ଜାତୀୟ

ଭାରତ-ଚାଇନା ସ୍ଥିତି ବିପଜ୍ଜନକ: ଜୟଶଙ୍କର…

ନୂଆଦିଲ୍ଲୀ,୧୮।୩ : ଭାରତ ଏବଂ ଚାଇନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ବଡ ବିବୃତ୍ତି ଆସିଛି। ପଶ୍ଚିମ ହିମାଳୟ ଅଞ୍ଚଳରେ ଲଦାଖର ଭାରତ ଏବଂ ଚାଇନ ମଧ୍ୟରେ ପରିସ୍ଥିତିକୁ ସେ ଗୁରୁତର ଏବଂ...

ବିରୋଧୀଙ୍କ ଜେପିସି ଦାବି ଯଥାର୍ଥ, ରାହୁଲ ମାଗିବେନି କ୍ଷମା: କଂଗ୍ରେସ…

ନୂଆଦିଲ୍ଲୀ,୧୮।୩ : ଆଦାନୀ ମାମଲାରେ ଜେପିସି ଗଠନ ଲାଗି ବିରୋଧୀ ଦଳର ଦାବି ଏବଂ ବ୍ରିଟେନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଦାବି ନେଇ ସଂସଦ ଅଚଳ ହୋଇଯାଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ନେତା...

କେଜରିଓ୍ବାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୮।୩ : ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଏଏପି ନେତା ତଥା ରାଜ୍ୟସଭା...

କଂଗ୍ରେସ ପକ୍ଷରୁ ‘ୟଙ୍ଗ ଇଣ୍ଡିଆର ବୋଲ’ ସିଜିନ-୩ ଆରମ୍ଭ…

ନୂଆଦିଲ୍ଲୀ,୧୮।୩ : ସଂଗଠନରେ ଯୁବ ପ୍ରବକ୍ତା ଚୟନ ପାଇଁ ଭାରତୀୟ ଯୁବ କଂଗ୍ରେସ ୟଙ୍ଗ ଇଣ୍ଡିଆ କେ ବୋଲ ସିଜିନ-୩ ଆରମ୍ଭ କରିଛି। ଏହି ପ୍ରତିଯୋଗିତାରୁ ମନୋନୀତ ହୋଇଥିବା ଲୋକଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ପ୍ରବକ୍ତା ଭାବେ ନିଯୁକ୍ତି...

ଆଇପିଏସ ଡେପୁଟେଶନ: ମନା କଲେ ପଡ଼ିବ ମହଙ୍ଗା…

ନୂଆଦିଲ୍ଲୀ,୧୮।୩ : ବହୁ ବର୍ଷ ଧରି କେନ୍ଦ୍ରରେ ଡେପୁଟେଶନରେ ଆସୁଥିବା ଆଇପିଏସ ଅଫିସରଙ୍କ କୋଟା ପୂରଣ ହୋଇ ପାରି ନାହିଁ। ଆଇପିଏସ ଡିଜି, ଏସଡିଜି, ଏଡିଜି, ଆଇଜି, ଡିଜି ଏବଂ ଏସପିଙ୍କ ଅନୁମୋଦିତ ପଦଗୁଡିକର ପ୍ରାୟ ପଚାଶ ପ୍ରତିଶତ ଖାଲି...

ଭାରତରେ ଖାଦ୍ୟ ଉତ୍ପାଦନ ସଙ୍କଟ: ୨୦୫୦ ସୁଦ୍ଧା ଜନସଂଖ୍ୟାର ଅଧା ଲୋକ ପଡ଼ିବେ ବିପଦରେ

ନୂଆଦିଲ୍ଲୀ,୧୮ା୩: ଗ୍ଲୋବାଲ ଓ୍ବାର୍ମିଂ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଖୁବ୍‌ ଶୀଘ୍ର ବିଶ୍ୱର ଅନେକ ଦେଶକୁ ଖାଦ୍ୟ ଯୋଗାଣ ସଙ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ...

ବିଚାରପତି ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ ନ୍ୟାୟିକ କାର୍ଯ୍ୟ କରିବ କିଏ : ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୩ : ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ସାମ୍ବିଧାନିକ ‘ଲକ୍ଷ୍ମଣ ରେଖା’ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକି କାର୍ଯ୍ୟନିର୍ବାହୀ ତଥା ନ୍ୟାୟପାଳିକା ସମେତ ବିଭିନ୍ନ ଅନୁଷ୍ଠାନର ମାର୍ଗଦର୍ଶନ କରିଥାଏ। ବିଚାରପତିମାନେ ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ କିଏ ନ୍ୟାୟିକ...

ଏସସିବିଏ ସ୍ଥାୟୀ କମିଟିରେ ସାମିଲ ହେବାକୁ ସିଜେଆଇଙ୍କୁ କଲେ ଅନୁରୋଧ…

ନୂଆଦିଲ୍ଲୀ,୧୮।୩ : ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ନାଗରିକ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ନେଇ ଅନେକ ଥର ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ବାର ଆସୋସିଏଶନ (ଏସସିବିଏ) ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଚିଠି ଲେଖି ଷ୍ଟାଣ୍ଡିଂ କମିଟିରେ ପ୍ରତିନିଧିତ୍ୱ...

ଦୈନିକ ସଂକ୍ରମଣ ହଜାରେ ମୁହାଁ, ୨୪ ଘଣ୍ଟାରେ ୮୪୧ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା...

ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା ପରେ ସେ ମାର୍ଚ୍ଚ ୨୧ରେ ଜାପାନ ଫେରିଯିବେ। ତାଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ...

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ: ଆଡଭାଇଜରୀ ଜାରି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୮।୩: ଦେଶରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ପାଉଛି। ତେବେ ମହାରାଷ୍ଟ୍ର ବର୍ତ୍ତମାନ ସମୟରେ ଏହି ଭାଇରସ କରୋନା ଭଳି ଦ୍ରୁତ ଗତିରେ ବଢୁଛି। ଏହାକୁ ନେଇ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ପୁଣି ଥରେ ମାସ୍କ...

କାର୍‌ ଆସିବାରେ ବିଳମ୍ବ ହେବାରୁ ଖାର୍ଗେଙ୍କୁ ଲିଫ୍ଟ ଦେଲେ ରାହୁଲ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ସଂସଦରୁ ଘରକୁ ଛାଡିଦେବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri