ଜାତୀୟ

ଆତଙ୍କବାଦୀଙ୍କୁ ଦେଖି ସୁରକ୍ଷା ଏଜେନ୍ସିକୁ ସୂଚନା ଦେଲେ ନାହିଁ କାହିଁକି: ରାହୁଲଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟି,୪ ।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ୟୁନାଇଟେଡ କିଙ୍ଗଡମର କେମ୍ବ୍ରିଜ ବିଜନେସ ସ୍କୁଲରେ ନିଜ ଟିପ୍ପଣି ରଖି ଦେଶକୁ...

ଦିଲ୍ଲୀରେ ଅଟୋରେ ବୁଲିଲେ ବ୍ଲିଙ୍କେନ୍‌

ନୂଆଦିଲ୍ଲୀ, ୪ା୩: ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ କ୍ୱାଡ୍‌ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହୋଇଥିଲେ। ସେ ଏକାଧିକ ଫଟୋ ଟୁଇଟ୍‌...

କ୍ୱାଡ୍‌ କାର୍ଯ୍ୟକାରୀ ଗୋଷ୍ଠୀ ଗଢ଼ାହେବ

ନୂଆଦିଲ୍ଲୀ, ୪ା୩(ପି.ଟି.): ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏହି ଗୋଷ୍ଠୀର ପ୍ରତିଶ୍ରୁତିକୁ ବୈଠକରେ...

ଅତୃପ୍ତ ସମ୍ପତ୍ତି ଲୋଭ ଯୋଗୁ କ୍ୟାନ୍‌ସର ଭଳି ବଢ଼ୁଛି ଦୁର୍ନୀତି

ନୂଆଦିଲ୍ଲୀ, ୪ା୩(ପି.ଟି.): ସମ୍ପତ୍ତି ହାସଲ କରିବାର ଅତୃପ୍ତ ଲୋଭ ଯୋଗୁ ସମାଜରେ ଦୁର୍ନୀତି କ୍ୟାନ୍‌ସର ଭଳି ମାଡ଼ିଚାଲିଛି। ଦୁର୍ନୀତିକୁ ଆଦୌ ବରଦାସ୍ତ ନ କରିବା ଏବଂ ଏଭଳି ଅପରାଧ ମାମଲାର ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାମ୍ବିଧାନିକ...

ଡିଜେ ଶବ୍ଦ ନେଲା ବର ଜୀବନ

ପାଟନା, ୪ା୩: ବିହାର ସମସ୍ତିପୁର ଜିଲାରେ ଏକ ବିବାହ ଉତ୍ସବ ଶୋକାକୁଳ ପରିବେଶରେ ପରିଣତ ହୋଇଛି। ଗତ ବୁଧବାର ବିବାହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ବରକନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ସାରିଥିଲେ। କିଛି ସମୟ ପରେ କନ୍ୟା ବିଦା...

ସଙ୍କଟରେ ଭାରତୀୟ ଗଣତନ୍ତ୍ର

ଲଣ୍ଡନ/ନୂଆଦିଲ୍ଲୀ,୪ା୩: ଭାରତର ପାର୍ଲାମେଣ୍ଟ, ପ୍ରେସ୍‌ ଓ ନ୍ୟାୟପାଳିକାକୁ ମୁକ୍ତ ଭାବେ ଚାଲିବାକୁ ଦିଆଯାଉନାହିଁ। ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ଏଥିଯୋଗୁ ଭାରତୀୟ ଗଣତନ୍ତ୍ର ସଙ୍କଟ ଦେଇ ଗତିକରୁଛି। ଦେଶର ଅନେକ ନେତା ସର୍ଭିଲାନ୍ସରେ ଅଛନ୍ତି ବୋଲି କଂଗ୍ରେସର...

ଜେଡିୟୁ ଛାଡ଼ିଲେ ମୀନା ସିଂ

ପାଟନା,୩ା୩ : ପୂର୍ବତନ ଏମ୍‌ପି ମୀନା ସିଂ ଶୁକ୍ରବାର ଜେଡିୟୁ ଛାଡ଼ିଛନ୍ତି।  ୨୦୦୮ରେ ସ୍ବାମୀ ତଥା ଏମ୍‌ପି ଅଜିତ କୁମାର ସିଂଙ୍କ ପରଲୋକ ପରେ ମୀନା ବିକ୍ରମଗଞ୍ଜ ଲୋକ ସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏପରିକି ସେ ୨୦୦୯ ନିର୍ବାଚନ...

ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୩।୩: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୮ରେ ଦାଖଲ ହୋଇଥିବା ଏହି ଆବେଦନରେ ମାଲ୍ୟା ନିଜକୁ ‘ପଳାତକ’ ଘୋଷଣା କରିବାକୁ ନେଇ ମୁମ୍ବାଇ କୋର୍ଟରେ ଚାଲିଥିବା...

ଅମିତ ଶାହାଙ୍କ କଟାକ୍ଷ, ଦୂରବୀକ୍ଷଣରୁ ବି ଦେଖାଯିବନି କଂଗ୍ରେସ

ବାଙ୍ଗାଲୋର,୩।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କର୍ନାଟକର ବିଦରଠାରେ ଏକ ସାଧାରଣ ସଭା କରିବା ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ହାରିବା ପରେ କଂଗ୍ରେସ ଆଉ କେଉଁଠାରେ ଦେଖାଯିବ ନାହିଁ। ସେମାନେ ଏତେ...

କଫ୍‌ ସିରପ୍‌ ମୃତ୍ୟୁ ମାମଲା: ଫାର୍ମା କମ୍ପାନୀର ୩ଅଧିକାରୀ ଗିରଫ

ନୋଏଡା,୩।୩: ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ହୋଇଥିବା ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଏକ ଫାର୍ମା କମ୍ପାନୀର ୩ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଉଜବେକିସ୍ତାନ ଡିସେମ୍ବରରେ ଦାବି କରିଥିଲା ଯେ, ଭାରତୀୟ କଫ୍‌ ସିରପ ଯୋଗୁ ତାଙ୍କ ଦେଶରେ...

ଭାଜପା ବିଧାୟକ ପୁଅଙ୍କ ଘରୁ ମିଳିଲା ନଗଦ ୬କୋଟି: ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୩।୩: କର୍ନାଟକରେ ଭାଜପା ବିଧାୟକ ମାଦାଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଜଣେ ଠିକାଦାରଙ୍କଠାରୁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ଲୋକାଯୁକ୍ତ ପୋଲିସ ବିଧାୟକଙ୍କ ପୁଅଙ୍କ ଘରୁ ନଗଦ ୬କୋଟି ଟଙ୍କା...

ବିଲ ଗେଟ୍‌ସଙ୍କୁ ଖେଚୁଡିରେ ଛୁଙ୍କ ଲଗାଇବା ଶିଖାଇଲେ ସ୍ମୃତି: ଭିଡିଓ ଭାଇରଲ

ନୂଆଦିଲ୍ଲୀ,୩ ।୩: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଭାରତୀୟ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରନ୍ତି । ଏବେ ଏକ ଭିଡିଓ ଦେଖିଲେ ଏହା ସ୍ପଷ୍ଟ ହୋଇଛି । ଗୁରୁବାର କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri