ଜାତୀୟ

ଲିଭ୍‌-ଇନ୍‌ ଯୋଡ଼ି ପଞ୍ଜୀକରଣ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୧ା୩ : ଲିଭ୍‌-ଇନ୍‌ ରିଲେଶନରେ ରହୁଥିବା ଯୋଡ଼ିମାନଙ୍କର ପଞ୍ଜୀକରଣ ଲାଗି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହା ଚଞ୍ଚଳମନା ଚିନ୍ତାଧାରା ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ଲିଭ୍‌-ଇନ୍‌ ଯୋଡ଼ିମାନଙ୍କ ପାଇଁ ଗାଇଡ୍‌ଲାଇନ ଜାରି ସହ...

ଅନ୍‌ଲାଇନ ଆର୍‌ଟିଆଇ ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧ା୩:ପର୍ଯ୍ୟାପ୍ତ ତଥ୍ୟ ଯୋଗାଇବାରେ ସୁବିଧା ପାଇଁ ଅନ୍‌ଲାଇନ ସୂଚନା ଅଧିକାର (ଆର୍‌ଟିଆଇ) ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟ ସୋମବାର ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୫ରେ ଆର୍‌ଟିଆଇ ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହାର ୧୭ ବର୍ଷ ପରେ...

ଇଣ୍ଟରପୋଲ୍‌ ରେଡ୍‌ କର୍ନର ତାଲିକାରୁ ମେହୁଲ ଚୋକ୍‌ସି ବାଦ୍‌

ନୂଆଦିଲ୍ଲୀ, ୨୧ା୩:ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ସଂଗଠନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ତାଲିକାରୁ ବାଦ୍‌ ଦେଇଛି। ୨୦୧୮ ଡିସେମ୍ବରରେ ଇଣ୍ଟରପୋଲ୍‌ ଚୋକ୍‌ସିଙ୍କ ନାମରେ ରେଡ୍‌ କର୍ନର ନୋଟିସ ଜାରି କରିଥିଲା। ମାନବାଧିକାର ଉଲ୍ଲଂଘନ ହେଉଥିବା...

ଇଟାଭାଟିରେ ବିସ୍ଫୋରଣ: ଚାଲିଗଲା ୪ ମହିଳାଙ୍କ ଜୀବନ

ପାଟନା, ୨୧ା୩: ବିହାରର ମାନେର ଥାନା ଅଧୀନ ବ୍ୟାପୁର ଗ୍ରାମରେ ଥିବା ଏକ ଇଟାଭାଟିରେ ବିସ୍ଫୋରଣ ଘଟି ୪ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମହିଳାମାନେ ଭାଟି...

ଅର୍ଥ ଫେରସ୍ତର ତଦାରଖ ଲାଗି ନିଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ, ୨୧ା୩ (ସ୍ବ.ପ୍ର.):ଚିଟ୍‌ଫଣ୍ଡ କମ୍ପାନୀ ସାହାର ଗ୍ରୁପ୍‌ ଦ୍ୱାରା ଠକାମିର ଶିକାର ହୋଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତର ତଦାରଖ କରିବା ଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତ ନିଯୁକ୍ତ କରିବେ ବୋଲି ସୋମବାର କହିଛନ୍ତି। ନିକଟରେ କେନ୍ଦ୍ର ସରକାର...

ଜଉମୁଦ ଲଫାପା ରିପୋର୍ଟକୁ ସିଜେଆଇଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ, ୨୧ା୩(ପି.ଟି.): ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ(ଓଆର୍‌ଓପି)ର ବକେୟା ପ୍ରାପ୍ୟ ପୈଠ କରିବା ଲାଗି ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ରାୟକୁ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ବାଧ୍ୟ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ....

ଭାରତରେ ୫ ଟ୍ରିଲିୟନ୍‌ ୟେନ୍‌ ନିବେଶ କରିବ ଜାପାନ

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏ ନେଇ ସୋମବାର ସକାଳେ ଫୁମିଓ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ଖବରଦାତା...

ଅମ୍ରିତ୍‌ପାଲଙ୍କୁ ମିଳୁଥିଲା ବିଦେଶୀ ପାଣ୍ଠି

ଚଣ୍ଡିଗଡ଼/ନୂଆଦିଲ୍ଲୀ, ୨୧ା୩: ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସର ରାଜ୍ୟବ୍ୟାପୀ ଚଢ଼ାଉ ସୋମବାର ତୃତୀୟ ଦିନରେ ପହଞ୍ଚତ୍ଛି। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ...

ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ମହାଭାରତ ଯୁଦ୍ଧ ସହ ତୁଳନା କଲା ଇଡି

କୋଲକାତା,୨୧।୩: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ କୁରୁକ୍ଷେତ୍ର ଅର୍ଥାତ୍‌ ମହାଭାରତ ଯୁଦ୍ଧ ସହିତ ତୁଳନା କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ, କେବଳ ଭଗବାନ କୃଷ୍ଣ ପଶ୍ଚିମବଙ୍ଗକୁ ରକ୍ଷା କରିପାରିବେ। ଦୁର୍ନୀତିର ୱେବ ସାରା ରାଜ୍ୟରେ...

ତେଜୁଛି ଭାରତ ବିରୋଧୀ ଖଲିସ୍ତାନୀ ବିକ୍ଷୋଭ

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ, ୨୧ା୩ : ଅଷ୍ଟ୍ରେଲିଆ ପରେ ଏବେ ଲଣ୍ଡନ ଏବଂ ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ଏହା...

କବିତାଙ୍କୁ ମଙ୍ଗଳବାର ପୁଣି ଇଡି କରିବ ପ୍ରଶ୍ନ

ନୂଆଦିଲ୍ଲୀ,୨୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ବିଆରଏସ ନେତା କବିତାଙ୍କୁ ପୁଣିଥରେ ପଚରା ଉଚରା ପାଇଁ ନୋଟିସ ଦେଇଛି । କେ କବିତାଙ୍କୁ ମଙ୍ଗଳବାର ସକାଳ ୧୧ଟାରେ ପଚରା ଉଚରା ପାଇଁ ଡକାଯାଇଛି । ଭାରତ...

ଆମେଜନରେ ପୁଣି ଛଟେଇ, ଏଥର ୯ହଜର କର୍ମଚାରୀଙ୍କୁ ଦେଖାଇଲେ ବାହାରର ରାସ୍ତା

ନୂଆଦିଲ୍ଲୀ,୨୧ ।୩: ଆମେଜନ ପକ୍ଷରୁ ପୁଣିଥରେ ଛଟେଇ ଖବର ସାମ୍ନାକୁ ଆସିଛି । ଆମେଜନ ତା’ର ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟରୁ ପ୍ରାୟ ୯୦୦୦ ଲୋକଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହୋଇଛି । ଅଧିକାଂଶ କର୍ମଚାରୀଙ୍କ ଛଟେଇ ୱେବ ସର୍ଭିସେସ, ପିପୁଲ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri