ଜାତୀୟ

କରୋନା ସମୟରେ ଦେଶରେ ଗରିବ ବୃଦ୍ଧି ଦାବି ମିଛ, ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରଖିଲେ ତଥ୍ୟ

ନୂଆଦିଲ୍ଲୀ,୨୧ ।୩: କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିଆ କହିଛନ୍ତି କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଗରିବ ଓ ଅସମାନତା ବୃଦ୍ଧି ଦାବି କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର ତତ୍କାଳିନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳିନ ଡିଆଇଜି ଇନ୍ଦ୍ରବୀର ସିଂ, ତତ୍କାଳିନ ଏସଏସପି ହରମନଦୀପ ହଂସଙ୍କ ବିରୋଧରେ...

ରେଳଷ୍ଟେଶନ୍‌ରେ ଅଶ୍ଳୀଳ ଭିଡିଓ ପ୍ରସାରଣ

ପାଟନା, ୨୦। ୩: ବିହାର ପାଟନା ରେଳଷ୍ଟେଶନ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌ରେ ୩ ମିନିଟ୍‌ର ଅଶ୍ଳୀଳ ଭିଡିଓ ପ୍ରସାରଣ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ସକାଳ ପ୍ରାୟ ୧୦ଟାବେଳେ ପାଟନା ଜଙ୍ଗଶନ୍‌ ରେଳ ଷ୍ଟେଶନ୍‌ରେ ଲାଗିଥିବା ଏଲ୍‌ଇଡି...

ମୋଦିଙ୍କ ସହ ଗୁପ୍‌ଚୁପ୍‌ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବତ୍ତର୍ମାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁୁତ କରିବ। ଏହି ବର୍ଷ ଉଭୟ ଭାରତ ଏବଂ ଜାପାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ...

ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ: କେଜ୍‌ରିଓ୍ବାଲଙ୍କ ଅଭିଯୋଗ, କେନ୍ଦ୍ର ଦେଲାନି ଅନୁମତି

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନି ବଜେଟ। ଦିଲ୍ଲୀ ସରକାରଙ୍କ ବଜେଟ ଉପରେ କେନ୍ଦ୍ର ସରକାର ରୋକୋ ଲଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦାବି କରିଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

କର୍ନାଟକ ବିଧାନସଭା ନିର୍ବାଚନ ଏଏପି ଜାରି କଲା ପ୍ରଥମ ତାଲିକା

ବେଙ୍ଗାଲୁରୁ,୨୦।୩: ଚଳିତ ବର୍ଷ ମେ’ରେ କର୍ନାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବିଭିନ୍ନ ଦଳ ଅଣ୍ଟା ଭିଡ଼ିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଇତିମଧ୍ୟରେ...

ମଙ୍ଗଳବାର ଉପସ୍ଥାପନ ହେବ କେଜ୍‌ରିଓ୍ବାଲ ସରକାରଙ୍କ ବଜେଟ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀବାସୀଙ୍କ ପାଇଁ ମଙ୍ଗଳବାର ଏକ ବିଶେଷ ଦିନ। କାରଣ ମଙ୍ଗଳବାର ସକାଳ ୧୧ଟାରେ ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ। ରାଜ୍ୟର ନୂତନ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀର ବଜେଟ ଉପସ୍ଥାପନ କରିବେ। ସବୁବର୍ଷ...

ଦେଶରେ ସାମିଲ ହେବ ୧୩୨ ନୂଆ ବିମାନ

ନୂଆଦିଲ୍ଲୀ,୨୦।୩: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ଏୟାରଲାଇନ୍ସ ୨୦୨୪ରେ ଅଧିକ ୧୩୨ ନୂଆ ବିମାନ ସାମିଲ କରିବ। ଏହା ଦ୍ୱାରା ଘରୋଇ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍‌ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏୟାରଇଣ୍ଡିଆ...

ବୁଦ୍ଧ ପାର୍କରେ ମୋଦିଙ୍କ ସହ ବୁଲିଲେ ଫୁମିଓ

ନୂଆଦିଲ୍ଲୀ,୨୦।୨: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ବୁଲୁଥିବାର ନଜର ଆସିଥିଲେ। ସୂଚନାଯୋଗ୍ୟ, ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଏବଂ ଜାପାନର...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ବୁଦ୍ଧ ପ୍ରତିମା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କର୍ନାଟକର ଚନ୍ଦନ କାଠରେ ନିର୍ମିତ ଏକ ବୁଦ୍ଧ ପ୍ରତିମୂର୍ତ୍ତିକୁ ‘କଦମଉଡ୍‌ ଜିଲି ବକ୍ସରେ’ ଭିତରେ ଉପହାର ଦେଇଛନ୍ତି। ଏହି ବୁଦ୍ଧ ପ୍ରତିମୂର୍ତ୍ତି ଅତ୍ୟନ୍ତ ସ୍ବତନ୍ତ୍ର କାରଣ ଚନ୍ଦନ ଖୋଦନ...

ପଓ୍ବନ ଖେରାଙ୍କ ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି...

ବେରୋଜଗାର ଯୁବକଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ,୨୦।୩: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଜ୍ୟରେ ବେରୋଜଗାର ଯୁବକମାନଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟରେ ଡିପ୍ଲୋମା ଥିବା ବେରୋଜଗାର ଯୁବକମାନଙ୍କ ପାଇଁ ଭତ୍ତା ବାବଦକୁ ପ୍ରତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri