିମକୋର୍ଟ ମଙ୍ଗଳବାର କରିଛନ୍ତି। ଏହି ଘଟଣା ୨୦୦୯ ମସିହାରେ ଘଟିଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ...

କ୍ଲିନିକ୍‌-ସ୍କୁଲ ନିର୍ମାଣରେ ବାଧା ଦେଲେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବ ନାହିଁ: ଭାଜପାକୁ କେଜରିଓ୍ବାଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ସମସ୍ୟା ହେଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ବାରମ୍ବାର ଜିତୁଛି...

ଉପରାଜ୍ୟପାଳଙ୍କର ଫାଇଲରେ ଲେଖିବାର ଅଧିକାର ନାହିଁ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୩ : ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ ଅଶିକ୍ଷିତ ଲୋକଙ୍କ ଗୋଷ୍ଠୀକୁ ଉପରୁ ତଳ ପର୍ଯ୍ୟନ୍ତ ସବୁ ପଦବୀରେ ରଖିଛନ୍ତି ।...

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ…

ନୂଆଦିଲ୍ଲୀ,୨୧।୩ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ମଣି ଭବନର କାର୍ଯ୍ୟନିର୍ବାହୀ ସଚିବ ମେଘଶାମ ଅଜଗାଓଁକର...

ଗଡ଼କରୀଙ୍କୁ ଧମକ ଭରା ଫୋନ, ୧୦ କୋଟି ଦିଅ ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହ…

ନାଗପୁର,୨୧।୩ : ମଙ୍ଗଳବାର ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଜଣେ ଅଜଣା ବ୍ୟକ୍ତି ଭାଜପାର ବରିଷ୍ଠ ନେତାଙ୍କୁ ତିନିଥର ଫୋନ କରି ୧୦ କୋଟି ଟଙ୍କା ନଦେଲେ ତାଙ୍କୁ କ୍ଷତି...

ଟେରର ଫଣ୍ଡିଂ ମାମଲାରେ ଆଉ ଜଣେ ଖବରଦାତାଙ୍କୁ ଗିରଫ କଲା ଏନ୍‌ଆଇଏ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରରେ ଟେରର ଫଣ୍ଡିଂ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ମଙ୍ଗଳବାର ସକାଳେ ଶ୍ରୀନଗରରେ ଆଉ ଜଣେ କଶ୍ମୀରୀ ଖବରଦାତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଖବରଦାତା ଫ୍ରିଲାନ୍ସର୍‌ ଇରଫାନ ମେହରାଜ ବୋଲି ଜଣାପଡିଛି। ଦିଲ୍ଲୀର ଏନ୍‌ଆଇଏର ଏକ...

ପିଏଫଆଇ ବିରୋଧରେ କେନ୍ଦ୍ରର ପ୍ରତିବନ୍ଧକ କାଏମ: ୟୁଏପିଏ ଟ୍ରିବ୍ୟୁନାଲ…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଟ୍ରିବ୍ୟୁନାଲ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଜଷ୍ଟିସ ଦୀନେଶ କୁମାର ଶର୍ମା ମଙ୍ଗଳବାର କେନ୍ଦ୍ରର ପ୍ରତିବନ୍ଧକକୁ କାଏମ ରଖି ଏହି ରାୟ...

ମାଓବାଦୀ ହିଂସାରେ ୭୭ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ,୨୧।୩ : ଗତ ଦଶନ୍ଧିରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ହିଂସା ୭୭ ପ୍ରତିଶତ ହ୍ରାସ ପାଇଥିବାବେଳେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସ୍ବରାଷ୍ଟରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ...

ଏଚ୍‌୩ଏନ୍‌୨ ପରେ ଗୁରୁଗ୍ରାମରେ ଟାଇପ୍‌-ବି ଇନ୍‌ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ସେମାନେ ହୋମ୍‌ ଆଇସୋଲେଶନ୍‌ରେ...

ମାର୍ଚ୍ଚ ୨୪ରେ ସିସୋଡିଆଙ୍କ ଜାମିନ ଆବେଦନର ପୁଣି ହେବ ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ମଦ ନୀତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ସିବିଆଇ ଗିରଫ ମାମଲାରେ...

ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ) ଲଗାଇଛନ୍ତି ବୋଲି ହାଇକୋର୍ଟଙ୍କୁ କହିଛନ୍ତି। ମଙ୍ଗଳବାର ଜଣେ ଓକିଲ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri