ଜାତୀୟ

ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…

ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍‌ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି ସ୍ବୀକାର କରିବେ ନାହିଁ। କାରଣ ସେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି।...

ମୋଦିଙ୍କୁ ଖୁସି କରିବା ମମତା ଦିଦିଙ୍କ ଲକ୍ଷ୍ୟ: ଅଧିର ରଞ୍ଜନ…

ନୂଆଦିଲ୍ଲୀ,୨୦।୩ : ୨୦୨୪ ନିର୍ବାଚନ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ କହିଛନ୍ତି, ଯଦି ରାହୁଲ ବିରୋଧୀ ଦଳର ନେତା ରହିବେ ତେବେ ପ୍ରଧାନମନ୍ତ୍ରୀ...

ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଫସି ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ବିଧାୟକ କେ. କବିତା ଇଡିରେ ସୋମବାର ହାଜର ହୋଇଛନ୍ତି। କବିତା ଦିଲ୍ଲୀର ପିତାଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅବକାରୀ...

ବ୍ରିଟେନକୁ ଚେତାବନୀ ଦେଲା ଭାରତ: ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ ଭେଦଭାବ ନୁହେଁ ଗ୍ରହଣୀୟ

ନୂଆଦିଲ୍ଲୀ,୨୦।୩: ବ୍ରିଟେନର ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭାରତୀୟ ତ୍ରିରଙ୍ଗାର ଅପମାନ ଏବଂ ବିଶୃଙ୍ଖଳାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତ ଜଣେ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ...

ଦିଲ୍ଲୀରେ ପ୍ରତିଦିନ ୧୬ ହଜାର ଇ-ଚାଲାଣ: ୨୦୨୨ରେ ସର୍ବାଧିକ ଜରିମାନା ଆଦାୟ…

ନୂଆଦିଲ୍ଲୀ,୨୦।୩ : ଭାରତର ୧୧୫ ଟି ସହର ମଧ୍ୟରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ମାଧ୍ୟମରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି। ସଡକ ଏବଂ ପରିବହନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦିଲ୍ଲୀ ମଧ୍ୟ...

ଦେଶରେ ଏକ ଲକ୍ଷ କୋଟିର ଶତ୍ରୁ ସମ୍ପତ୍ତି : ବିକ୍ରି ପ୍ରକ୍ରିୟା ଆରମ୍ଭ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୦।୩ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ଶତ୍ରୁ ସମ୍ପତ୍ତିର ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ହେଉଛି ପାକିସ୍ତାନ ଏବଂ ଚାଇନା ସହିତ ଯୁଦ୍ଧ ପରେ ସେଠାରେ ନାଗରିକତ୍ୱ ନେଇଥିବା ଲୋକମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଅସ୍ଥାବର...

ଆଣ୍ଟିବାୟୋଟିକ ନେଇ ସଂଶୋଧିତ ମାର୍ଗଦର୍ଶିକା ଜାରି କଲା ଆଇସିଏମଆର…

ନୂଆଦିଲ୍ଲୀ,୨୦।୩ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗତ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି। ଆଇସିଏମଆର ହେଲଥ ଇନଫରମେଟିକ୍ସ ଅନୁସନ୍ଧାନକାରୀ...

ଭାରତରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଳୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦଶେଖର ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ୨୪ ଘଣ୍ଟାରେ ୯୧୭ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା...

ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ…

ମୁମ୍ବାଇ,୨୦।୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ଉଦ୍ଧବ) ନେତା ଉଦ୍ଧବ ଠାକରେଙ୍କୁ ନିଜ ଦଳର ନେତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ରତ୍ନାଗିରି ଜିଲାର ଖେଡରେ ଏକ ରାଲିରେ ସମ୍ବୋଧିତ କରିଥିଲେ।...

୩୩ ପ୍ରତିଶତ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଇଣ୍ଟରନେଟ: ୟୁଏନ ରିପୋର୍ଟ…

ନୂଆଦିଲ୍ଲୀ,୨୦।୩ : ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ ଆହ୍ବାନ ଦିଆଯାଇଛି। ଏହାପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କେବଳ ୩୩...

ଅମୃତପାଲ ସିଂଙ୍କ ଚାଚା-ଡ୍ରାଇଭର କଲେ ସରେଣ୍ଡର, ମର୍ସିଡିଜ କାରରେ ବସି ପହଞ୍ଚିଲେ ପୋଲିସ ନିକଟରେ

ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପୋଲିସ ଖୋଜୁଥିବା ବେଳେ ଏହାକୁ ନେଇ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ ଅମୃତପାଲଙ୍କ ଚାଚା ହରଜିତ ସିଂ ଓ ଡ୍ରାଇଭର ହରପ୍ରିତ ସିଂ ପୋଲିସ ନିକଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri