ଜାତୀୟ

ଶତାବ୍ଦୀ ଏକ୍ସପ୍ରେସରେ ହଠାତ ପହଞ୍ଚିଲେ ରେଳମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବୁଦ୍ଧି ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟେକ୍ନୋଲୋଜିର ବିଶେଷଜ୍ଞ ଅଶ୍ୱିନୀ ବୈଷ୍ଣବ ତାଙ୍କର ଅଭିନବ ଚିନ୍ତାଧାରା ସହିତ ଭାରତୀୟ ରେଳବାଇକୁ ଉନ୍ନତ ଏବଂ ସ୍ମାର୍ଟ...

ଭାଜପାକୁ ଶକ୍ତିଶାଳୀ କରିବାରେ ନୀତୀଶଙ୍କ କାର୍ଯ୍ୟକୁ ଇତିହାସ ମନେ ରଖିବ: ଓଓ୍ବାଇସି…

ପାଟନା,୧୯।୩ : ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ରବିବାର ପୁର୍ନିଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ ଭାରତରେ ଭାଜପାକୁ...

ରାହୁଲଙ୍କ ଘରେ ପୋଲିସ…

ନୂଆଦିଲ୍ଲୀ,୧୯।୩ : ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି ନେଇ ଦିଲ୍ଲୀ ପୋଲିସ କଥା ହେବାକୁ ଚାହୁଁଛି। ମାର୍ଚ୍ଚ ୧୬ରେ, ଦିଲ୍ଲୀ ପୋଲିସ...

ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧,୦୭୦ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା...

ୱିପ୍ରୋରେ ପୁଣି ହେଲା କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ,୧୯ ।୩: ଭାରତ ସମେତ ଗ୍ଲୋବାଲ ସ୍ତରରେ ଆଇଟି ସେକ୍ଟରରେ ଛଟେଇ ଅଭିଯାନ ଜାରି ରହିଛି । କୌଣସି ନା କୌଣସି କମ୍ପାନୀ ଲୋକଙ୍କୁ ଚାକିରିରୁ ଛେଟେଇ କରୁଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କର୍ମଚାରୀଙ୍କୁ...

‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ...

ଅମୃତପାଲ ସିଂ ପଳାତକ ଘୋଷିତ, ପଞ୍ଜାବ ପୋଲିସ ଆରମ୍ଭ କଲା ରାଜ୍ୟ ସ୍ତରୀୟ ଅଭିଯାନ

ଚଣ୍ଡିଗଡ଼,୧୯ ।୩: ଖଲିସ୍ତାନ ସମର୍ଥକ ତଥା କଟ୍ଟରପନ୍ଥି ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅମୃତପାଲଙ୍କୁ ପଳାତକ ଘୋଷଣା କରିଛି । ତାଙ୍କର ଦୁଇଟି କାରକୁ ଜବତ କରିବା ସହ ତାଙ୍କର...

ଆଇନମନ୍ତ୍ରୀଙ୍କ ସହିତ ଅଯଥା ବିବାଦ କରିବାକୁ ଚାହୁଁନି: ସିଜେଆଇ…

ନୂଆଦିଲ୍ଲୀ,୧୮।୩ : କଲେଜିୟମ ପ୍ରସଙ୍ଗରେ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୋର ୨୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ କୌଣସି ମାମଲାର ବିଚାର କିପରି...

ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…

ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା।...

ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…

ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷାର୍ଥୀ ପାଇଲଟ ଥିବାବେଳେ ଅନ୍ୟ ଜଣେ ଟ୍ରେନର ପାଇଲଟ ଅଛନ୍ତି।...

ଆସାମରେ ୨ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ…

ଗୁଆହାଟୀ,୧୮।୩ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା। ଉଭୟ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ରିକ୍ଟର ସ୍କେଲରେ...

ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପଣ କଲେ ମୋଦି-ହସିନା…

ନୂଆଦିଲ୍ଲୀ,୧୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ-ବାଂଲାଦେଶ ସମ୍ପର୍କରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri